Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଶରୀର ପାଇଁ କାନ୍ଦିଲେ ଭଲ !

ଭୁବନେଶ୍ୱର: କାନ୍ଦ ଅନେକ ସମୟରେ ଦୁର୍ବଳତାର ଲକ୍ଷଣ ଭାବେ ଦେଖାଯାଏ, କିନ୍ତୁ ନିକଟରେ ହୋଇଥିବା ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ, କାନ୍ଦ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ବିଶେଷଜ୍ଞମାନଙ୍କ ମତରେ, କାନ୍ଦ ମାଧ୍ୟମରେ ଶରୀରରୁ ଚାପ ଏବଂ ନକାରାତ୍ମକ ଭାବନା…

କେଉଁ ରାଶିର ଲୋକେ ଅଧିକ ପ୍ରେମରେ ପଡ଼ନ୍ତି? ଜ୍ୟୋତିଷ ଶାସ୍ତ୍ର କ’ଣ କୁହେ?

ପ୍ରେମ ଏକ ସୁନ୍ଦର ଅନୁଭୂତି, ଯାହା ଜୀବନକୁ ରଙ୍ଗୀନ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କିଛି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ପ୍ରେମରେ ପଡ଼ିବାର ସମ୍ଭାବନା ରଖନ୍ତି। ଏହାର କାରଣ ହେଉଛି ସେମାନଙ୍କର ସ୍ୱଭାବ, ଭାବନାତ୍ମକ ଗଭୀରତା ଏବଂ ସମ୍ପର୍କ ପ୍ରତି ସେମାନଙ୍କର…

ମଣିଷର ମୃତ୍ୟୁ ପରେ ସ୍ୱର୍ଗରେ କ’ଣ ହୁଏ? ଗରୁଡ଼ ପୁରାଣ କ’ଣ କହୁଛି

ଭୁବନେଶ୍ୱର: ମୃତ୍ୟୁ ଏକ ଅନିବାର୍ଯ୍ୟ ସତ୍ୟ, କିନ୍ତୁ ଏହା ପରେ କ’ଣ ହୁଏ, ତାହା ସମ୍ପର୍କରେ ମଣିଷ ମନରେ ସବୁବେଳେ କୌତୁହଳ ରହିଛି। ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣ ଏହି ରହସ୍ୟମୟ ପ୍ରଶ୍ନର ଉତ୍ତର ଦେବା ସହ ମୃତ୍ୟୁ ପରବର୍ତ୍ତୀ ଜୀବନ, ସ୍ୱର୍ଗ, ନର୍କ ଓ ଆତ୍ମାର ଯାତ୍ରା ବିଷୟରେ ବିସ୍ତୃତ ଭାବେ…

ମଶା କାମୁଡ଼ିଲେ ରକ୍ତ ବାହାରେ ନାହିଁ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ମଶା କାମୁଡିବା ଆମ ସମସ୍ତଙ୍କ ପାଇଁ ଏକ ସାଧାରଣ ଅନୁଭବ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ମଶା କାମୁଡ଼ିଲେ କାହିଁକି ଆମ ଶରୀରରୁ ରକ୍ତ ବାହାରେ ନାହିଁ, ଯେପରି ଅନ୍ୟ ଆଘାତରେ ହୁଏ? ଏହା ପଛରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ବୈଜ୍ଞାନିକ ରହସ୍ୟ। ଆସନ୍ତୁ ଜାଣିବା ଏହି ପ୍ରଶ୍ନର…

ସ୍ତନ କର୍କଟରୁ ମୁକ୍ତି ଦେବ ଏହି ମେଡିସିନ୍: ସଂକ୍ରମଣକୁ ରୋକିବ

ନୂଆଦିଲ୍ଲୀ: ଏବେ ସ୍ତନ କର୍କଟର ଅନେକ ମାମଲା ସାମ୍ନାକୁ ଆସୁଛି । ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ତରରେ ପ୍ରାୟ ୨.୩ ନିୟୁତ ମହିଳା ସ୍ତନ କର୍କଟରେ ପୀଡିତା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରତପାର୍ଟରେ ଏହା ବି ଦର୍ଶାଯାଇଛି, ବିଶ୍ୱ ସ୍ତରରେ…

ବ୍ରେନ ଟ୍ୟୁମର କାହିଁକି ହୁଏ?

ଭୁବନେଶ୍ବର: ବ୍ରେନ ଟ୍ୟୁମର ହେଲେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ହୋଇଥାଏ । ଏହି ଗମ୍ଭୀର ରୋଗ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ମଧ୍ୟରେ ଦେଖାଯାଇପାରେ । ତେବେ ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ । ଜାଣି ରଖନ୍ତୁ ବ୍ରେନ ଟ୍ୟୁମର ଦୁଇ…

ଖାଲି ପେଟରେ ଖାଆନ୍ତୁ ରସୁଣ;ଦୂର ହେବ ମାଂସପେଶୀ ଯନ୍ତ୍ରଣା

ଭୁବନେଶ୍ବର: ଆମ ଭାରତର ରୋଷେଇ ଘରେ ବ୍ୟବହାର ହେଉଥିବା ମସଲାମାନଙ୍କରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିମଧ୍ୟରୁ ରସୁଣ ଅନ୍ୟତମ । ଏହି ରସୁଣ ଆମ ଶରୀର ପାଇଁ ବେଶ ଉପଯୋଗୀ । ଏହି ରସୁଣ ଖାଦ୍ୟର ସ୍ବାଦକୁ ଯେପରି ବଢାଇଦେଇଥାଏ ସେପରି ଶରୀର ପାଇଁ ବି ବହୁତ ଲାଭଦାୟକ । ତେବେ ଜାଣିଛନ୍ତି ଖାଲି…

କେଉଁ ମଦ ସ୍ୱାସ୍ଥ୍ୟ ପାଇଁ ଭଲ? ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ…

ଭୁବନେଶ୍ୱର : ମଦ ସେବନ ଏକ ଏମିତି ବିଷୟ ଯାହା ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ମତଭେଦ ରହିଛି। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ସୀମିତ ପରିମାଣରେ ମଦ ସେବନ କିଛି ସ୍ୱାସ୍ଥ୍ୟ ଲାଭ ଦେଇପାରେ, କିନ୍ତୁ ଅତ୍ୟଧିକ ସେବନ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ସ୍ୱାସ୍ଥ୍ୟ…

ଭିଟାମିନ୍ ଡି’ ଅଭାବରୁ କାହିଁକି ଦୁର୍ବଳ ହୁଏ ହାଡ? ବୟସ ବୃଦ୍ଧି ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ: ଆପଣମାନେ ପିଲାଦିନେ ନିଶ୍ଚୟ ଶୁଣିଥିବେ ଯେ ଯଦି ଆମେ ଖରାରେ ବସିବା, ତେବେ ଆମର ହାଡ଼ ମଜବୁତ ରହିବ । ସେତେବେଳେ, ଆମେ ଭାବୁଥିଲୁ ଯେ ଏହା କେବଳ ଏପରି କୁହାଯାଉଛି, କିନ୍ତୁ ବୟସ ବଢ଼ିବା ସହିତ, ଆମେ ଶରୀର ବିଷୟରେ ଅନେକ କଥା ବୁଝିବା ଆରମ୍ଭ କରୁ । ବିଶେଷକରି ଯେତେବେଳେ ହଠାତ୍…

ବରା ଦିବସରେ ଘରେ ବନାନ୍ତୁ ପଶ୍ଚିମ ଓଡିଶା ପ୍ରସିଦ୍ଧ ଚାଉଳ ବରା

ଭୁବନେଶ୍ଵର: ଦେଶୀ ବିରି ଓ ଚାଉଳକୁ ବାଟି ସେଥିରେ ପିଆଜ ଲଙ୍କା ଅଦାର ମିଶ୍ରଣ ଦେ ଗୋଲ ଗୋଲ କରି ଗରମ ତେଲ କଡ଼େଇରେ ପଡେ । ଆଉ ବରା ଛଣାର ମହକି ଯାଏ ପୂରା ଅଞ୍ଚଳ । ଆଉ ଏଇ ବରାକୁ ଛୋଟରୁ ବଡ ସମସ୍ତେ ବେଶ ପସନ୍ଦ କରିଥାନ୍ତି । ତେବେ ଢ଼େଙ୍କାନାଳ ହେଉଛି ବରାର ପ୍ରଥମ ଜନ୍ମସ୍ଥଳ । କିନ୍ତୁ…