Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହି ୫ଜଣ ପଇଡ଼ ପାଣି ପିଇବା ନିହାତି ଜରୁରୀ…

ଭୁବନେଶ୍ବର: ଯଦି ଆପଣ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବାକୁ ଚାହାଁନ୍ତି, ତେବେ ଆପଣ ପଇଡ ପାଣି ସେବନ କରିପାରିବେ। ପଇଡ ପାଣିକୁ ପୋ।ଷଣର ଭଣ୍ଡାର କୁହାଯାଏ। କାରଣ ଏଥିରେ ପୋଟାସିୟମ୍, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଇଲେକ୍ଟ୍ରୋଲାଇଟ୍ସ ରହିଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ…

ପିଲାମାନଙ୍କ ହାଡ଼ ଦୁର୍ବଳ ହେବାର କାରଣ କ’ଣ…?

ଭୁବନେଶ୍ବର: ପୂର୍ବରୁ ପିଲାମାନେ ସାରା ଦିନ ବାହାରେ ଖେଳୁଥିଲେ, ଗଛ ଚଢ଼ୁଥିଲେ, ଡିଆଁକୁଦା କରୁଥିଲେ ; ସେମାନଙ୍କର ହାଡ଼ ମଜବୁତ ରହୁଥିଲା। କିନ୍ତୁ ଏବେ ସାମାନ୍ୟ ଆଘାତରେ କେତେବେଳେ ହାତରେ, ଗୋଡରେ ପ୍ଲାଷ୍ଟର ଲାଗୁଛି । ବାପାମାଆମାନେ ପ୍ରାୟତଃ ଭାବନ୍ତି ଯେ ଏପରି କାହିଁକି ହେଉଛି, ସେମାନେ…

ନୂଆ ଗବେଷଣା ଦାବି; ସପ୍ତାହକୁ ୩ଥର ଚିପ୍ସ ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ୨୦% ବୃଦ୍ଧି ପାଏ

ନୂଆଦିଲ୍ଲୀ: ଯଦି ଆପଣ ଘରେ କିଛି ଭଲ ରାନ୍ଧି ନାହାଁନ୍ତି, ତେବେ ଆପଣ ଚିପ୍ସ ଖାଇଥାଆନ୍ତି । ଯଦି ଆପଣ ସିନେମା ଦେଖୁଛନ୍ତି, ତେବେ ଚିପ୍ସ ଖାଆନ୍ତି । ଯଦି ବାହାରକୁ ଯାଉଛନ୍ତି ଏବଂ କିଛି ଖାଇବାକୁ ଇଚ୍ଛା କରୁଛନ୍ତି, କିମ୍ବା ଘରେ ପାର୍ଟି କରୁଛନ୍ତି, ତେବେ ଆପଣ ଖାଦ୍ୟ ଭାବରେ ଚିପ୍ସ ଅର୍ଡର…

କିଏ ଅଧିକ ଶୋଇବା ଠିକ ? ପୁରୁଷ ନା ମହିଳା

ନୂଆଦିଲ୍ଲୀ: ନିଦ ଆମ ସମସ୍ତଙ୍କ ଜୀବନର ଏକ ଅତ୍ୟନ୍ତ ଜରୁରୀ ଅଂଶ। ଏହା ଆମ ଶରୀର ଓ ମନକୁ ଶକ୍ତି ଯୋଗାଇବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରେ। କିନ୍ତୁ ଆପଣ ଜାଣିଛନ୍ତି କି ମହିଳାମାନଙ୍କୁ ପୁରୁଷମାନଙ୍କ ତୁଳନାରେ ଅଧିକ ନିଦ ଆବଶ୍ୟକ? ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ, ମହିଳାମାନଙ୍କ ଶରୀରରେ…

ଜାଣି ନିଅନ୍ତୁ ଦିନକୁ ଏତେ ପାଣି ପିଇ ଦେଉଛନ୍ତି କି ? ଜୀବନ ଯାଇ ପାରେ !

ନୂଆଦିଲ୍ଲୀ: ଗରମ ଦିନରେ ଶରୀରରେ ପାଣିର ଆବଶ୍ୟକତା ବୃଦ୍ଧି ପାଇଥାଏ। ବିଶେଷକରି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ସଠିକ୍ ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। ପିଲାମାନଙ୍କ ଶରୀରରେ ୭୮% ପର୍ଯ୍ୟନ୍ତ ପାଣି ଥାଏ, ଯାହା ବୟସ୍କମାନଙ୍କ ତୁଳନାରେ (୬୦%) ଅଧିକ। ପରିସ୍ରା, ଝାଳ ଓ ନିଶ୍ୱାସ…

ଉଷୁମ ପାଣିରେ ମହୁ ମିଶାଇ ପିଇଲେ ମିଳେ ଚମତ୍କାର ଲାଭ…

ଭୁବନେଶ୍ବର: ମହୁରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଆଇରନ୍ ସମେତ ଅନେକ ପୋଷକ ତତ୍ତ୍ୱ ରହିଛି। କେବେଠୁ କେଉଁ କାଳରୁ ମହୁକୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ଭାବରେ ବିବେଚନା କରାଯାଇ ଆସୁଛି। ତେବେ ମହୁ ସହିତ, ମହୁ ପାଣି ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ…

ପିସ୍ତାରେ ମିଳିଥାଏ ଏହି ଭିଟାମିନ୍ ଏବଂ ଖଣିଜ ପଦାର୍ଥ, ଅଧିକ ସେବନ କଲେ କଣ ହୁଏ କ୍ଷତି?

ନୂଆଦିଲ୍ଲୀ: ଡ୍ରାଏ ଫ୍ରୁଟ ମଧ୍ୟରୁ, ଲୋକମାନେ ପିସ୍ତାକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି । ଲୋକମାନେ ପିସ୍ତାକୁ ନମକିନ ଖାଦ୍ୟ ଭାବରେ ଖାଆନ୍ତି । ନମକିନ ପିସ୍ତା କେବଳ ସ୍ୱାଦ ଦେଇନଥାଏ ବରଂ ଶରୀରକୁ ପୁଷ୍ଟି ମଧ୍ୟ ପ୍ରଦାନ କରେ । ପିସ୍ତା ଅନେକ ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ ।…

ଦେହରେ କେତେ ପ୍ରତିଶତ ନିଆଁ ଲାଗିଲେ ମଣିଷ ବଞ୍ଚିପାରେ ନାହିଁ ? ଜାଣନ୍ତୁ କ’ଣ କହୁଛି ଚିକିତ୍ସା ବିଜ୍ଞାନ

ନୂଆଦିଲ୍ଲୀ: ଦେହରେ ନିଆଁ ଲାଗିବା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା, ଯାହା ମଣିଷର ଜୀବନକୁ ବିପଦ ମୁହାଁ କରାଇପାରେ। ଚିକିତ୍ସା ବିଜ୍ଞାନ ଅନୁଯାୟୀ, ଦେହରେ ନିଆଁ ଲାଗିବାର ପ୍ରତିଶତ (ଶରୀରର ମୋଟ ଉପରିସ୍ଥ ଅଞ୍ଚଳ ବା Total Body Surface Area - TBSA) ଓ ପୋଡ଼ାର ଗଭୀରତା ଉପରେ ମଣିଷର…

ଏମାନଙ୍କ ପାଇଁ ଡାଲି ହେଉଛି ବିପଦ ! ଖାଇବା ଆଗରୁ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର: ଡାଲି ଆମ ସବୁଦିନ ଖାଦ୍ୟରେ ଏକ ଅତ୍ୟାବଶ୍ୟକୀୟ ଅଂଶ। ମଧ୍ୟାହ୍ନ ଭୋଜନରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ, ଡାଲି ଆମ ଥାଳିରେ ଏକ ଅପରିହାର୍ଯ୍ୟ ଉପାଦାନ। ଏହା କେବଳ ସ୍ୱାଦ ବଢ଼ାଇବା ନୁହେଁ, ବରଂ ଶରୀରକୁ ଆବଶ୍ୟକୀୟ ପୋଷଣ ମଧ୍ୟ ଯୋଗାଇଥାଏ। ଏନସିବିଆଇର ଏକ ରିପୋର୍ଟ…

ଗୁପ୍ତ ଗର୍ଭବସ୍ଥା କ’ଣ?, କାହିଁକି ଗର୍ଭବତୀ ମହିଳାଙ୍କଠାରେ ନଥାଏ କୌଣସି ଲକ୍ଷଣ….

ଭୁବନେଶ୍ବର: ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । କିନ୍ତୁ କ’ଣ ଏମିତି କେବେ ହୁଏ କି, ଯେତେବେଳେ ଜଣେ ମହିଳା ଗର୍ଭବତୀ ଥିବେ, ଆଉ ନିଜେ ଏହା ବିଷୟରେ ଆଭାସ ବି ପାଇନଥିବେ? ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? କିନ୍ତୁ ଏବେ ବିଶ୍ୱରେ ଏପରି ଅନେକ ଘଟଣା ଘଟିଛି…