Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ମାସିକ ଧର୍ମରେ ବିଳମ୍ବ କିମ୍ବା ଅନିୟମିତତା ହେଉଛି କି? ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ଵର: ମାସିକ ଧର୍ମ ମହିଳାମାନଙ୍କ ସ୍ୱାଭାବିକ ପ୍ରକ୍ରିୟା । ନିୟମିତ ମାସିକ ଧର୍ମ ସଂକେତ ଦେଇଥାଏ ଯେ ଶରୀରର ମହତ୍ଵପୁର୍ଣ ଅଙ୍ଗ ଠିକ କାମ କରୁଛି । ସମାନ ଅନ୍ତରାଳରେ ମାସିକ ଋତୁସ୍ରାବ ହେବା ସ୍ୱାଭାବିକ ବୋଲି କୁହାଯାଏ । ହର୍ମୋନ ସ୍ଥର ବଢିବା ଓ କମିବା ମାସିକ ଋତୁଚକ୍ରକୁ ନିୟନ୍ତ୍ରଣ…

ପାଟି ପଟେ ନିଶ୍ବାସ ନେଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା ..

ଭୁବନେଶ୍ବର: ଆପଣ ଧ୍ୟାନ ଦେବେ ଆପଣ ନାକ ପଟେ ନିଶ୍ବାସ ନେଉଛନ୍ତି ନା ପାଟି ପଟେ । ହଁ, ଅଜ୍ଞା ପାଟି ପଟେ ନିଶ୍ବାସ ନେଉଛନ୍ତି ତେବେ ଆପଣଙ୍କ ସ୍ବାସ୍ଥ ସମସ୍ୟା ଥାଇପାରେ । ଆମ ନାକ ଓ ପାଟି ଅଲଗା ଅଲଗା ଉଦ୍ଦେଶ୍ୟ ପାଇଁ ତିଆରି ହୋଇଛି ଏବଂ ଉଭୟ ଶାରିରୀକ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ…

ରାସ୍ତା କଡରୁ ଚଷମା କିଣି ପିନ୍ଧୁଛନ୍ତି କି? ଜାଣନ୍ତୁ କେତେ ସୁରକ୍ଷିତ….

ଭୁବନେଶ୍ବର: ରୋଡ ସାଇଡରେ ଶସ୍ତା ଦାମରେ ଜିନିଷ କିଣିବାର ଆମ ସମସ୍ତଙ୍କ ଅଭ୍ୟାସ ରହିଛି । ଯାନବାହାନରେ କି ଚାଲିକରି ଗଲା ବେଳେ ରାସ୍ତାରେ ସଜେଇ ହୋଇ ରହିଥିବା ଏହି ଜିନିଷ ଗୁଡିକ ଆମକୁ ବେଶ୍ ଆକର୍ଷିତ କରିଥାଏ । ସେହି ଜିନିଷ ମଧ୍ୟରୁ ସବୁଠୁ ବେଶୀ ଆମକୁ ଆକର୍ଷିତ କରିଥାଏ, ଭଳିକି ଭଳି…

ଏହି ପତ୍ରର କାଢା ପ୍ରତିଦିନ ପିଇଲେ ଦୂର ହେବ ଅନେକ ରୋଗ..

ଭୁବନେଶ୍ବର: ଲୋକମାନେ ଖାଇବା ପରେ ପାନ ଖାଇବାକୁ ପସନ୍ଦ କରନ୍ତି । କୁହାଯାଏ ଯେ ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି, ପାନକୁ ପାଣିରେ ଫୁଟାଇ ସେଇ ପାଣି ପାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଏହା ଉଭୟ କଫ ଏବଂ ପିତ୍ତ ଦୋଷରୁ ମୁକ୍ତି ପ୍ରଦାନ…

ଖରାଦିନେ ପଡୁଥିବା ସନଟ୍ୟାନ୍ରୁ କେମିତି ପାଇବେ ମୁକ୍ତି

ଭୁବନେଶ୍ଵର: ଏବେ ଗ୍ରୀଷ୍ମ ଋତୁ ଆସୁଛି । ଖରାର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଲାଣି। ସମସ୍ତଙ୍କୁ ଜଣାଥିବ କି ସୂର୍ୟ୍ୟଙ୍କ ଅଧିକ ଉତ୍ତାପ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଖରାଦିନେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବାରୁ ଅଧିକ…

କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ? ଜାଣନ୍ତୁ ଆୟୁର୍ବେଦ ଅନୁସାରେ ଖାଇବାର ସଠିକ୍ ସମୟ

ଆଜିକାଲି ଜଣେ ବ୍ୟକ୍ତିଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ ଆଶୀର୍ବାଦଠାରୁ କମ୍ ନୁହେଁ। କାରଣ ପୂର୍ବ ତୁଳନାରେ ଜୀବନ ବହୁତ ବଦଳି ଯାଇଛି। ଏହି ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଖାଦ୍ୟପେୟର ସଠିକ୍ ଯତ୍ନ ନେଇ…

ତୁରନ୍ତ ମୋବାଇଲ ନିଶା ଛାଡିବେ ପିଲାଏ ! ଆପଣାନ୍ତୁ ଏହି ମ୍ୟାଜିକ ଟ୍ରିକ୍ସ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୋବାଇଲ ପ୍ରତି ପିଲାଙ୍କ ଆସକ୍ତି ଭାବ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଛି । ଅଧିକାଂଶ ପିଲା ଟାବ୍ଲେଟ୍‌, ଲ୍ୟାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ଭଳ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି । ଯାହାକି ପିଲାଙ୍କ ଶାରୀରିକ ସ୍ବାସ୍ଥ୍ୟ ତଥା ମାନସିକ…

ମଧୁମେହ ରୋଗ ପାଇଁ ବରଦାନ ‘ ଗହମ ଘାସ ‘

ଭୁବନେଶ୍ବର: ପ୍ରତ୍ୟେକ ଛୋଟ ବଡ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି । ଯାହା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଗହମ ଘାସ ଶରୀର ପାଇଁ ଏକ ବରଦାନ । ଗହମର ଘାସରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍, ମିନେରାଲ୍ସ, ଏମିନୋ…

ଗ୍ରୀଷ୍ମକାଳରେ ତ୍ୱଚାର ଯତ୍ନ ..

ଭୁବନେଶ୍ବର: ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଇଛି । ପାଣିପାଗ ବିଭାଗ ଆଶଙ୍କା କରିଛି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତାପ ଆଗକୁ ଆହୁରି ବୃଦ୍ଧି ପାଇବ । ଜାଣି ରଖନ୍ତୁ ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ ଅଟେ । ତେଣୁ ଖରାଦିନେ ତ୍ବଚାର ଯତ୍ନ ନେବା ବେଶ୍ ଜରୁରୀ । ଆସନ୍ତୁ…

କଣ୍ଟାକ୍ଟ ଲେନ୍ସ ବ୍ୟବହାର ବେଳେ କରନ୍ତୁନି ଏହି ଭୁଲ ..

ଭୁବନେଶ୍ବର: ଆଜିକାଲି କଣ୍ଟାକ୍ଟ ଲେନ୍ସ ଫ୍ୟାସନ ଭାବେ ଅଧିକ ବ୍ୟବହାର କରାଯାଉଛି । ଆଖିର ରଙ୍ଗ ବଦଳାଇ ଆକର୍ଷକ ଦିଶିବାକୁ ମହିଳା, ପୁରୁଷ ଉଭୟ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ତେବେ ଏହାକୁ ବ୍ୟବହାର କରିବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଲେନ୍ସ ବ୍ୟବହାର ବେଳେ…