Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ମାଡି ଚାଲିଛି ଡେଙ୍ଗୁ, ରାଜଧାନୀରୁ ଆଉ ୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଥମୁନି ଡେଙ୍ଗୁ ଆତଙ୍କ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ୍ ଆକ୍ରାନ୍ତଙ୍କ…

ଟେନସନ୍ ଦେଉଛି ସ୍କ୍ରବ ଟାଇଫସ୍: ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ଦିନକୁ ଦିନ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ର ହବ୍ ପାଲଟିଛି ସୁନ୍ଦରଗଡ । ଆଜି ପୁଣି ସୁନ୍ଦରଗଡ଼ରୁ ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା…

ଓଡିଶାରେ ବଢିଲା ଚିନ୍ତା, ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହେଲେ ନିପା ଭାଇରସ୍ ଆକ୍ରାନ୍ତ

କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ନିପା ଭାଇରସ୍ ଆକ୍ରାନ୍ତ । ସଂକ୍ରମିତ…

ଚାପଗ୍ରସ୍ତ ଚାକିରି ଏବଂ ସ୍ୱଳ୍ପ ଦରମା ପାଉଥିବା ପୁରୁଷଙ୍କଠାରେ ହୃଦଘାତର ଆଶଙ୍କା ଦୁଇଗୁଣ ଅଧିକ: ରିସର୍ଚ୍ଚ

ନ୍ୟୁୟୋର୍କ: ଆଜିକାଲି ଅଧିକ ଟଙ୍କା ରୋଜଗାର କରିବା ପାଇଁ ପୁରୁଷମାନେ ଅତ୍ୟଧିକ ସମୟ ଅଫିସରେ ଅତିବାହିତ କରନ୍ତି। ଅଧିକ ଟଙ୍କା ପାଇବା ପାଇଁ ନିର୍ଦ୍ଧାରିତ ସମୟ ଯାଏ କାମ ସାରିବା ପରେ ମଧ୍ୟ ଅତିରିକ୍ତ ସମୟ ନେଇ କାମ କରନ୍ତି। ଫଳରେ ଚାକିରିଟି ଚାପଗ୍ରସ୍ତ ହୋଇଯାଏ। ଅନ୍ୟପଟେ ସ୍ୱଳ୍ପ ବେତନ…

କୋଲେଷ୍ଟ୍ରଲ କମ୍ କରିବାକୁ ସର୍ବୋତ୍ତମ ଏସବୁ ଫଳ….

ମୁମ୍ବାଇ:  ଆଜିର ସମୟରେ ଖରାପ ଜୀବନ ଶୈଳୀ ଏବଂ ଜଙ୍କଫୁଡ୍ ଖାଦ୍ୟ ଖାଇବାର  ଅଭ୍ୟାସ ଯୋଗୁଁ  ଦ୍ରୁତ ଗତିରେ କୋଲେଷ୍ଟ୍ରୋଲ୍ ବୃଦ୍ଧି ପାଉଛି  । ବହୁ ସଂଖ୍ୟାରେ ଲୋକ ଉଚ୍ଚ କୋଲେଷ୍ଟ୍ରଲର ଶିକାର ହେଉଛନ୍ତି । ଯାହା ହୃଦଘାତ ଏବଂ ଷ୍ଟ୍ରୋକର କାରଣ ସାଜିପାରେ ।  ଏଭଳି ପରିସ୍ଥିତିରେ ଏହାକୁ…

ଓଜନ ହ୍ରାସ କରେ ଅମୃତଭଣ୍ଡା

ଦିଲ୍ଲୀ: ଆଜିକାଲି ସମୟରେ ଓଜନ ବୃଦ୍ଧି ଏବଂ ମେଦ ବହୁଳତା ଏକ ମୁଖ୍ୟ ସମସ୍ୟା ପାଲଟିଛି  । ଓଜନ ହ୍ରାସ କରିବାକୁ କିଏ ଜିମ୍ ଯାଉଛନ୍ତି ତ ଆଉ କେତେଜଣ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ ଆଉ କେହି କେହି ବ୍ୟାୟମ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବାରେ ଅମୃତ ଭଣ୍ଡା କିପରି ସହାୟକ…

ବ୍ୟବହାର କରନ୍ତୁ ନଡିଆ ତେଲ, ଦୂର ହେବ ତ୍ୱଚା ସମସ୍ୟା

ଭୁବନେଶ୍ଵର: ନଡିଆ ତେଲକୁ ଅନେକ ଲୋକ ବ୍ୟବହାର କରିଥାନ୍ତି । କେହି କେହି ଏହାକୁ ଖାଦ୍ୟରେ ବ୍ୟବହାର କରିଥାନ୍ତି ତ ପୁଣି କେହି କେହି ଏହି ତେଲକୁ ତ୍ୱଚା ପାଇଁ ବି ବ୍ୟବହାର କରିଥାନ୍ତି । ମାତ୍ର ଆଜିକାଲିର ଟ୍ରେଣ୍ଡ ଅନୁଯାୟୀ ତ୍ୱଚା ପାଇଁ ବଜାରରେ ଅନେକ ବିୟୁଟି ପ୍ରଡକ୍ଟସ ଉପଲବ୍ଧ । କିନ୍ତୁ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଜୁଳି

ଦିଲ୍ଲୀ: ପିଜୁଳି ହେଉଛି ଏକ ଏମିତି ଫଳ  । ଯାହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ପିଜୁଳିର ମୂଲ୍ୟ ବେଶୀ ଅଧିକ ନୁହେଁ , ମାତ୍ର ଶରୀର ପାଇଁ ଏହା ବହୁ ଉପକାରୀ  ।   ଆସନ୍ତୁ ଜାଣିବା ପିଜୁଳି ଖାଇବା ଆମ ଶରୀର ପାଇଁ କେତେ ଉପକାରୀ । ପିଜୁଳିକୁ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ…

ଓଜନ କମାଇବାକୁ ଚିନ୍ତିତ କି? ତେବେ ଡାଏଟରେ ସାମିଲ କରନ୍ତୁ ଚିଆ ସିଡ୍

ଭୁବନେଶ୍ଵର: ପତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ କିଏ ଜୋରସୋର ଜିମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ବିଷୟରେ କହିବୁ ଯେଉଁଥିରେ ଭରପୁର ପ୍ରୋଟିନ ରହିଛି । ଶରୀର ପାଇଁ…

ଆପଣ ବି ଅଣ୍ଡା ରୋଲ ଖାଉଛନ୍ତି କି ସାବଧାନ! ହୋଇପାରେ ସାଙ୍ଘାତିକ ରୋଗ

ଦିଲ୍ଲୀ: ଅଣ୍ଡା ରୋଲ ଖାଇବାକୁ ପ୍ରାୟ ଲୋକ ଭଲ ପାଆନ୍ତି? ଅନେକ ପ୍ରକାରର ଅଣ୍ଡା ରୋଲ୍ ଅଛି । କେହି କେହି ଡବଲ୍ କିମ୍ବା ଆଉ କେହି ଗୋଟିଏ ଅଣ୍ଡା ରୋଲ୍ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଅଣ୍ଡା ରୋଲ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ? ଏହା ଜାଣି ଆପଣ…