Latest Odisha News
Browsing Category

ସ୍ୱାସ୍ଥ୍ୟ

ଏହି ବ୍ଲଡ଼ଗ୍ରୁପ ଲୋକଙ୍କ ଠାରେ ହୃଦଘାତର ସମ୍ଭାବନା କମ୍

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ଯୋଗୁ ଅନେକ ଲୋକ ଅନେକ ଅସୁବିଧାକୁ ସମ୍ନା କରୁଛନ୍ତି। ଏଥିପାଇଁ ନାନାଦି ରୋଗର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଅଧିକ ଷ୍ଟ୍ରେସ ଓ ଚାପ ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା…

ହାର୍ଟଆଟାକ କ’ଣ ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମୟରେ ଅନେକ ଲୋକ ହାର୍ଟ ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି।  ବ୍ୟସ୍ତ ବହୁଳ ଜୀବନ ସହ ଅନିୟମିତ ଜୀବନଶୈଳୀ ଏସବୁର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି । ତେବେ କଣ ଏହି ହାର୍ଟଆଟାକ ? କିଭଳି କରିବେ ଏହାର ପ୍ରାଥମିକ ଉପଚାର ଆସନ୍ତୁ ଜାଣିବା... ହାର୍ଟଆଟାକ କଣ?…

କରୋନା ସଂକ୍ରମଣର ଭୟ ରହୁଛି କି? ଆୟୁର୍ବେଦରୁ ପାଇବେ ଉପଶମ !

ଭୁବନେଶ୍ୱର: କରୋନା ଜ୍ୱାଳାରେ ଜଳୁଛି ସମଗ୍ର ବିଶ୍ୱ । ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । କରୋନା ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା…

ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରୁଥିବା ଅଭିଯୋଗ: ଓଡ଼ିଶା ସମେତ ୪ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେଉଥିବା ଅଭିଯୋଗର ଶୁଣାଣି ପରେ ସୁପ୍ରିମକୋର୍ଟ ଶୁକ୍ରବାର ଓଡିଶା, ତେଲେଙ୍ଗାନା, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗକୁ ନୋଟିସ ଜାରି କରିଛନ୍ତି। ଏହି ଚାରିଟି ରାଜ୍ୟକୁ ଚାରି ସପ୍ତାହ ମଧ୍ୟରେ ସେମାନଙ୍କର ଉତ୍ତର ଦାଖଲ କରିବାକୁ କୁହାଯାଇଛି।…

ଉତ୍ତମ ନିଦ୍ରା ପାଇଁ ଉପଯୁକ୍ତ ଖାଦ୍ୟପେୟ ଓ ଜୀବନଶୈଳୀ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସୁସ୍ଥ ମନ, ଦେହ ଓ ଜୀବନ ପାଇଁ ଭଲ ନିଦ ତଥା ସୁନିଦ୍ରା ଅତ୍ୟନ୍ତ ଜରୁରୀ । ପ୍ରତି ଦିନ ଛଅରୁ ଆଠ ଘଣ୍ଟାଶୋଇବା ଜରୁରୀ । ଏକ ମାସରୁ ଅଧିକ ସମୟ ଠିକରେ ନିଦ ନହେବା ଅନିଦ୍ରା ରୋଗର ଲକ୍ଷଣ ହୋଇପାରେ । ଅନିଦ୍ରା ଲାଗି ରହିଲେ କ୍ଳାନ୍ତ ଲାଗେ, ଦିନରେ ନିଦ ଲାଗେ, ସିଦ୍ଧାନ୍ତ ନେବାରେ…

ଶୀଘ୍ର ଉଠନ୍ତୁ, ସୁସ୍ଥ ରୁହନ୍ତୁ ଓ ସଫଳ ହୁଅନ୍ତୁ…

ଭୁବନେଶ୍ୱର: କଥାରେ ଅଛି ଯେଉଁମାନେ ସଅଳ ଶୁଅନ୍ତି ଓ ସଅଳ ଶଯ୍ୟାତ୍ୟାଗ କରିଥାଆନ୍ତି, ସେମାନେ ସ୍ଵାସ୍ଥ୍ୟ, ଧନ ଓ ଜ୍ଞାନବାନ ହୋଇଥାଆନ୍ତି । ଆଜିର ବ୍ୟସ୍ତ ବହୁଳ ଜୀବନରେ ସବୁକିଛି ଏପଟ ସେପଟ ହୋଇ ଯାଉଛି । ପ୍ରାୟତଃ ଅଧିକାଂଶ ଲୋକ ପ୍ରାତଃ କାଳରେ ଶଯ୍ୟତ୍ୟାଗ କରୁନାହାନ୍ତି । ସେମାନେ…

ପାର୍ଟନରର ଘୁଙ୍ଗୁଡ଼ି ଶବ୍ଦରେ ଭାଙ୍ଗି ଯାଉଛି କି ଆପଣଙ୍କ ନିଦ? ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ୱର:ପାଖରେ ଶୋଇଥିବା ବ୍ୟକ୍ତି ଯଦି ଘୁଙ୍ଗୁଡ଼ି ମାରୁଥାଏ ତେବେ ଶାନ୍ତିରେ ଶୋଇବା ଏକ ସ୍ୱପ୍ନ ପାଲଟି ଯାଏ। ଯଦି ଆପଣ ଆପଣଙ୍କ ପାର୍ଟନରଙ୍କର ଏହିଭଳି ଆଚରଣରୁ ମୁକ୍ତି ଚାହୁଁଛନ୍ତି ତେବେ ଜାଣନ୍ତୁ ଏହାର ପ୍ରତିକାର... ଘୁଙ୍ଗୁଡ଼ିର ପ୍ରତିରୋଧ ପାଇଁ ଆମେ ବହୁ ବ୍ୟବସ୍ଥା କରିଥାଉ,…

ଆଇଏସ୍ ଅଫିସରଙ୍କ ପାଇଁ ଅଟୋ ଡ୍ରାଇଭର ପାଲଟିଲେ ଡାକ୍ତର !

କର୍ଣ୍ଣାଟକ: ପଢିଛନ୍ତି ଡାକ୍ତରୀ ପାଠ । ପେଶା ବି ଥିଲା ଡାକ୍ତର । ହେଲେ ଏବେ ଅଟୋ ଡ୍ରାଇଭର । ଖାସ ଜଣେ ଆଇଏସ୍ ଅଫିସରଙ୍କ ପାଇଁ । ଏହି ସମସ୍ତ ଧାଡି ପଢିବାକୁ ଅଖାଡୁଆ ଲାଗୁଥିବ । ହେଲେ ଘଟଣା ଭିତରରେ ରହସ୍ୟ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ୫୩ ବର୍ଷୀିୟ ଡାକ୍ତର ରବିନ୍ଦ୍ରନାଥ ।…

ଆଜୀବନ ନିରୋଗ ରଖିବ ଆୟୁର୍ବେଦ…

ଭୁବନେଶ୍ୱର: ବିଶ୍ଵରେ ଆଧୁନିକ ଚିକିତ୍ସା ବିଜ୍ଞାନ କାୟା ବିସ୍ତାର କରିଚାଲିଛି । ତେବେ ଆଧୁନିକ ଚିକିତ୍ସା ସହିତ ଆମ ଦେଶରେ ଆୟୁଷ ଚିକିତ୍ସା (ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ହୋମିଓପାଥି)ର ସ୍ଥିତି ମଧ୍ୟ ଅତୁଟ ରହିଛି। ଆୟୁର୍ବେଦ ଏକ ପ୍ରାଚୀନ ଭାରତୀୟ ଚିକିତ୍ସାବିଜ୍ଞାନ ।…

ସୁସ୍ଥ ଆଖି ପାଇଁ ନିଅନ୍ତୁ ଏଭଳି ଯତ୍ନ

ଭୁବନେଶ୍ୱର: ଆଜିକାର ସମୟରେ ଅନେକ ବ୍ୟକ୍ତି ମୋବାଇଲ ଓ ଲାପଟପରେ ଅଧିକ ସମୟ ବିତାଉଥିବା ଜଣାପଡିଛି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ କିପରି ଭାବେ ଆଖିର ଯତ୍ନ ନେବେ... କମ୍ପ୍ୟୁଟର କିମ୍ବା…