Latest Odisha News

BREAKING NEWS

Browsing Category

କ୍ରିକେଟ

ଟସ୍ ଜିତି ବୋଲିଂ ନେଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ…

ଶିବମ ମାବୀ ଏମିତି କଣ କହିଲେ ଯେ, ଷ୍ଟେଇନଙ୍କ ଆଖି ଛଳ ଛଳ ହୋଇଗଲା

ମୁମ୍ବାଇ: ଚଳିତ ଆଇପିଏଲରେ ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଶିବମ ମାବୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲ । ସେ ମ୍ୟାଚ ପରେ କହିଥିଲେ ମୁଁ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନଙ୍କ ପରି ଆଉଟ ସୁଇଂ ବୋଲିଂ କରିବାକୁ…

ବିଦେଶୀ ଖେଳାଳିଙ୍କୁ ନିରାପଦରେ ସ୍ୱଦେଶ ପଠାଇବା ଦାୟିତ୍ୱ ଆମର : ବିସିସିଆଇ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢ଼ାଉଥିବାରୁ ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିମାନେ ଭୟଭୀତ ହେଇ ପଡିଛନ୍ତି । ଇତି ମଧ୍ୟରେ ଆଣ୍ଡ୍ର‌୍ୟୁ ଟାଇ, କେନ ରିଚାର୍ଡସନ, ଆଦାମ ଜାମ୍ପା ଭଳି ଖେଳାଳି ସ୍ୱଦେଶ ଫେରିବା ପାଇଁ ଘୋଷଣା କରି ସାରିଛନ୍ତି । ମଙ୍ଗଳବାର…

ଆଜି କୋହଲି ଓ ପନ୍ତଙ୍କ ଟିମ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ୍ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛନ୍ତି । ପଂଏଟ ଟେବୁଲରେ ଦିଲ୍ଲୀ ଦ୍ୱିତୀୟ ଏବଂ ବାଙ୍ଗାଲୋର ତୃତୀୟ…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଥିବା ମହିଳା ଟିମ ଘୋଷଣା କରିଛି । ଭାରତ, ଅଷ୍ଟ୍ରେଲିଆ ସମେତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଉ ଗୋଟିଏ…

କରୋନା ସଙ୍କଟ ବେଳେ ପିଏମ କେୟାର୍ସ ଫଣ୍ଡକୁ କମିନ୍ସ ଦେଲେ ୫୦ ହଜାର ଡଲାର ସହାୟତା

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆ ପେସ ବୋଲର ପ୍ୟାଟ କୁମିନ୍ସ କରୋନା ସଙ୍କଟ ବେଳେ ସହାୟତା ହାତ ବଢ଼ାଇଛନ୍ତି । ଭାରତରେ ଦ୍ରୁତ ଗତିରେ କରୋନା ବଢ଼ୁଥିବା ବେଳେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ କୁମିନ୍ସ ୫୦ ହଜାର ଡଲାର ଆର୍ଥୀକ…

ଆଇପିଏଲରୁ ଓହରି ଯାଉଛନ୍ତି ଷ୍ଟାର ଖେଳାଳି

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ସାବ୍ୟସ୍ତ ହେଉଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ସ୍ଥିତି ବେକାବୁ ହେଉଛି । ଏହି ଅବସରରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରୁ ଷ୍ଟାର ଖେଳାଳିମାନେ ଓହରିବା ଆରମ୍ଭ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ସ୍ପିନର ରବିଚନ୍ଦ୍ରନ…

ଜାଡେଜାଙ୍କଠାରୁ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଆଇପିଏଲରେ ସବୁ ସମ୍ଭବ । ତାହା ପୁନର୍ବାର ପ୍ରମାଣିତ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ରବୀନ୍ଦ୍ର ଜାଡେଜା । ତାଙ୍କରି ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ମହେନ୍ଦ୍ର ସିଂ ଧୋନୀ ନେୃତ୍ୱତ୍ୱାଧୀନ ଚେନ୍ନାଇ ୬୯ ରନରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି ।…

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ବାବର

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ବାବର ଆଜମ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଟି୨୦ରେ ଦ୍ରୁତତମ ୨୦୦୦ ରନ ସଂଗ୍ରହ କରିବାରେ କୋହଲୀ କୀର୍ତିମାନ ସ୍ଥାପନ କରିଥିଲେ । ସେ ୫୬ଟି ଇନିଂସ ଖେଳି ଏହି ରେକର୍ଡ କରିଥିବା ବେଳେ…

୩୩ ବର୍ଷରେ ଆରପାରିକୁ ଚାଲିଗଲେ କ୍ରିକେଟର ଅଶ୍ୱିନ ଯାଦବ

ହାଇଦ୍ରାବାଦ: ହାଇଦ୍ରାବାଦର ପୂର୍ବତନ ପେସ ବୋଲର ଅଶ୍ୱିନ ଯାଦବଙ୍କ ଆଜି ପରଲୋକ ହୋଇଯାଇଛି । ୩୩ ବର୍ଷୀୟ ଏହି ଯୁବ କ୍ରିକେଟର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହଠାତ୍ ହୃଦଘାତ ଯୋଗୁ ଆରପାରିକୁ ଚାଲି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୩ ପୁଅ ଉପସ୍ଥିତ ଥିଲେ । ୨୦୦୭ରେ…