Latest Odisha News
Browsing Category

କ୍ରିକେଟ

ବାପା ହେବେ ହାର୍ଦ୍ଦିକ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ହାର୍ଦ୍ଦିକ ଓ ସର୍ବିୟାର ନତାଶା ଷ୍ଟେନୋକୋଭିକ ବର୍ଷ ଆରମ୍ଭରେ ସେମାନଙ୍କ ପ୍ରେମ ସ୍ୱୀକାର କରିବା ସହ ନିର୍ବନ୍ଧ କରିଥିଲେ । ନତାଶା ଗର୍ଭବତୀ ଅଛନ୍ତି ଏବଂ ଆମେ ଦୁଇ ଜଣ ଖୁବ୍…

ଖେଳରତ୍ନ ପାଇଁ ରୋହିତଙ୍କ ନାମ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ରୋହିତ ଶର୍ମାଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି । ଏହା ବ୍ୟତୀତ ଶିଖର ଧାୱନ, ଈଶାନ୍ତ ଶର୍ମା ଓ ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦେଇଛି । କେନ୍ଦ୍ର ସରକାର ଯୁବ ବ୍ୟାପାର ଓ କ୍ରୀଡା…

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଶୁଣାଣୀ ହୋଇପାରିଲାନି

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ପରବର୍ତୀ ବୈଠକ ଜୁନ ୧୦କୁ ଘୁଂଚାଇ ଦିଆଯାଇଛି । ଗୁରୁବାର ବୈଠକରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତି ନିଆଯାଇ ପାରି ନ ଥିଲା । କରୋନା ଯୋଗୁ ବିଶ୍ୱକପକୁ ଘୁଂଚାଇ ଦିଆଯାଇଛି । ଏହା କେବେ ହେବ ସେ ନେଇ ଆଗାମୀ…

ଆସନ୍ତୁ ଜାଣିବା କରୋନା ପରେ ସଚିନଙ୍କ କେଉଁ କେଉଁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି କୋହଲି

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିବା ଏକ ସ୍ୱପ୍ନ ପରି ମନେ ହେଉଥିଲା । ମାତ୍ର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରଶଂସକଙ୍କ ମନରେ ଆଶା ସଂଚାର କରିଛନ୍ତି । କରୋନା ଭାଇରସ ଯୋଗୁ ତାଙ୍କ ରନ…

ଟ୍ୟାକ୍ସ ମାମଲାରେ ବିସିସିଆଇ-ଆଇସିସି ସାମ୍ନା ସାମ୍ନି: ଟି୨୦ ବିଶ୍ୱକପ ଘୁଂଚିପାରେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟ୍ୟାକ୍ସ ମାମଲାରେ ସାମ୍ନା ସାମ୍ନି ହୋଇଛନ୍ତି । ଫଳରେ ଟି୨୦ବିଶ୍ୱକପ ୨୦୨୧ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଆୟୋଜକ ଭାରତଠାରୁ ଆଇସିସି ଟ୍ୟାକ୍ସ ଛାଡ…

ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଶ୍ରୀଲଙ୍କା ପେସର ଗିରଫ

କଲମ୍ବୋ: ଶ୍ରୀଲଙ୍କାର ଯୁବ ପେସ ବୋଲର ଶେହାନ ମଧୁଶଙ୍କାଙ୍କୁ ସ୍ଥାନୀୟ ପୋଲିସ ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଗିରଫ କରିଛି । ୨୫ ବର୍ଷୀୟ ଏହି ଯୁବ ଖେଳାଳିଙ୍କୁ ୨ ସପ୍ତାହ ପାଇଁ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ନିକଟରୁ ୨ ଗ୍ରାମର ହେରୋଇନ ମିଳିଥିଲା । କରୋନା ଭାଇରସ ଯୋଗୁ ସାରା ଦେଶରେ…

ପାକ୍ କ୍ରିକେଟର ତୌଫିକ ଉମରଙ୍କୁ କରୋନା

କରାଚୀ:ପ୍ରଥମ ଥର ପାଇଁ କ୍ରିକେଟ ଖେଳାଳିଙ୍କୁ ସଂକ୍ରମିତ କରିଛି କରୋନା । ପାକିସ୍ତାନ କ୍ରିକେଟର ତୌଫିକ ଉମରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଘରେ କ୍ୱାରେଂଟାଇନରେ ରହିବେ । ଅସୁ୍‌ସ୍ଥ ଅନୁଭବ କରିବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏହା ପଜିଟିଭ ବାହାରିଥିଲେ ସୁଦ୍ଧା ମୁଁ…

ଚଳିତ ବର୍ଷ ଟି୨୦ ବିଶ୍ୱକପ ଆଶା ମଉଳିଲା

ମୁମ୍ବାଇ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ଆଶା ଏକପ୍ରକାର ମଉଳି ଯାଇଛି କହିଲେ ଭୁଲ ହେବ ନାହିଁ । କରୋନା ଭାଇରସ ଯୋଗୁ ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବା ସମ୍ଭବପର ନୁହେଁ । ଆଇସିସି ସ୍ପଷ୍ଟ ଭାବେ ଏହା କହି ନ ଥିଲେ ମଧ୍ୟ କେତେକ ଅଧିକାରୀ ନିଜ ନାମ…

ଭାରତ-ଦକ୍ଷିଣଆଫ୍ରିକା ଟି୨୦ ସିରିଜ ଅଗଷ୍ଟ ଶେଷ ଭାଗରେ ହୋଇପାରେ !

ନୂଆଦିଲ୍ଲୀ: କରୋନା ମହାମାରୀ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଲେ ଅଗଷ୍ଟ ଶେଷ ଆଡକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯାଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ପ୍ରସ୍ତାବ ଦେଇଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ଏ ନେଇ ଆଗ୍ରହୀ ଅଛି ।…

‘ଆଇସିସିର ନେତୃତ୍ୱ ନେବା ଦକ୍ଷତା ଗାଙ୍ଗୁଲିଙ୍କର ରହିଛି’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବାର ଦକ୍ଷତା ସୌରଭ ଗାଙ୍ଗୁଲିଙ୍କର ରହିଛି ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ ଗାୱାର କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ଭାବେ ସେ ତାଙ୍କ କାର୍ଯ୍ୟ ସୁଚାରୂରୂପେ ତୁଲାଇ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି ।…