Latest Odisha News
Browsing Category

କ୍ରିକେଟ

ଆଇସିସି ମହିଳା ବିଶ୍ୱକପ,ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ

ଦୁବାଇ: ଆଇସିସି ମହିଳା ବିଶ୍ୱକପ ଓ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ ରଖାଯାଇଛି  । କୋଭିଡ-୧୯ ମହାମାରୀ ପାଇଁ  ୨୦୨୧ ମହିଳା ବିଶ୍ୱକପ୍ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ଆସନ୍ତା…

ଧୋନୀ ଆନ୍ତର୍ଜାତୀୟ ମ୍ୟାଚ ନ ଖେଳିବା ନେଇ ମୁହଁ ଖୋଲିଲେ ଚୟନ କମିଟିର ପୂର୍ବତନ ମୁଖ୍ୟ

ମୁମ୍ବାଇ: ୨୦୧୯ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉ ପଡିଆରେ ଦେଖିବାକୁ ମିଳୁ ନାହିଁ । ଫଳରେ ଧୋନୀଙ୍କ ଭବିଷ୍ୟତ ନେଇ ବିଭିନ୍ନ ପ୍ରକାରର ପୂର୍ବାନୁମାନ କରାଯାଉଛି । ତେବେ ରବିବାର ଭାରତୀୟ ଚୟନ କମିଟିର ପୂର୍ବତନ ମୁଖ୍ୟ ଏମଏସକେ ପ୍ରସାଦ ଏ…

ସ୍ପଟ ଫିକ୍ସିଂ: ଉମର ଆକମଲ ୩ ବର୍ଷ ପାଇଁ ନିଲମ୍ବିତ

ଲାହୋର: ପାକିସ୍ତାନ କ୍ରିକେଟର ଉମର ଆକମଲ ସ୍ପଟ ଫିକ୍ସିଂ ଘଟଣାରେ ୩ ବର୍ଷ ପାଇଁ ସମସ୍ତ ଫର୍ମାଟରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ବିରୋଧରେ ସ୍ପଟ ଫିକ୍ସିଂ ମାମଲା ସମ୍ପର୍କରେ ଜାଣିଥିଲେ ମଧ୍ୟ ଏହାକୁ ଲୁଚାଇ ରଖିଥିଲେ । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ତଦନ୍ତ କରୁଥିବା ଟିମ୍ ଆକମଲଙ୍କୁ…

କରୋନା ଭାଇରସ ପ୍ରଭାବ: କ୍ରିକେଟ ମ୍ୟାଚ ଖେଳିବା ବେଳେ ଲାଳରେ ବଲ ଚମକାଇ ପାରିବେ ନାହିଁ

ନୂଆଦିଲ୍ଲୀ: ଆଗକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବେଳେ ଜଣେ ବୋଲର ଲାଳ କିମ୍ବା ଛେପ ବ୍ୟବହାର କରି ବଲ ଚମକାଇ ପାରିବ ନାହିଁ । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ମେଡିକାଲ କମିଟି ମୁଖ୍ୟ ପିଟର ହରକୋର୍ଟ ସୂଚନା ଦେଇଛନ୍ତି । କରୋନା ଭାଇରସ ନେଇ ଏହି ସତର୍କତା ଅବଲମ୍ବନ କରାଯିବ ।…

ଜନ୍ମଦିନ ପାଳନ କରିବେନି ସଚିନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ୨୪ ଏପ୍ରିଲରେ ସେ ୪୭ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଜନ୍ମଦିନ ପାଳନ କରିବା ଠିକ୍ ହେବ ନାହିଁ ବୋଲି ସେ…

ଟି୨୦ ମ୍ୟାଚ ଆୟୋଜନ ପାଇଁ ଗାଭାସ୍କର ଦେଲେ ନୂଆ ଫର୍ମୂଲା

ନୂଆଦିଲ୍ଲୀ: କରୋନାଭାଇରସ୍  ଯୋଗୁ ଚଳିତ ବର୍ଷ ଅ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି । ଗାଭାସ୍କର କହିଛନ୍ତି, ଦେଶରେ…

ଲକଡାଉନରେ ସଚିନଙ୍କ ଚୁଟି କାଟିବା ପ୍ରଂଶସକଙ୍କୁ ପସନ୍ଦ ଆସୁଛି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟଠାରୁ ଦୂରେଇ ରହିଥିଲେ ମଧ୍ୟ ପ୍ରଶଂସକ ତାଙ୍କୁ ଏବେ ବି ଭଲ ପାଉଛନ୍ତି । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ସଚିନ ମଧ୍ୟ ସରକାରଙ୍କ ଏହି ନିୟମକୁ ଗୁରୁତ୍ୱ ସହକାରେ ପାଳନ କରୁଛନ୍ତି । ଏହି ଅବସରରେ ସେ ନିଜେ ଚୁଟି…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…

ଟିମ୍ ଇଣ୍ଡିଆର ମହିଳା ପେସର ଗ୍ୟାସ ସିଲିଣ୍ଡର ଉଠାଇ ଅଭ୍ୟାସ କରୁଛନ୍ତି

ଭୋପାଳ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ଏହା ଦ୍ୱାରା ଯେପରି ଅଭ୍ୟାସରେ ଅସୁବିଧା ସୃଷ୍ଟି ନ ହେବ ସେଥିପାଇଁ ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ପୂଜା ବାସ୍ତ୍ରକାର ନିଜ ଘରର ଛାତକୁ ଅଭ୍ୟାସ ଗ୍ରାଉଣ୍ଡ କରିଦେଇଛନ୍ତି । ସେଠାରେ ସେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।…

ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ରୋମାଂଟିକ ମେସେଜ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡର ନାୟିକା ଆଥିୟା ସେଟ୍ଟୀଙ୍କ ରୋମାନ୍ସ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିନେଇ ପୂର୍ବରୁ ଅବଶ୍ୟ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ମେସେଜ ଏହି ଧାରଣାକୁ ସ୍ପଷ୍ଟ…