Latest Odisha News
Browsing Category

କ୍ରିକେଟ

ଏସିଆ କପ କ୍ରିକେଟ : ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ମ୍ୟାଚ

ଦୁବାଇ: ଏସିଆ କପ କ୍ରିକେଟର ସୁପର ଫୋର ମୁକାବିଲାରେ ପାକିସ୍ତାନଠାରୁ ଭାରତ ହାରିବା ପରେ ଆଉ ଅଳ୍ପ ସମୟ ପରେ ଶ୍ରୀଲଙ୍କାକୁ ଭେଟିବ । ଏହି ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି । ଭାରତ ତାର ପ୍ରଥମ ମ୍ୟାଚ ହାରିଥିବା ବେଳେ ଶ୍ରୀଲଙ୍କା ବିଜୟ ହାସଲ କରିଛି । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷ ମ୍ଯାଚରେ ହାରିବା ପରେ ଅର୍ଶଦୀପ ସିଂ ବାପା-ମାଙ୍କୁ ଫୋନ୍ କରି ‘ହସିଲେ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଅର୍ଶଦୀପ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚରେ ଆସିଫ ଅଲିଙ୍କ କ୍ୟାଚ୍ ଡ୍ରପ କରିବା ପରେ ପ୍ରଥମ ଥର ପାଇଁ ଅର୍ଶଦୀପ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ରାଇନା

ମୁମ୍ବାଇ: ସୁରେଶ ରାଇନା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛି । ଭାରତର ଏହି ସିନିୟର ଖେଳାଳି ୧୫ ଅଗଷ୍ଟ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ମିଳିତ ଭାବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ । ଏବେ ସେ ଘରୋଇ କ୍ରିକେଟ କିମ୍ବା ଆଇପିଏଲରେ ଖେଳିବେ ନାହିଁ । ଦେଶ…

ଷଡଯନ୍ତ୍ର: ଅର୍ଶଦୀପଙ୍କ ନାମ ଯୋଡାଗଲା ଖଲିସ୍ତାନୀଙ୍କ ସହ, ସରକାରଙ୍କ ୱିକିପିଡିଆକୁ ନୋଟିସ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ରବିବାର ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଯୁବ ବୋଲର ଅର୍ଶଦୀପ ସିଂ ଏକ କ୍ୟାଚ ଡ୍ରପ କରି ଦେଇଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ପଡୋଶୀ ଦେଶ ପକ୍ଷରୁ ଷଡଯନ୍ତ୍ର ରଚାଯାଇ ତାଙ୍କୁ ଖଲିସ୍ତାନୀଙ୍କ ସହ ଯୋଡାଯାଇଛି । ଯାହାକୁ ନେଇ…

ମନ କଥା ଖୋଲି କହିଲେ କୋହଲି, ଖରାପ ସମୟରେ କେବଳ ମେସେଜ କରିଥିଲେ ଧୋନୀ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହା ପରେ ଆୟୋଜିତ ପ୍ରେସ ମିଟରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ମନ କଥା ଖୋଲି କରି କହିଛନ୍ତି । ବିଭିନ୍ନ ପ୍ରଶ୍ନର ଉତର ଦେବା ଅବସରରେ ସେ କହିଥିଲେ ମୋ ଖରାପ ସମୟରେ…

ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ହାରିବା ପଛର ୫ ପ୍ରମୁଖ କାରଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି। ଏଥିସହିତ ପାକିସ୍ତାନ ଆଉ ଏକ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସାତ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା।…

ଟି୨୦ରୁ ଅବସର ଘୋଷଣା କଲେ ବାଂଲାଦେଶର ବ୍ୟାଟ୍ସମ୍ୟାନ ମୁସଫିକର ରହୀମ

ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ଓ ୱିକେଟ କିପରି ମୁସଫିକର ରହୀମ ରବିବାର ଆର୍ନ୍ତଜାତୀୟ ଟି୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୩୫ ବର୍ଷୀୟ ମୁସଫିକର ୧୦୨ ଟି୨୦ ମ୍ୟାଚରେୀ ୧୯.୨୩…

ଆଇପିଏଲର ଆଗାମୀ ସଂସ୍କରଣରେ ଧୋନୀ ହେବେ ଚେନ୍ନାଇର ଅଧିନାୟକ

ମାଡ୍ରାସ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଇବେ । ରବିବାର ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏହା ସ୍ପଷ୍ଟ କରିଛନ୍ତି । ଗତ ସଂସ୍କରଣରେ ଚେନ୍ନାଇ ୨ ଥର ଅଧିନାୟକ ପରିବର୍ତନ କରିଥିଲା । ରବୀନ୍ଦ୍ର ଜାଡେଜାଙ୍କୁ…

ଟି୨୦ ବିଶ୍ୱକପରେ ବି ଖେଳିବେନି ଜାଡେଜା !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଘାତ ସମସ୍ୟା ଜଟିଳ ହୋଇଥିବାରୁ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ମେଗା ଇଭେଂଟରେ ଖେଳିପାରିବେ ନାହିଁ । ତେବେ ଏ ନେଇ ବିଧିବଦ୍ଧ ଭାବେ ଜାଡେଜା କିମ୍ବା…

ଏସିଆ କପ କ୍ରିକେଟ: ସୁପର ୪ର ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଏସିଆ କପ ଟି୨୦ କ୍ରିକେଟର ସୁପର ୪ ପାଇଁ ଟିମଗୁଡିକ ଚୂଡାନ୍ତ ହୋଇଛି । ଏଥିସହ ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ୬ଟି ମ୍ୟାଚ ଖେଳାଯିବ । ଏହା ପରେ ପ୍ରଥମ ୨ଟି ଟିମ ଫାଇନାଲରେ ପ୍ରବେଶ କରିବ । ଅନ୍ୟ ଅର୍ଥରେ ୮…