Latest Odisha News

BREAKING NEWS

Browsing Category

ଫୂଟବଲ

ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ମିଡଫିଲ୍ଡର ଅନିରୁଦ୍ଧ ଥାପ୍ପା କରୋନା ସଂକ୍ରମିତ ଥିବା ଜଣାପଡିଛନ୍ତି । ଶନିବାର ଭାରତୀୟ ଫୁଟବଲ ମହାସଂଘର ଜେନେରାଲ ସେକ୍ରେଟାରୀ କୁଶଳ ଦାସ ଏ ନେଇ ସୂଚନା ଦେଇଛନ୍ତି । ଦୋହାରେ ବିଶ୍ୱକପ ଓ ଏସୀୟାଇ କପ ଯୋଗ୍ୟତାପର୍ଯ୍ୟାୟ ଖେଳିବା ପାଇଁ ସେ ଦଳ ସହିତ…

ଜେରୀଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ମ୍ୟାନେଜମେଂଟ ଗୁରୁବାର ମିଜୋରମର ଜେରୀ ମାୱିହିମଙ୍ଗଥାଙ୍ଗାଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୪ ବର୍ଷୀୟ ଏହି ଷ୍ଟାର ଖେଳାଳି ଓଡିଶା ଏଫସି ପକ୍ଷରୁ ୨ଟି ସିଜନରେ ୩୪ ମ୍ୟାଚ ଖେଳି ୪ ଗୋଲ ସ୍କୋର କରିଥିବା ବେଳେ ୧୦ରେ ସହାୟତା କରିଥିଲେ । ୨୦୧୯-୨୦ରେ ସେ ଏଫପିଏଆଇ…

ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ଭାଙ୍ଗିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ସର୍ବାଧିକ ଗୋଲ ରେକର୍ଡ ଭାଙ୍ଗିଛନ୍ତି । ପେଲେ ୭୬୭ ଓଭରାଲ ଗୋଲ ସ୍କୋର କରିଥିବା ବେଳେ ରୋନାଲ୍ଡୋ ୭୭୦ ଗୋଲ…

ଓଡିଶା ମହିଳା ଲିଗ୍ ଫୁଟବଲ: ଓଡିଶା ପୋଲିସକୁ ହରାଇଲା ସାଇ-ଏସଟିସି

ଭୁବନେଶ୍ୱର: ଚଳିତ ଓଡିଶା ମହିଳା ଲିଗ୍ ଫୁଟବଲରେ ଗୁରୁବାର ମୁକାବିଲାରେ ସାଇ-ଏସଟିସି ୨-୧ ଗୋଲରେ ଓଡିଶା ପୋଲିସକୁ ପରାସ୍ତ କରିଛି । ଏହି ମ୍ୟାଚ କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ବିଜୟୀ ଦଳ ପକ୍ଷରୁ ୩୬ତମ ମିନିଟରେ ଦୀପା ନାୟକ ଓ ଗୁଡିୟା କୁମାରୀ ୯୦ତମ ମିନିଟରେ ଗୋଲ ସ୍କୋର…

ଓଡିଶା ମହିଳା ଲିଗ୍ ଫୁଟବଲ: ଓପିଜିକୁ ହରାଇଲା ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଓଡିଶା ମହିଳା ଲିଗ୍ ଫୁଟବଲରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ୩-୧ ଗୋଲରେ ଓପିଜି କ୍ଲବକୁ ପରାସ୍ତ କରିଛି । ବିଜୟୀ ଦଳ ପକ୍ଷରୁ ସରୋଜିନୀ ତିର୍କୀ (୨୩ତମ), ପ୍ରତିମା ମିଞ୍ଜ(୬୩ତମ) ଓ ତାରା ଖାତୁନ (୯୦+୬ ତମ) ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଓପିଜି…

ଇନଷ୍ଟାଗ୍ରାମରେ ପ୍ରଥମ କ୍ରିକେଟର ଭାବେ କୋହଲିଙ୍କ ହେଲେ ୧୦୦ ମିଲିୟନ ଫଲୋଅର୍ସ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ କ୍ରିକେଟର ଓ ଏସିଆର ପ୍ରଥମ ସେଲିବ୍ରେଟି ଭାବେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ମିଲିୟନ ଛୁଇଁଛି । ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ୬୦.୮ ଏବଂ ଶ୍ରଦ୍ଧା…

ଆଇଏସଏଲ:ବାମ୍ବୋଲିନରେ ଗୋଲବର୍ଷା, ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା । ଓଡିଶା ୬-୫ ଗୋଲରେ ଅପେକ୍ଷାକୃତ ଶକ୍ତିଶାଳୀ ଇଷ୍ଟବେଙ୍ଗଲକୁ ପରାସ୍ତ କରି…

ଓଡିଶା ମହିଳା ଲିଗ୍ ଫୁଟବଲ ଫେବୃୟାରୀ ୨୮ରୁ

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଓଡିଶା ମହିଳା ଲିଗ୍ ଫୁଟବଲ ଟୁର୍ଣ୍ଣାମେଂଟ ୨୮ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି । ଏହା ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ମୁକାବିଲାର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମର ମୂଖ୍ୟ ଫୁଟବଲ…

ବିଜୟ ହାସଲ କରି ସମ୍ମାନର ସହ ଅଭିଯାନ ଶେଷ କରିବ ଓଡିଶା ଏଫସି: ଷ୍ଟିଭେନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଶନିବାର ଗୋଆରେ ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜନରେ ଓଡିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରି…

ଖେଳାଳିମାନେ ଲୟକୁ ଫେରିଛନ୍ତି: କୋଚ ପେୟଟନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ ଓଡିଶା ଏଫସି ଡ୍ର ରଖିବା ଫଳରେ ଖେଳାଳିମାନଙ୍କ ମନୋବଳ ବଢ଼ିଛି । କ୍ରମାଗତ ପରାଜୟ ପରେ ଏଥର ଖେଳାଳିମାନେ ଲୟକୁ ଫେରିଛନ୍ତି ବୋଲି କୋଚ ଗେରୀ ପେୟଟନ କହିଛନ୍ତି । ଓଡିଶା ତାର ପରବର୍ତୀ ମ୍ୟାଚରେ ନର୍ଥଇଷ୍ଟ…