Latest Odisha News
Browsing Category

ହକି

ହକି ଇଣ୍ଡିଆ ଲିଗ୍: ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ

ରାଉରକେଲା:ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ତେବେ ଆଜି ହେଉଛି ଏହି ଲିଗ୍ ର ତୃତୀୟ ଦିନ । ତେବେ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ ଆଜି ଖେଳିବ ଏହି ଲିଗ୍ ର ପ୍ରଥମ ମ୍ୟାଚ । ୟୁପି ରୁଦ୍ରସକୁ ସନ୍ଧ୍ୟା…

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ହକି ବିଶ୍ୱକପ : ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ କ୍ଲାସିଫିକେଶ ମ୍ୟାଚରେ ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ଅଭିଷେକ, ହରମନପ୍ରୀତ ସିଂ, ଶମଶେର ସିଂ,…

ହକି ବିଶ୍ୱକପ: ଜର୍ମାନୀ-ବେଲଜିୟମ ଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀ ଏବଂ ବେଲଜିୟମ । ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ ।…

ହକି ବିଶ୍ୱକପ: କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ଭାରତର ବୃହତ ବିଜୟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଆଜି ଅନୁଷ୍ଠିତ କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରିଛି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ଭାରତ ୮-୦ ଗୋଲରେ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି ବିଜୟ ହାସଲ କରିଛି । ୯ରୁ ୧୨ ସ୍ଥାନ ପାଇଁ…