Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ନିକଟତର ହେଲେ ସ୍ମିଥ

ଲର୍ଡସ: ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜର ଫାଇନାଲ ମ୍ୟାଚ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଷଷ୍ଠ ଥର ପାଇଁ ଆଇସିସି ଫାଇନାଲ ଖେଳୁଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ପଂଟିଂ ୬ଟି…

ବେଙ୍ଗାଲୁରୁ ଦଳାଚକଟା ଘଟଣା: ଆରସିବି ଓ ବିସିସିଆଇକୁ ଦାୟୀ କଲେ

ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବୁଧବାର ଦିନ ହାଇକୋର୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଦାୟୀ କରିଛନ୍ତି କର୍ଣ୍ଣାଟକ ସରକାର। ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ପାଇଁ ଆଗରୁ କୌଣସି…

ଏହି ପେସ ବୋଲର ନିଜକୁ କହୁଥିଲେ କ୍ରିକେଟର ବ୍ଲାକ ବ୍ରାଡ ପିଟ

ୱେଷ୍ଟଇଣ୍ଡିଜର ଜଣେ ପେସ ବୋଲର ନିଜକୁ କ୍ରିକେଟର ବ୍ଲାକ ବ୍ରାଡ ପିଟ ବୋଲି କହନ୍ତି । ଏହି ପେସରଜଣଙ୍କ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସ୍ୱୀକାର କରିଛନ୍ତି । ଟିନୋ ବେଷ୍ଟ ଯେତେବେଳେ ନିଜ ଆତ୍ମଜୀବନୀରେ ଏହି ସବୁ ଖୁଲାସା କଲେ କ୍ରିକେଟ ଦୁନିଆ ଆଶ୍ଚର୍ଯ୍ୟଚକିତ ହୋଇ…

ଟିମ ଇଣ୍ଡିଆକୁ ନାକେଦମ କରିବ ଡ୍ୟୁକ ବଲ

ଲଣ୍ଡନ: ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ନୂତନ ସାଇକେଲ ଆରମ୍ଭ ହୋଇଯିବ । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନ ଅବସର ନେବା ପରେ ଏବେ ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ…

ଇନଷ୍ଟାରେ ରୋନାଲ୍ଡୋଙ୍କୁ ଟପିଲେ କୋହଲି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂଆ ରେକର୍ଡ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ଚର୍ଚ୍ଚା ହେଉଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ ବିଶ୍ୱର ବଡ଼ ବଡ଼ ଷ୍ଟାରମାନଙ୍କୁ ପଛରେ ପକାଇ ଦେଉଥିବାର ଦେଖାଯାଉଛି। ଖାସ କରି ଇନଷ୍ଟାଗ୍ରାମ…

ୟର୍କଶାୟାର ପକ୍ଷରୁ ଖେଳିବେ ସିଏସକେର ଅଧିନାୟକ

ଲୀଡ୍ସ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଇଥିବା ରୁତୁରାଜ ଗାଏକ୍ୱାଡ ଏବେ ୟର୍କଶାୟର ପକ୍ଷରୁ ଖେଳିବେ । ଇଂଲଣ୍ଡର କାଂଉଟି ଚାମ୍ପିୟନଶିପର ଡିଭିଜନ ୱାନର ୫ଟି ମ୍ୟାଚ ଏବଂ ପରେ ୱାନଡେ କପ ପାଇଁ ସେ ୟର୍କଶାୟର ପକ୍ଷରୁ ଖେଳିବେ । କାଂଉଟି କ୍ଲବ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ…

ଆରସିବି ବିକ୍ରି ଖବରକୁ ଖଣ୍ଡନ କଲା ୟୁଏସଏଲ

ବେଙ୍ଗାଲୁର: ଆଇପିଏଲ ୨୦୨୫ ସଂସ୍କରଣର ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିକ୍ରି ହେବା ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ଖବରର ସତ୍ୟତା ନାହିଁ ବୋଲି ଏହାର ମାଲିକ ୟୁନାଇଟେଡ ସ୍ପିରିଟ ଲିମିଟେଡ ପକ୍ଷରୁ କୁହାଯାଇଛି । ଆରସିବିିର ଅଂଶଧନ କିମ୍ବା…

ସିରିଜ ଆରମ୍ଭ ପୂର୍ବରୁ ଷ୍ଟାଡିୟମ ଛାତ ଭାଙ୍ଗିଲେ ପନ୍ତ

ଲଣ୍ଡନ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ଦୁଇ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏବେ ଟିମ ଇଣ୍ଡିଆ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଅଭ୍ୟାସ ଜାରୀ ରଖିଛନ୍ତି । ଜୁନ ୨୦ରୁ ହେଡିଙ୍ଗଲ୍ସରେ ପ୍ରଥମ ଟେଷ୍ଟ ଖେଳାଯିବ ।…

ବିକ୍ରି ହୋଇପାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ

ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହୋଇଛି । ବ୍ଲୁମର୍ଗ ରିପୋର୍ଟ ଅନୁସାରେ ଆରସିବିକୁ ବିକିବା ପାଇଁ ଏହାର ମାଲିକ ୟୁନାଇଟେଡ ସ୍ପିରିଟ ଲିମିଟେଡ ଯୋଜନା କରୁଛି । ପୂର୍ବରୁ ୟୁଏସଏଲ ବିଜୟ ମାଲ୍ୟାଙ୍କ କମ୍ପାନୀ ଥିଲା । ୟୁଏସଏଲ…

ଆଇସିସିଠୁ ବଡ ସମ୍ମାନ ପାଇଲେ ଧୋନି, ରଖିଲେ ଏମିତି ପ୍ରତିକ୍ରିୟା….

ନୂଆଦିଲ୍ଲୀ: ଧୋନିଙ୍କୁ ଆଇସିସି ଦେଲା ବଡ ସମ୍ମାନ । କିମ୍ବଦନ୍ତୀ ଭାରତୀୟ ଅଧିନାୟକ ଏବଂ ୱିକେଟକିପର-ବ୍ୟାଟସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସୋମବାର, ଆଇସିସି ହଲ୍ ଅଫ୍ ଫେମ୍‌ରେ ସାମିଲ କରାଯାଇଛି । ସୋମବାର, ଜୁନ୍ ୯ ତାରିଖରେ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ତାଲିକା…