Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟର ନୂଆ ଯୁଗ ଆରମ୍ଭ: କୋଚ ହାତମୁଠାରେ ଅଧିନାୟକ

ଭାରତୀୟ କ୍ରିକେଟର ନୂଆ ଯୁଗ ଆରମ୍ଭ ହୋଇଛି । କୂଟନୀତି, ରଣନୀତି ଏବଂ ହାତମୁଠାରେ ସବୁ କିଛି ରଖିବା ପାଇଁ କୋଚ ଏବଂ ଚୟନ କମିଟି ପ୍ରଭାବଶାଳୀ ହୋଇଛନ୍ତି । ଫୁଟବଲ ପରି କ୍ରିକେଟରେ ଏବେ ଅଧିନାୟକ ବଦଳରେ କୋଚ ଶକ୍ତିଶାଳୀ ହେବା ସମୟ ଉପନୀତ ହୋଇଛି । କୋଚ ଗୌତମ ଗମ୍ଭୀର କ୍ରିକେଟରେ ଏହି ନୂଆ…

କରୁଣଙ୍କୁ କ୍ରିକେଟ ଦେଲା ଆଉ ଏକ ସୁଯୋଗ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଏଥିରେ କରୁଣ ନାୟାରଙ୍କୁ ସୁଯୋଗ ମିଳିଛି । ୮ ବର୍ଷ ପରେ କରୁଣ ଜାତୀୟ ଦଳକୁ ଫେରିଛନ୍ତି । କିଛି ଦିନ ତଳେ ସେ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ କ୍ରିକେଟ ମୋତେ…

ଗିଲଙ୍କୁ କଣ ପାଇଁ କରାଗଲା ଅଧିନାୟକ

ନୂଆଦିଲ୍ଲୀ: ଶୁଭମନ ଗିଲ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଭାବେ ଚୟନ ହୋଇଛନ୍ତି । ଦୀର୍ଘ ଦିନ ପରେ ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରେ ଏହି ଗୁରୁ ଦାୟିତ୍ୱ ଗିଲଙ୍କୁ ପ୍ରଦାନ କରାଯାଇଛି । ଏଥିସହ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ଅଜିତ ଅଗରକର ଏକ ଯୁବ ଟିମ ଇଂଲଣ୍ଡ ଗସ୍ତ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ ଗିଲ୍‌ ଟେଷ୍ଟର ନୂଆ ଅଧିନାୟକ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର ନୂତନ ଅଧିନାୟକ କରାଯାଇଛି। ଉପ-ଅଧିନାୟକ ଭାବରେ ରିଷଭ ପନ୍ତଙ୍କୁ ଚୟନ କରାଯାଇଛି। ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ଶନିବାର ବିସିସିଆଇ ଏହି ଘୋଷଣା କରିଛି। ଏହା ସହିତ ଇଂଲଣ୍ଡ ଗସ୍ତ ପାଇଁ ଏକ ୧୮ ଜଣିଆ ଦଳ ଘୋଷଣା…

ବିସିସିଆଇ ସ୍ପଷ୍ଟ କଲା, ମେ ୨୪ରେ ଦଳ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ମେ ୨୪ରେ ଭାରତୀୟ ଦଳର ଘୋଷଣା କରାଯିବ । ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ସିନିୟର ଖେଳାଳିଙ୍କ ଅବସର ପରେ ବିସିସିଆଇ ଚୟନ କମିଟି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ନୂତନ ଅଧିନାୟକ…

ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ ହେଲେ ଫୋର୍ଡ

ଡବଲିନ: ଦିନିକିଆ କ୍ରିକେଟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ନାମରେ ରହିଛି । ୨୦୧୫ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ପାଖାପାଖି ୧୦ ବର୍ଷ ପରେ ୱେଷ୍ଟଇଣ୍ଡିଜର ମାଥ୍ୟୁ ଫୋର୍ଡ ଏହି…

ଇଂଲଣ୍ଡ ଗସ୍ତରେ ଯାଇ ନ ପାରନ୍ତି ସାମୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସର ମହମ୍ମଦ ସାମୀ ଆଗାମୀ ଇଂଲଣ୍ଡ ଗସ୍ତରେ ଯାଇ ନ ପାରନ୍ତି । ଭାରତୀୟ କ୍ରିକେଟ ଟିମ ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ରିପୋର୍ଟ ଅନୁସାରେ ସାମୀ ସମ୍ପୂର୍ଣ୍ଣ ଭାବେ ଫିଟ ନାହାନ୍ତି । ଯାହାକୁ ନେଇ ଚୟନ କମିଟି ଚିନ୍ତିତ…

ଆରସିବି ପ୍ରଶଂସକଙ୍କ ପାଇଁ ଖୁସି ଖବର, ପ୍ଲେ ଅଫ ଖେଳି ପାରନ୍ତି ହାଜେଲଉଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଛି । ପ୍ରଥମ ଟାଇଟଲ ହାସଲ କରିବା ପାଇଁ ଆରସିବି ଜୋରଦାର ଉଦ୍ୟମ ଜାରୀ ରଖିଛି । ଆଘାତ ସମସ୍ୟା ଯୋଗୁ ଦଳର ଷ୍ଟାର ବୋଲର ଜୋଶ ହାଜେଲଉଡ ସ୍ୱଦେଶ…

ଗମ୍ଭୀର ମାନିଲେ: କୋହଲି, ରୋହିତଙ୍କ ଅଭାବ ପରିଲକ୍ଷିତ ହେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଦୀର୍ଘ ଦିନ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ଅବସର ନେଇ ମୁହଁ ଖୋଲିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ, ରୋହିତ ଓ କୋହଲିଙ୍କ ଅନୁପସ୍ଥିତି ଆଗାମୀ ଇଂଲଣ୍ଡ ଗସ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଅପରପକ୍ଷରେ ଏହା ଯୁବ ଖେଳାଳିଙ୍କୁ ଏକ…

ଲକ୍ଷ୍ନୌ ରିଲିଜ କରିବା ଖବର ନେଇ ରାଗିଗଲେ ପନ୍ତ

ଲକ୍ଷ୍ନୌ: ଏଥର ଆଇପିଏଲ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟିରେ କ୍ରୟ କରିଥିଲା । ତେବେ ୨୦୨୫ ଆଇପିଏଲରେ ପନ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ପନ୍ତ କେବଳ ଗୋଟିଏ ଅର୍ଦ୍ଧଶତକ ମାରିବାରେ ସଫଳ ହୋଇଛନ୍ତି । ଏହା…