Latest Odisha News

BREAKING NEWS

Browsing Category

ଖେଳ

ସୁପରସଣ୍ଡେରେ ଭାରତ-ଇଂଲଣ୍ଡ ମୁକାବିଲା: କଟକ ବାରବାଟୀରେ ପହଞ୍ଚିଲେ ଖେଳାଳି

କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ । ଏଥି ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି କଡା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସ୍‌ ରେ ପହଞ୍ଚିଛନ୍ତି । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରି ଦୁଇଟି…

ବାରବାଟୀ ଫାଇଟ୍: ଦର୍ଶକ ଉତ୍ସାହିତ, ଟିମ୍ ଇଣ୍ଡିଆକୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

କଟକ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। କଟକ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଅପରାହ୍ନ ୧ଟା ୩୦ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଏପଟେ ଫ୍ୟାନ୍ସଙ୍କ ପାଇଁ ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଏପଟେ ସକାଳୁ ସକାଳୁ କ୍ରିକେଟ…

ବାରବାଟୀରେ ଟିମ ଇଣ୍ଡିଆର ଦିନିକିଆ ପ୍ରଦର୍ଶନ

କଟକ: ଫେବୃୟାରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ବାରବାଟୀ ମ୍ୟାଚ ଜିତି ଭାରତ ସିରିଜ ହାତେଇବାକୁ ଚାହିଁବ ବୋଲି ଆଶା କରାଯାଉଛି । ଏଠାରେ ଟିମ ଇଣ୍ଡିଆର ପ୍ରଦର୍ଶନ…

କୋହଲି, ରୋହିତଙ୍କୁ ଓଡିଶା କ୍ରିକେଟପ୍ରେମୀ ଦେଖିବେ କି ଶେଷଥର

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଓଡିଶା ତଥା କଟକ ଏକପ୍ରକାର କ୍ରିକେଟ ମୁଖରିତ । ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଦେଖିବା ପାଇଁ ସେମାନେ ବ୍ୟଗ୍ର ହୋଇ ଉଠିଛନ୍ତି ।…

ଅଧିନାୟକ କମିନ୍ସଙ୍କ ଘରକୁ ଆସିଲେ କୁନି ଅତିଥି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଘରକୁ ଆସିଛନ୍ତି ଜଣେ କୁନି ଅତିଥି । କମିନ୍ସ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ବେକି କମିନ୍ସ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।  ଦମ୍ପତି  କୁନି ଅତିଥିର ନାମ ଏଡି…

ଭାରତ-ଇଂଲଣ୍ଡ: ଖାଣ୍ଟି ଘିଅରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ସହ ଖେଳାଳି ଚାଖିବେ ୩ଶହ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର: ଫେବୃଆରୀ ୯ରେ ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ ସୁପର ଫାଇଟ୍ । ଏହି ପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଖେଳାଳି ଓ…

ଭୁବନେଶ୍ବରରେ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର: ବାରବାଟୀରେ ରବିବାର ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ଦେଶର ଖେଳାଳି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏୟାରପୋର୍ଟରୁ…

ବାରବାଟୀରରେ କୋହଲି ଖେଳିବେ କି ନାହିଁ ବଡ ସୂଚନା ଦେଲେ ଗିଲ

କଟକ: ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଖେଳିପାରି ନ ଥିଲେ । ଏବେ ସେ କଟକର ବାରବାଟୀ ଷ୍ଟାଡିୟମରେ ଫେବୃୟାରୀ ୯ରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଖେଳିବେ କି ନାହିଁ ସେ ସମ୍ପର୍କରେ ଉପଅଧିନାୟକ…

ଚାମ୍ପିୟନ୍ସ ଟ୍ରଫି: ସବୁ କିଛି ପରୀକ୍ଷଣ କରିବାକୁ ରୋହିତ ପ୍ରସ୍ତୁତ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜରେ ସବୁ କିଛି ପରୀକ୍ଷଣ ପାଇଁ ଅଧିନାୟକ ରୋହିତ ଶର୍ମା ପ୍ରସ୍ତୁତ । ପ୍ରଥମ ଦିନିକିଆରେ ଭାରତ ସହଜରେ ବିଜୟ ହାସଲ କରିଥିଲେ ମଧ୍ୟ ଅନାବଶ୍ୟକ ଭାବେ କେତେକ ୱିକେଟ ହରାଇଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ…

ରାଷ୍ଟ୍ରପତିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଦେଲେ ଏହି ଉପହାର..

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଗୁରୁବାର ଦିନ ରାଷ୍ଟ୍ରପତି ଭବନକୁ ଯାଇ କ୍ରିକେଟ ଲିଜେଣ୍ଡ ସଚିନ ମହାମହିମଙ୍କ ସହ ଦେଖା କରିଛନ୍ତି । ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ…