Latest Odisha News

BREAKING NEWS

Browsing Category

ଖେଳ

ଖୋଖୋ ବିଶ୍ବକପ୍:ଆଜି କ୍ବାଟରଫାଇନାଲ ଲଢେଇ, ଭାରତର ଉଭୟ ବର୍ଗ ଦେଖାଇବେ ଦମ୍

ନୂଆଦିଲ୍ଲୀ:ସ୍ଥାନୀୟ ଇନ୍ଦିରାଗାନ୍ଧୀ ଏରୋନରେ ଚାଲିଛି ଖୋଖୋ ବିଶ୍ବକପ୍ ର ପ୍ରଥମ ସଂସ୍କରଣ ଖେଳ । ତେବେ ଆଜି ଖୋଖୋ ବିଶ୍ବକପର କ୍ବାର୍ଟର ଫାଇନାଲ ଖେଳାଯିବ । ଭାରତର ଉଭୟ ମହିଳା , ପୁରୁଷ ଦଳ ନିଜର ଦମଦାର୍ ପ୍ରଦର୍ଶନ ଦେଖାଇ ଅପରାଜୟ ସହ ଗ୍ରୁପ ବିଜେତା ହୋଇଛନ୍ତି ଓ ଆଜି କ୍ବାଟରଫାଇନାଲ…

ଟିମ ଇଣ୍ଡିଆରେ କେକେଆର ପ୍ରଭାବ ନେଇ ବିସିସିଆଇ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଶୋଚନୀୟ ଭାବେ ପରାଜିତ ହେବା ପରେ ବିସିସିଆଇ ଦଳର ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଓ କ୍ଷୁବ୍ଧ ରହିଛି । କୋଚ ଗୌତମ ଗମ୍ଭୀର ତାଙ୍କ କେକେଆର ସହଯୋଗୀ ଷ୍ଟାଫଙ୍କୁ ନେବା ପାଇଁ ଜିଦ କରିଥିଲେ । ଏବେ ଫଳାଫଳ ସନ୍ତୋଷଜନକ ରହି ନ ଥିବାରୁ…

କୋହଲି, ରୋହିତଙ୍କୁ ବଡ ପରାମର୍ଶ ଦେଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ଏକ ବଡ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଘରୋଇ କ୍ରିକେଟ ଫର୍ମକୁ…

ଜାତୀୟ ସବ ଜୁନିୟର ଜୁଡୋ ଚାମ୍ପିୟନଶିପ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ମହାରାଷ୍ଟ୍ର ଜୁଡୋ ଆସୋସିଏଶନ ଏବଂ ଭାରତୀୟ ଜୁଡୋ ଫେଡେରେଶନ ଆନୁକୂଲ୍ୟରେ ଜାତୀୟ ସବ ଜୁନିୟର ଚାମ୍ପିୟନଶିପ ୧୮ରୁ ୨୧ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ପୁଣେର ବେଲେୱାଡିରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ଓଡିଶା ପକ୍ଷରୁ ୧୩ ପ୍ରତିଯୋଗୀ ଓ ୨ ଅଫିସିଆଲ ଏହି ଗସ୍ତରେ ଯିବେ…

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ସୀତାଂଶୁଙ୍କୁ ମିଳିଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଏଥର ଭାରତୀୟ କ୍ରିକେଟ ଟିମ ପ୍ରବେଶ କରି ପାରି ନ ଥିଲା । ଏବେ ଭାରତ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା…

ଫୁଟବଲ ବିଶ୍ୱକପ ପାଇଁ ମରକ୍କୋରେ ମରାଯିବେ ୩୦ ଲକ୍ଷ କୁକୁର, ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ୨୦୩୦ ଫିଫା ବିଶ୍ୱକପ ମରକ୍କୋ, ସ୍ପେନ ଓ ପର୍ତୁଗାଲ ମିଳିତ ଭାବେ ଆୟୋଜନ କରୁଛନ୍ତି । ଏହି ମେଗା କ୍ରୀଡା ଇଭେଂଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଛି । ତେବେ ମରକ୍କୋ ସରକାରର ଏକ ପଦକ୍ଷେପ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ରିପୋର୍ଟ…

ବିସିସିଆଇର ୟୁ ଟର୍ଣ୍ଣ, ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର କୋଚ ହେବା ପରଠାରୁ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏବେ ବିସିସିଆଇ କେତେକ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ୟୋ ୟୋ ଫିଟନେସ ବ୍ୟବହାର କରାଯାଇଥିଲା । ଏହା ମାଧ୍ୟମରେ ଖେଳାଳିଙ୍କ…

ଆଘାତ ସମସ୍ୟା ନେଇ ମିଥ୍ୟା ଖବର ପ୍ରସାରିତ ହେଉଛି: ବୁମରାହ

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଆଘାତ ସମସ୍ୟାରେ ପଡିଛନ୍ତି । ତାଙ୍କ ପିଠି ସମସ୍ୟା ଗୁରୁତର ହୋଇ ପଡିଛି ଏବଂ ସେ ଶେଯରୁ ଉଠି ପାରୁ ନାହାନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଅଧିକ ଚିକିତ୍ସା ପାଇଁ ବୁମରାହ…

ବୁମରାହଙ୍କୁ ଦରକାର ସମ୍ପୂର୍ଣ୍ଣ ବିଶ୍ରାମ, ଚାମ୍ପିୟନ୍ସ ଟ୍ରଫି ଖେଳିବା ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଏକାକୀ ଦଳ ପାଇଁ ଲଢ଼ିଥିଲେ । ସିରିଜର ଅନ୍ତିମ ମୁକାବିଲାରେ ସେ ପିଠି ଆଘାତ ସମସ୍ୟାରେ ପଡିଥିଲେ । କିଛି ଦିନ ବିଶ୍ରାମ ପରେ ସେ ପୂନର୍ବାର ପଡିଆକୁ ଫେରିବେ ବୋଲି ଆଶା କରାଯାଉଥିଲା । ତେବେ ତାଜା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ରୋହିତ ଯାଇ ପାରନ୍ତି ପାକିସ୍ତାନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ଉତ୍ସବରେ ପାକିସ୍ତାନ ଯାଇ ପାରନ୍ତି । ତେବେ ଏ…