Latest Odisha News

BREAKING NEWS

Browsing Category

ଖେଳ

ମୁମ୍ବାଇ ରଣଜୀ ଟିମରୁ ବାଦ ପଡିଲେ ସୂର୍ଯ୍ୟକୁମାର

ମୁମ୍ବାଇ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଭଲ ଫର୍ମରେ ନାହାନ୍ତି । ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ ଟି୨୦ ଟାଇଟଲ ହାସଲ କରିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୋଗଦାନ ଖାସ ନ ଥିଲା । ମୁମ୍ବାଇ କ୍ରିକେଟ ଆସୋସିଏଶନ ଆଗାମୀ ରଣଜୀ ଟ୍ରଫି ସିଜନ ପାଇଁ ଦଳ ଘୋଷଣା…

ନିଜ କାରର କାଚ ଭାଙ୍ଗିଦେଲେ ରୋହିତ ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ମୁମ୍ବାଇରେ ସେ ଅଭ୍ୟାସ କରୁଥିବା ବେଳେ ପ୍ରଶଂସକମାନେ ଏହାର ମଜା ମଧ୍ୟ ଉଠାଉଛନ୍ତି । ଶିବାଜୀ ପାର୍କ ନେଟ୍ସରେ ହିଟମ୍ୟାନ ଅଭ୍ୟାସ ଅବସରରେ…

ଦ୍ୱିଶତକର ନିକଟତର ହେଲେ ଯଶସ୍ୱୀ: ଭାରତ ୩୧୮/୨

ନୂଆଦିଲ୍ଲୀ: ଏଠାରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭଲ ସ୍ଥିତିରେ ରହିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ଯଶସ୍ୱୀ ଜୈସୱାଲ ୧୭୩ ଓ ଶୁଭମନ ଗିଲ ୨୦ ରନ କରି ଅପରାଜିତ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଯଶସ୍ୱୀଙ୍କ ଏହା…

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ । ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ…

କ୍ରିକେଟରେ ଏଆଇର ଏଂଟ୍ରି

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସିର ବ୍ୟବହାର ଏବେ ପ୍ରାୟ ସମସ୍ତ କ୍ଷେତ୍ରରେ ହେବା ଆରମ୍ଭ ହୋଇଛି । ଆଇସିସି ମହିଳା ଦିିନିକିଆ ବିଶ୍ୱକପ କ୍ରିକେଟରେ ଏହାକୁ ବ୍ୟବହାର କରାଯାଉଛି । ଏଥିସହ କ୍ରିକେଟରେ ଏଆଇର ଏଂଟ୍ରି ହୋଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଅବସରରେ ଏଆଇ ପିଚ ରିପୋର୍ଟ…

ରୋହିତଙ୍କ ପରି ଅଧିନାୟକ ହେବାକୁ ଚାହୁଁଛି: ଗିଲ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଏବେ ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ । ଅକ୍ଟୋବର ୧୯ରୁ ୩ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଅଧିନାୟକ ହେବା ପରେ ଏକ ଗିଲଙ୍କ ପ୍ରଥମ…

ହର୍ଷିତ ରାଣାଙ୍କ ଚୟନ ନେଇ ମତ ରଖିଲେ ଅଶ୍ୱୀନ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱୀନ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ହର୍ଷିତ ରାଣାଙ୍କ ଚୟନ ନେଇ ମତ ରଖିଛନ୍ତି । ହର୍ଷିତଙ୍କ ଚୟନକୁ ନେଇ ଅନେକ ପୂର୍ବତନ ଖେଳାଳି ଗ୍ରହଣ କରିପାରି ନାହାନ୍ତି । ହର୍ଷିତ ଏବେ ଭାରତ ପକ୍ଷରୁ ୩ଟି ଯାକ ଫର୍ମାଟରେ ଖେଳିବା ପାଇଁ ଯୋଗ୍ୟତା…

ରିଙ୍କୁ ସିଂଙ୍କୁ ଅଣ୍ଡରୱାର୍ଲ୍ଡର ଧମକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କୁ ଅଣ୍ଡର ୱାର୍ଲ୍ଡର ଧମକ ମିଳିଛି । ମୁମ୍ବାଇ କ୍ରାଇମ ବ୍ରାଂଚ ଏହି ଖୁଲାସା କରିବା ପରେ କ୍ରିକେଟପ୍ରେମୀ ଚିନ୍ତାରେ ପଡିଛନ୍ତି । ରିପୋର୍ଟ ମୁତାବକ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଏହି ଧମକ ଦେଇଛି । ଚଳିତ ବର୍ଷ ଫେବୃୟାରୀରୁ ଏପ୍ରିଲ…

ୱାଙ୍ଖେଡରେ ଏବେ ଲାଗିବ ଏହି ମହାନ ଖେଳାଳିଙ୍କ ଷ୍ଟାଚ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ୱାଙ୍ଖେଡ ଷ୍ଟାଡିୟମରେ ୨୦୨୩ରେ ଲଗା ଯାଇଥିଲା । ଏବେ ଆଉ ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବ ଚୟନ କମିଟି ମୂଖ୍ୟ…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ ରୋହିତ

ମୁମ୍ବାଇ:ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ରୋହିତ ଶର୍ମାଙ୍କ ସ୍ଥାନରେ ଗିଲଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଭାରତ ଏଠାରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ଅଧିନାୟକ ପଦ ଯିବା ପରେ ରୋହିତ ପ୍ରଥମଥର ପାଇଁ ମୁହଁ…