Latest Odisha News

BREAKING NEWS

Browsing Category

ଖେଳ

ସାମୀଙ୍କ ବୋଲିଂରେ ଅଷ୍ଟ୍ରେଲିଆ ଧରାଶାୟୀ, ଭାରତ ସମ୍ମୁଖରେ ୨୭୭ ରନର ଟାର୍ଗେଟ

ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୭୭ ରନର ବିଜୟ ଲକ୍ଷ୍ୟ ରଖିଛି । ମହମ୍ମଦ ସାମୀଙ୍କ ଚମତ୍କାର ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର…

ଅରୁଣାଚଳର ୩ ଖେଳାଳିଙ୍କୁ ଭିସା ଦେଲାନାହିଁ ଚୀନ୍, ଚାଇନା ଗସ୍ତ ବାତିଲ କଲେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କୁ ୧୯ତମ ଏସିଆନ ଗେମ୍ସରେ ଭାଗ ନେବାକୁ ଥିବା ଅରୁଣାଚଳ ପ୍ରଦେଶର ତିନି ଜଣ ଖେଳାଳିଙ୍କୁ ଚୀନ୍ ଭିସା ଦେବାକୁ ମନା କରିଦେଇଛି। ଏନେଇ ଚାଇନାକୁ କଡା ବିରୋଧ କରିଛି ଭାରତ। ନୂଆଦିଲ୍ଲୀ ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ମାଧ୍ୟମରେ ଭାରତ ବିରୋଧ ପ୍ରଦର୍ଶନ…

ଜାତୀୟ ଜୁନିୟର ବାଳିକା ଫୁଟବଲ: ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ଜାତୀୟ ଜୁନିୟର ବାଳିକା ଫୁଟବଲରେ ଗୁରୁବାର ଓଡିଶା ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ସିଏଫଏ ୟୁନିଟ ୩ ପଡିଆରେ ଅନୁଷ୍ଠିତ ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ୧-୦ ଗୋଲରେ କେରଳକୁ ପରାସ୍ତ କରିଛି । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ କ୍ରିକେଟର ଟିକେଟ ବିକ୍ରି ନୈରାଶ୍ୟଜନକ

ମୋହାଲୀ:ସ୍ଥାନୀୟ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚର ଟିକେଟ ବିକ୍ରି ନୈରାଶ୍ୟଜନକ ରହିଛି । ପଞ୍ଜାବ କ୍ରିକେଟ ଆସୋସିଏଶନ ଗୋଟିଏ ଟିକେଟ ସହ ଆଉ ଗୋଟେ ମାଗଣା କରିଥିଲେ ମଧ୍ୟ ଦର୍ଶକ ଆଗ୍ରହ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ସୂର୍ଯ୍ୟକୁମାରଙ୍କୁ ମିଳିବ ୨ଟି ମ୍ୟାଚରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବ । ଏହି ସିରିଜ ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି ମ୍ୟାଚ । ପ୍ରଥମ ୨ଟି ମ୍ୟାଚ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋଚ ରାହୁଲ ଡ୍ରାଭିଡ ଟିମ କମ୍ବିନେଶନ ପ୍ରସ୍ତୁତ କରିବା…

ରିଲିଜ ହେଲା ଆଇସିସି କ୍ରିକେଟ ବିଶ୍ୱକପ ଆନ୍ଥେମ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ । ୧୨ ବର୍ଷ ପରେ ଭାରତକୁ ଫେରିଛି ଦିନିକିଆ ବିଶ୍ୱକପ୍ । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଇଭେଣ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ | ଏନେଇ ପ୍ରସ୍ତୁତି ମଧ୍ୟ…

ଏସିଆନ ଗେମ୍ସ: ମହିଳା କ୍ରିକେଟ ସେମିରେ ଭାରତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ସେମିଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଶୀର୍ଷ ର‌୍ୟାଙ୍କିଙ୍ଗ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମାଲେସିଆ ବିପକ୍ଷ ମ୍ୟାଚ ବର୍ଷା…

ଆର୍ଥୀକ ଅନାଟନରେ ଭାରତର ଏକ ନମ୍ବର ଟେନିସ ଖେଳାଳି

ନୂଆଦିଲ୍ଲୀ: ଭାରତର ଏକ ନମ୍ବର ଟେନିସ ଖେଳାଳି ସୁମିତ ନାଗଲଙ୍କ ଆର୍ଥୀକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡିଛି । ଏଟିପି ଟୁର ଖେଳିବା ପାଇଁ ୧କୋଟି ଟଙ୍କାର ଯୋଗାଡ କରିବା ପରେ ଏବେ ତାଙ୍କ ପାଖରେ ମାତ୍ର ୮୦ ହଜାର ଟଙ୍କା ରହିଛି । ଅନ୍ୟର ସହଯୋଗ ବିନା ଆଗକୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ…

ବିଶ୍ୱକପ କ୍ରିକେଟ ପାଇଁ ଲଂଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ଭାରତରେ ଏହା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ । ବୁଧବାର ବିଶ୍ୱକପ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଲଂଚ କରାଯାଇଛି । ଟିମ ଇଣ୍ଡିଆର ଅଫିସିଆଲ କିଟ ସ୍ପନଶର ଆଦିଦାସ ଏକ ଭିଡିଓ…

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ: ସେମିରେ ଅନ୍ତିମ

ବେଲଗ୍ରେଡ: ଭାରତର ଯୁବ ରେସଲର ଅନ୍ତିମ ପଙ୍ଘଲ ସର୍ବିୟାରେ ଅନୁଷ୍ଠିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ବୁଧବାର ସେ ବିଶ୍ୱ ଚାମ୍ପିୟନ ଓଲଭିୟା ଡୋମିନିକଙ୍କୁ ୩-୨ରେ ହରାଇଛନ୍ତି । ପ୍ରଥମେ ଆମେରିକୀୟ ରେସଲର ୨-୦ରେ ଅଗ୍ରଣୀ ରହିଥିଲେ ।…