Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ସବ ଜୁନିୟର ହକି: ଓଡିଶା ରନର୍ସଅପ

ରାଉରକେଲା: ଏଠାରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ହକିରେ ଓଡିଶା ରନର୍ସଅପ ହେବାକୁ ବାଧ୍ୟ ହୋଇଛି । ଫାଇନାଲରେ ଓଡିଶା ଅପେକ୍ଷାକୃତ ଶକ୍ତିଶାଳୀ ଉତରପ୍ରଦେଶ ନିକଟରୁ ୧-୭ ଗୋଲରେ ପରାଜିତ ହୋଇଛି । ଏଥିସହ ୟୁପି ଟିମ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ…

ଆଇପିଏଲ୍ ଫାଇନାଲ: ଚେନ୍ନାଇ-ଗୁଜରାଟ ମଧ୍ୟରେ ବର୍ଷା ବାଧକ, ସୋମବାର ହେବ ମ୍ୟାଚ

ଅହମଦାବାଦ: ଚଳିତ ଆଇପିଏଲର ଅନ୍ତିମ ମ୍ୟାଚ୍ ବା ଫାଇନାଲ ମୁକାବିଲା ବାତିଲ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ବଡ ବାଧକ ସାଜିଛି।ଦୀର୍ଘ ସମୟ ଧରି ବର୍ଷା ହେବାରୁ ଶେଷରେ ମ୍ୟାଚ…

ଆଇପିଏଲରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଆଇପିଏଲ ଫାଇନାଲ ପୂର୍ବରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି ଏହା ମୋର ଶେଷ ଆଇପିଏଲ । ମୁଁ ୟୁ ଟର୍ଣ୍ଣ ନେବାର ପ୍ରଶ୍ନ ଉଠୁନି । ରବିବାର ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଫାଇନାଲ ମ୍ୟାଚ…

ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତର ଏଚଏସ ପ୍ରଣୟ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସରେ ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ୨୧-୧୯, ୧୩-୨୧ ଓ ୨୧-୧୮ରେ ପରାସ୍ତ କରିଥିଲେ । ସାଇନା…

ବିବାହ କରିବେ ଋତୁରାଜ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳି ନ ପାରନ୍ତି ଋତୁରାଜ ଗାଏକ୍ୱାଡ । ଜୁନ ୭ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ହେବ । ଋତୁରାଜଙ୍କ ବାହାଘର ସେହି ସମୟରେ ହେଉଥିବାରୁ ସେ ଏଥିନେଇ ବିସିସିଆଇକୁ ଛୁଟି ମାଗିଥିଲେ । ଜୁନ ୫ରେ ଭାରତୀୟ ଟିମ ସହିତ ଯୋଗ…

ସବ ଜୁନିୟର ଜାତୀୟ ହକି: ଓଡିଶା-ୟୁପି ଫାଇନାଲ

ରାଉରକେଲା: ସ୍ଥାନୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ ସବ ଜୁନିୟର ହକି ଚାମ୍ପିୟନଶିପ ଟାଇଟଲ ହାସଲଠାରୁ ଓଡିଶା ମାତ୍ର ଆଉ ଗୋଟିଏ ପାଦ ଦୂରରେ ରହିଛି । ରବିବାର ଓଡିଶା ଓ ଉତରପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୩-୧ ଗୋଲରେ…

ଚେନ୍ନାଇ-ଗୁଜରାଟ ଫାଇନାଲ ଆଜି

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ସଂସ୍କରଣର ଫାଇନାଲ ମ୍ୟାଚ ଆଉ କିଛି ଘଂଟା ପରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଂଚକ ମୁକାବିଲାକୁ ଦର୍ଶକମାନେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଶୁଭମନ ଗିଲ…

ଆଇପିଏଲ ଫାଇନାଲ ପରେ ଦିନିକିଆ ବିଶ୍ୱକପ ପାଇଁ ଚୟନ ହେବ ଷ୍ଟାଡିୟମ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ମେ ୨୮ରେ ଅହମ୍ମଦାବାଦରେ ଖେଳାଯିବ । ଫାଇନାଲ ପରେ ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟ ନେଇ ତାଜା ଅପଡେଟ ଦେବ । ରିପୋର୍ଟ ମୁତାବକ ବିସିସିଆଇ କେଉଁ କେଉଁ ସ୍ଥାନରେ ବିଶ୍ୱକପ ଖେଳାଯିବ ତାହା…

ଟି୨୦ କ୍ରିକେଟରେ ୪ର୍ଥ ଦ୍ରୁତତମ ଶତକ ମାରିଲେ ସିିନ ଆବୋଟ୍ଟ

ଲଣ୍ଡନ: ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ସିନ ଆବୋଟ୍ଟ ଟି୨୦ ଇତିହାସର ୪ର୍ଥ ଦ୍ରୁତତମ ଶତକ ମାରିଛନ୍ତି । ଟି୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଂଟରେ ଆବୋଟ୍ଟ ମାତ୍ର ୩୪ ବଲରେ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କେଂଟ ବିପକ୍ଷ ମୁକାବିଲାରେ ସରେ ପକ୍ଷରୁ ଆବୋଟ୍ଟ ଏହି ଚମକପ୍ରଦ…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ, ସିନ୍ଧୁ ବିଦା

ନୂଆଦିଲ୍ଲୀ:ଭାରତର ଏଚଏସ ପ୍ରଣୟ ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଣୟ ଓ ଇଣ୍ଡୋନେସିଆର କ୍ରିଷ୍ଟିଆନ ଆଡିନାଟାଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚକପୂର୍ଣ୍ଣ ହୋଇଥିଲା । ପ୍ରଣୟ ୧୯-୧୭ରେ ଆଗୁଆ ଥିବା ବେଳେ ଆଘାତ…