Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ ୨୦୨୪: ଆମେରିକାର ଭେନ୍ୟୁ ଘୋଷଣା କଲା ଆଇସିସି

ଦୁବାଇ: ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏହା ପରେ ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଟି୨୦ ବିଶ୍ୱକପ ଆୟୋଜନ କରିବେ । ପ୍ରଥମ ଥର ପାଇଁ ଆମେରିକାରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଆଇସିସି ଏହାର ୩ଟି ଭେନ୍ୟୁ ଘୋଷଣା କରିଛି । ଡଲାସ,…

ବିଶ୍ୱକପ କ୍ରିକେଟ: ପିଚ କିପରି ହେବ ନିର୍ଦ୍ଦେଶାନାମା ଜାରୀ କଲା ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବିଶ୍ୱକପ ପାଇଁ କିପରି ପିଚ ହେବ ସେ ନେଇ ନିର୍ଦ୍ଦେଶାନାମା ଜାରୀ କରିଛି । ଅକ୍ଟୋବର ୫ରୁ ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବ । ଆଇସିସି ଅନୁସାରେ ଅତି କମରେ ୭୦ ମିଟର ବାଉଣ୍ଡ୍ରି ହେବାର ଆବଶ୍ୟକତା ରହିଛି । ସେହିପରି ପିଚରେ ଘାସ ଛାଡିବା…

ଏସିଆନ ଗେମ୍ସ: ଫୁଟବଲରେ ଚୀନ ନିକଟରୁ ହାରିଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ଏସିଆନ ଗେମ୍ସରେ ପ୍ରଥମ ଗ୍ରୁପ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆୟୋଜକ ଚୀନ ୫-୧ ଗୋଲରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଚୀନ ପକ୍ଷରୁ ତାଓ କିୟାଙ୍ଗଲୋଙ୍ଗ (୭୨, ୭୫ତମ) ୨ଟି ଗୋଲ କରିଥିବା ବେଳେ ଗିୟାଗୋ ତିୟାନୟୀ, ଡେଇ ୱେଇଜୁନ ଓ ହାଓ…

ବିଶ୍ୱକପ କ୍ରିକେଟ: ପ୍ରଶଂସକଙ୍କ ବିନା ଖେଳାଯିବ ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମଅପ ମ୍ୟାଚ

ହାଇଦ୍ରାବାଦ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ସମ୍ପର୍କୀତ ତାଜା ତଥ୍ୟ ସମ୍ମୁଖକୁ ଆସିଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟଡିୟମରେ ସେପ୍ଟମ୍ବର ୨୯ରେ ଖେଳାଯିବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ୱାର୍ମ ଅପ ମ୍ୟାଚ ଦର୍ଶକଙ୍କ ବିନା ଖେଳାଯିବ । ଯେଉଁମାନେ…

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ ମ୍ୟାଚରେ ରାହୁଲ ଅଧିନାୟକ: ବିରାଟ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଅଧିନାୟକ ରୋହିତ ଶର୍ମା ଓ ଚୟନ କମିିଟି ମୂଖ୍ୟ ଅଜିତ ଅଗରକର ପ୍ରଥମ ୨ଟି ଦିନିକିଆ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦେଇଛନ୍ତି…

ହକି ର‌୍ୟାଙ୍କିଙ୍ଗ : ବର୍ଷକ ପରେ ଟପ ଥ୍ରୀକୁ ଫେରିଲା ଭାରତ

ନୂଆଦିଲ୍ଲୀ: କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ଯୋଗୁ ପ୍ରାୟ ବର୍ଷକ ପରେ ଭାରତୀୟ ଟିମ ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ ହକି ର‌୍ୟାଙ୍କିଙ୍ଗରେ ଟପ ଥ୍ରୀକୁ ଫେରିଛି । ଭାରତ ଏବେ ୨୭୭୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି । ୨୦୨୨ରେ ଭାରତ ପ୍ରଥମ ୩ଟି ଟିମ ମଧ୍ୟରେ ସ୍ଥାନ ପାଇଥିଲା । ଗତ ମାସରେ…

ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଏସିଆ କପ କ୍ରିକେଟ ମାଧ୍ୟମରେ ଭାରତୀୟ ଦଳ ଧିରେ ଧିରେ ବିଶ୍ୱକପ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ କରି ସାରିଛି । ଇଂଲଣ୍ଡ ରଣନୀତିକୁ ଆପଣାଇ ଟିମ ଇଣ୍ଡିଆ ଏଥର ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି । ଘରୋଇ ପରିବେଶରେ ମିଳିଥିବା ସୁବର୍ଣ୍ଣ ସୁଯୋଗକୁ ଦଳ ହାତଛଡା କରିବା…

ଏସିଆ କପ କ୍ରିକେଟ ଫାଇନାଲର ରେକର୍ଡ

କଲମ୍ବୋ: ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ କ୍ରିକେଟ ଟିମ ୮ମ ଥର ପାଇଁ ଚାମ୍ପିୟନ ହୋଇଛି । ଫାଇନାଲଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା ଏବଂ ଏଥିରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ୧.ଏସିଆ କପରେ ମହମ୍ମଦ ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ଅକ୍ତିଆର କରି ଭାରତ ପକ୍ଷରୁ…

ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ନୂଆଦିଲ୍ଲୀ: ଚଳିତ ମାସ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଏଥିପାଇଁ ରବିବାର ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି । ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଘୋଷିତ ୧୮ ଜଣିଆ ଦଳରେ ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ ଓ ମିଚେଲ ଷ୍ଟାର୍କ…

ଭାରତ ଏସିଆ କପ ଚାମ୍ପିୟନ:ପ୍ରେମାଦାସ ଷ୍ଟାଡିୟମରେ ସିରାଜ ଝଡ

କଲମ୍ବୋ: ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ୧୦ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତ ସମ୍ମୁଖରେ ୫୧ ରନର ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ମାତ୍ର ୬.୧ ଓଭରରେ ଏହାକୁ ହାସଲ କରି ନେଇଥିଲା ।…