Latest Odisha News

BREAKING NEWS

Browsing Category

ଖେଳ

ଆଶେସ ସିରିଜ: ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ଏଜବାଷ୍ଟନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୨ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଭାଗରେ ପ୍ୟାଟ କମିନ୍ସ ଓ ନାଥାନ ଲାୟନ ନବମ ୱିକେଟରେ ୧୨ ଓଭରରେ ୫୫ ରନ…

ଜାତୀୟ କ୍ୟାଡେଟ୍‌ ଜୁଡ଼ୋ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: କର୍ଣ୍ଣାଟକର ତୋରନାଗଲୁରେ ଜୁଲାଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା) ଏବଂ ଭୁବନେଶ୍ବର ଜୁଡ଼ୋ ସଂଘ (ବିଜେଏ) ମିଳିତ ଆନୁକୂଲ୍ୟରେ ରବିବାର…

ସାଫ ଚାମ୍ପିୟନଶିପ: ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଇଂଟରକଂଟିନେଟାଂଲ କପରେ ଚାମ୍ପିୟନ ହେବା ପରେ ଭାରତୀୟ ଫୁଟବଲ ଟିମର ମନୋବଳ ଉଚ୍ଚରେ ରହିଛି । ଏବେ ସାଫ ଚାମ୍ପିୟନଶିପ ପାଇଁ ଭାରତ ତାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଶ୍ରୀ କାନ୍ତିରାୱା ଷ୍ଟାଡିୟମରେ ଭାରତ ତାର ପ୍ରଥମ ମୁକାବିଲାରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ…

ବିଶ୍ୱକପ କ୍ରିକେଟରେ ୬ ଦେଶ ବ୍ୟବହାର କରିବେ କଶ୍ମୀରର ୱିଲୋ ବ୍ୟାଟ

ନୂଆଦିଲ୍ଲୀ: କଶ୍ମୀରରେ ପ୍ରସ୍ତୁତ ୱିଲୋ ବ୍ୟାଟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଅଳ୍ପ କେତୋଟି ଆନ୍ତର୍ଜାତୀୟ ମ୍ୟାଚରେ ଏହି ବ୍ୟାଟର ବ୍ୟବହାର ହୋଇଛି । ରିପୋର୍ଟ ମୁତାବକ ଆଗାମୀ ବିଶ୍ୱକପରେ ୬ଟି ଦେଶ ଏହି ବ୍ୟାଟରେ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଦେଶଗୁଡିକ…

ଜାତୀୟ ଓ ଏସିଆନ ରେକର୍ଡ ଭଙ୍ଗ କଲେ ଶଟପୁଟର ତେଜିନ୍ଦର ପାଲ ସିଂ

ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତେଜିନ୍ଦର ପାଲ ସିଂ ଟୁର ସୋମବାର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ୨୧.୭୭ ମିଟର ଦୂରତାକୁ ଶଟପୁଟ ଥ୍ରୋ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି । ସେ ଏଥିସହ ନୂତନ ଏସିଆନ…

ପ୍ରଥମ ଟେଷ୍ଟରେ ବିଜୟ ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ଟାର୍ଗେଟ

ବର୍ମିଂହାମ: ଚଳିତ ଆଶେସ ସିିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ହେବା ପାଇଁ ଇଂଲଣ୍ଡ ୪ର୍ଥ ଦିବସରେ ୨୮୧ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ଜୋ ରୁଟଙ୍କ ୧୧୮ ଅପରାଜିତ ରନ ସହାୟତାରେ ୩୯୩/୮ରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ…

ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଲେ ଭବାନୀ ଦେବୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଚୀନର ବୁକ୍ସିରେ ଅନୁଷ୍ଠିତ ଏହି ଚାମ୍ପିୟନଶିପରେ ଭବାନୀ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ କୌଣସି ଭାରତୀୟ ଏଥିରେ ପଦକ ଜିତି ନ ଥିଲେ । ସେମିଫାଇନାଲରେ ଭବାନୀ ଦେବୀ…

ବିଶ୍ୱକପ ପୂର୍ବରୁ ଭାରତ ଖେଳିବ ୬ ସିରିଜ, ୨୨ ମୁକାବିଲା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଏବେ ବିଶ୍ରାମ କରୁଛନ୍ତି । ତେବେ ଏହା ପରେ ସେମାନଙ୍କ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ବିଶ୍ୱକପ ପୂର୍ବରୁ ଭାରତ ୬ ସିରିଜରେ ୨୨ଟି ମୁକାବିଲାରେ…

ଏନସିଏ ପ୍ରୋଗ୍ରାମ ପାଇଁ ମନୋନୀତ ହେଲେ ଓଡିଶାର ଦେବାଶୀଷ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଟିମ ଇଣ୍ଡିଆ ପେସର ଦେବାଶୀଷ ମହାନ୍ତିଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ଏନସିଏ ହାଇ ପର୍ଫରମାନ୍ସ ବୋଲିଂ ଇଟର୍ଣ୍ଣଶିପ ପାଇଁ ଦେବାଶୀଷଙ୍କୁ ଚୟନ କରିଛି । ଏହି କାର୍ଯ୍ୟକ୍ରମ ବାଙ୍ଗାଲୋରରେ ଜୁନ ୨୦ରୁ ଆରମ୍ଭ ହେବ ।…

ଆଶେସ ସିରିଜ: ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ, ଇଂଲଣ୍ଡ ୩୫ ରନରେ ଅଗ୍ରଣୀ

ବର୍ମିଂହାମ: ଏଠାରେ ଚାଲିଥିବା ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫ ରନର ଅଗ୍ରଣୀ ହାସଲ କରି ଖେଳୁଛି । ପୂର୍ବରୁ ଜୋ ରୁଟଙ୍କ ୧୧୮ ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ବିନିମୟରେ…