Latest Odisha News

BREAKING NEWS

Browsing Category

ଖେଳ

ଭାରତ-ଶ୍ରୀଲଙ୍କା ତୃତୀୟ ଟି୨୦ ମ୍ୟାଚରେ ମନେ ରହିବ ଏହି ୧୦ ରେକର୍ଡ

ରାଜକୋଟ: ୩ୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇ ଭାରତ ୨-୧ରେ ସିରିଜ ଜିତିନେଇଛି । ତେବେ ଏହି ମ୍ୟାଚରେ ୧୦ଟି ରେକର୍ଡ କିଛି ଦିନ ପାଇଁ ମନେ ରହିବ । ସେଗୁଡି ହେଲା- ୧. ୟୁଜଭେନ୍ଦ୍ର ଚହଲ ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଭୁବନେଶ୍ୱର କୁମାରଙ୍କ…

ବର୍ଷର ପ୍ରଥମ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ, ନିର୍ଣ୍ଣାୟକ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇଲା ହାର୍ଦ୍ଦିକ ଆଣ୍ଡ…

ରାଜକୋଟ: ରାଜକୋଟରେ ଖେଳାଯାଇଥିବା ଟି -୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି। ଏହି ନିର୍ଣ୍ଣାୟକ ତଥା ଡୁ କିମ୍ବା ଡାଏ ମ୍ୟାଚରେ ପ୍ରଥମେ ଖେଳି ଟିମ୍ ଇଣ୍ଡିଆ ୨୦ ଓଭରରେ ୫…

ବର୍ଷ ବଦଳିଲା କିନ୍ତୁ ବଦଳିଲେନି ସୂର୍ଯ୍ୟକୁମାର ଯାଦବ, ଓଲଟା ଛକା ମାରି ଚର୍ଚ୍ଚାରେ ‘ସ୍କାଏ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷ ବଦଳିଛି କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂରେ ପରିବର୍ତ୍ତନ ହୋଇନାହିଁ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ୨୦୨୨ରେ ଯେଉଁଭଳି ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିଲେ ୨୦୨୩ ଆରମ୍ଭରେ ମଧ୍ୟ ସମାନ ପ୍ରକାର ପ୍ରଦର୍ଶନ ଦେଖିବାକୁ ମିଳିଛି। ରାଜକୋଟରେ…

ଚେତନ ଶରଣଂ ଗଚ୍ଛାମୀ, କମିଟିରେ ଶିବସୁନ୍ଦର

ନୂଆଦିଲ୍ଲୀ:ବିସିସିଆଇ ଆଜି ନୂତନ ଚୟନ କମିଟି ଗଠନ କରିଛି । ଏହି ନୂତନ ପ୍ୟାନେଲରେ ଚେତନ ଶର୍ମାଙ୍କୁ ପୁନର୍ବାର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳର ଖରାପ ପ୍ରଦର୍ଶନ ନେଇ ଚୟନ କମିଟିକୁ ବରଖାସ୍ତ କରିଥିବା ବିସିସିଆଇ ପୁନର୍ବାର ଚେତନଙ୍କୁ ଦାୟିତ୍ୱ ଦେବା ବୁଝାପଡୁନି । ଓଡିଶାର…

ଆବର୍ଜନାରୁ ସର୍ଜନା: ଅଳିଆରୁ ପ୍ରସ୍ତୁତ କଲେ ବିଶ୍ବ କପ ଟ୍ରଫି

କଟକ: ଏତେ ଦିନର ଅପେକ୍ଷାରେ ଘଟିବ ଅନ୍ତ ।  ହକି ବିଶ୍ବ କପ୍ ପାଇଁ ଝଳସିବ କଟକ, ଭୁବନେଶ୍ୱର, ରାଉଲକେଲା । ହକି ବିଶ୍ବକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖା ଦେଇଛି ନାହିଁ ନଥିବା କ୍ରେଜ । ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହକି ବିଶ୍ବ କପର ଆୟୋଜନ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସବୁଆଡ଼େ…

ଋଷଭ ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ; ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା

ମୁମ୍ବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କର ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଛି। ଗତକାଲି ଅପରାହ୍ନରେ ମୁମ୍ବାଇ କୋଲିଲାବେନ ହସ୍‌ପିଟାଲ୍‌ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତର ଦିନଶ ପାର୍ଡିୱାଲା ଓ ୬ ଜଣିଆ ଟିମ୍ ଋଷବ ପନ୍ତଙ୍କ ଡାହାଣ ଗୋଡ଼ରେ ଲିଗାମେଣ୍ଟ ସର୍ଜିରି…

ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ: ୨ଥର ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ୱେଟଲିଫ୍ଟର ଖୁମୁକଚମ ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସେ ଏନାବୋଲିକ ଷ୍ଟେରୟଡ ଡ୍ରୋଷ୍ଟାନୋଲୋନ ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ପ୍ରମାଣିତ ହୋଇଛି । ସେ ଗତ ବର୍ଷ ଗାନ୍ଧୀନଗରରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ…

ଟେନସିରୁ ଅବସର ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସର ମହାନ ମହିଳା ଖେଳାଳି ସାନିଆ ମିର୍ଜା ଆଜି ଅବସର ଘୋଷଣା କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଦୁବାଇ ଡବ୍ଲ୍ୟୁଟିଏ ୧୦୦୦ ଇଭେଂଟ ତାଙ୍କର ଶେଷ ଟୁର୍ଣ୍ଣାମେଂଟ ହେବ । ସେ ଏହାକୁ ନିଶ୍ଚିତ ଭାବେ ସ୍ମରଣୀୟ କରିବାକୁ ଚାହିଁବେ । ୩ ଥର ମହିଳା ଡବଲ୍ସ ଓ ୩ ଥର…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଖେଳିବେନି ରୋହିତ, ବିରାଟ !

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଯେତେଦୂର ସମ୍ଭବ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ…