Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ୍‌ରେ କ୍ରିସ୍‌ ଗେଲ୍‌କୁ ପଛରେ ପକାଇ ନମ୍ବର ୱାନ୍ ହେଲେ ବିରାଟ କୋହଲି

ମୁମ୍ବାଇ: ଗତକାଲି ଗୁଜରାଟ ଟାଇନ୍ସ ବିପକ୍ଷରେ ଶତକ ହାସଲ କରି ଆଇପିଏଲ୍‌ରେ ରେକର୍ଡ କରିଛନ୍ତି ବିରାଟ କୋହଲି। କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍ ବ୍ୟାଟର। ଗତ ଦୁଇ ଦିନ ହେଲା ଲାଗତର ଦୁଇଟି ଶତକ ମାରିଛନ୍ତି ବିରାଟ। ଏହା ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୪…

ଟିକେଟ ଥିବା ସତ୍ୱେ ରେସଲର ସାକ୍ଷୀ, ଭିନେଶଙ୍କୁ ଆଇପିଏଲ ମନା

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ଓ ବିନେଶ ଫୋଗଟଙ୍କ ସମେତ ୫ଜଣ ରେସଲରଙ୍କୁ ଟିକେଟ ଥିବା ସତ୍ୱେ ଆଇପିଏଲ ଦେଖିବା ପାଇଁ ଛଡା ଯାଇ ନାହିଁ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ…

ବିଶ୍ୱ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଲେ ଓଡିଶାର କଶିକା

ଭୁବନେଶ୍ୱର: ଗଲ୍ଫ ପ୍ରେମୀଙ୍କ ପାଇଁ ଖୁସି ଖବର । ଓଡିଶାର କଶିକା ମିଶ୍ର ୱାର୍ଲ୍ଡ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ମେ ୧୭ରୁ ୧୯ ପର୍ଯ୍ୟନ୍ତ ଦିଲ୍ଲୀରେ ଆମେୱ ନ୍ୟୁଟ୍ରିଲାଇଟ ଗଲ୍ଫ ଟୁରରେ ସେ ପ୍ରଭାବୀ ପ୍ରଦର୍ଶନ କରିବା ଯୋଗୁ ଏହି ସଫଳତା ହାତେଇଛନ୍ତି । ୧୬ ବର୍ଷୀୟା…

ଗ୍ରୀନଙ୍କ ବିସ୍ଫୋରକ ଶତକ, ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ମ୍ୟାଚରେ କାମେରୁନ ଗ୍ରୀନଙ୍କ ବିସ୍ଫୋରକ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଥିଲା । ଭିବ୍ରାଂଟ ଶର୍ମା ୬୯, ମୟଙ୍କ ଅଗ୍ରୱାଲ ୮୩ ଓ…

ଫୁଟବଲ ମ୍ୟାଚ ଅବସରରେ ଦଳଚକଟା ୧୨ରୁ ଅଧିକ ମୃତ୍ୟୁ

ନୂଆଦିଲ୍ଲୀ:ଏଲ ସାଲଭାଡୋରର କସ୍କାଟଲନ ଷ୍ଟାଡିୟମରେ ଏକ ଦୁଃଖଦ ଘଟଣା ଘଟିଛି । ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ରୁ ଅଧିକ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ ପ୍ରବେଶ ଦ୍ୱାର ବନ୍ଦ ହେବା ସତ୍ୱେ ଅନେକ ଦର୍ଶକ ଧସେଇ…

୩ୟ ଭାରତୀୟ ମହିଳା ହକି ଖେଳାଳି ଭାବେ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଲେ ଓଡିଶାର ଦୀପଗ୍ରେସ

ଭୁବନେଶ୍ୱର: ଶନିବାର ଆଡିଲେଡର ମେଟ ଷ୍ଟାଡିୟମରେ ଦୀପଗ୍ରେସ ଏକ୍କା ପାଦ ଦେବା ମାତ୍ରେ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଓଡିଶାର ଏହି ଷ୍ଟାର ମହିଳା ହକି ଖେଳାଳି ତୃତୀୟ ଭାରତୀୟ ଭାବେ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କ ପୂର୍ବରୁ ବନ୍ଦନା କାଟରିୟା (୨୮୪) ଓ ରାନୀ…

କୋନୱେଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ଲେ ଅଫରେ ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ଟିମ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ପୂର୍ବରୁ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେଅଫକୁ ଉନ୍ନୀତ ହୋଇଥିଲା । ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ୭୭ ରନରେ ଦିଲ୍ଲୀକୁ ପରାସ୍ତ କରିଥିଲା । ଏଥିସହ ଚେନ୍ନାଇ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ୱାର୍ମ ଅପ ଖେଳିବା ପାଇଁ ଯୋଜନା କରୁଛି ଟିମ ଇଣ୍ଡିଆ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରିପୋର୍ଟ ମୁତାବକ ଫାଇନାଲ ପୂର୍ବରୁ ଭାରତ ଏକ ୱାର୍ମ ଅପ ମ୍ୟାଚ ଖେଳିବା ପାଇଁ ଯୋଜନା କରୁଛି । ଏଥିପାଇଁ ଜୁନ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଇଂଲଣ୍ଡରେ ପଂହଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲ…

୧୨ ମାସ ହେବ ଅର୍ଥ ନ ପାଇବାରୁ କୋଚ ପଦରୁ ଇସ୍ତଫା ଦେଲେ ସିଗଫ୍ରିଡ

ଲାହୋର: ପାକିସ୍ତାନ ହକି ଟିମର କୋଚ ସିଗଫ୍ରିଡ ଏକମ୍ୟାନ ଶନିବାର କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ୧ ବର୍ଷ ହେବ ନେଦରଲାଣ୍ଡର ଏହି କୋଚଜଣଙ୍କ ଟଙ୍କାଟିଏ ପାରିଶ୍ରମିକ ନ ପାଇବାରୁ ଅସନ୍ତୁଷ୍ଟ ହୋଇ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ସେ ପାକିସ୍ତାନରୁ ଫେରି ଆସିଥିଲେ ମଧ୍ୟ କୋଚ ପଦରୁ…

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ରାଜସ୍ଥାନ ସମ୍ମୁଖରେ ୧୮୮ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଧର୍ମଶାଳା: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଚଳିତ ଆଇପିଏଲରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୮ ରନର ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୫୦…