Latest Odisha News

BREAKING NEWS

Browsing Category

ଖେଳ

ହକି ପ୍ରୋ-ଲିଗ୍‌: ଅନ୍ ଲାଇନ୍ ଟିକେଟ ବୁକିଂ ସାଇଟ୍ ଖୋଲୁଖୋଲୁ ୱେଷ୍ଟ ଷ୍ଟାଣ୍ଡ୍‌ର ଟିକେଟ୍‌ ସଂରକ୍ଷିତ ହେଲା…

ରାଉରକେଲା: ହକି ପ୍ରୋ ଲିଗ ଟିକେଟ ବୁକିଂ କରି ଅନେକ ଏବେ ଦୋଛକିରେ। କାରଣ ପଇସା କଟିଯାଇଛି କିନ୍ତୁ ଟିକେଟ କନଫପରମେସନ ବା ଟିକେଟ ସୁନିଶ୍ଚିତ ହୋଇଥିବା ସ୍ପଷ୍ଟ ହୋଇନି। ଯାହା ଲୋକଙ୍କୁ ଦୋଛକରି ପକାଇ ଦେଇଛି। ଓ୍ବେବସାଇଟ ଖୋଲୁଖୋଲୁ ଏହି ଅସୁବିଧା ରହିଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ୍‌ର…

ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ, କ୍ରୀଡ଼ା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ

ଭୁବନେଶ୍ୱର: କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ଟି୨୦ ମହିଳା ବିଶ୍ୱକପ: ଶ୍ରେଷ୍ଠ ଏକାଦଶ ଘୋଷିତ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ ଶେଷ ହୋଇଯାଇଛି । ଅଷ୍ଟ୍ରେଲିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ନେଇ ଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ଭାରତର ଏକମାତ୍ର ଖେଳାଳି ଭାବେ ରିଚା ଘୋଷଙ୍କୁ ଏହି…

ଡବ୍ଲ୍ୟୁଏଫଆଇ ସଭାପତି ବିବାଦ: ଯାଂଚ କମିଟିର ଜନୈକ ସଦସ୍ୟ ତଥ୍ୟ ଲିକ କରୁଥିବା ଅଭିଯୋଗ ଆଣିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ନେଇ ଉପୁଜିଥିବା ବିବାଦ ଆଜି ନୂଆ ମୋଡ ନେଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଗଠିତ ସ୍ୱତନ୍ତ୍ର ଯାଂଚ କମିଟିକୁ ନେଇ ବିବାଦ ଦେଖା ଦେଇଛି । ମହିଳା ରେସଲର ଭିନେଶ ଫୋଗଟ ଅଭିଯୋଗ ଆଣିଛନ୍ତି…

ମହିଳା ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଚାମ୍ପିୟନ

କେପଟାଉନ: ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ଅଷ୍ଟ୍ରେଲିଆ ୧୯ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି । ଅଷ୍ଟ୍ରେଲିଆର ଷଷ୍ଠ ଥର ଟି୨୦ ଟାଇଟଲ ହାସଲ କରି ଏକଛତ୍ରବାଦ ଜାରୀ ରଖିଛି । ଅଷ୍ଟ୍ରେଲିଆ ପ୍ରଦତ ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬…

ଆସନ୍ତୁ ଜାଣିବା ଡିଆରଏସ ନେବାରେ କେଉଁ ଟିମ ସିଦ୍ଧହସ୍ତ

ମୁମ୍ବାଇ: ଡିସିସନ ରିଭ୍ୟୁ ସିଷ୍ଟମ ଏବେ କ୍ରିକେଟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଛି । ଆଧୁନିକ କ୍ରିକେଟର ସ୍ପିଡକୁ ପରଖିବାରେ ବେଳେ ବେଳେ ଫିଲ୍ମ ଅମ୍ପାୟରଙ୍କୁ ଭୁଲ ହେଉଛି । ଏହାର ସମାଧାନ ପାଇଁ ଡିଆରଏସର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ଡିଆରଏସ ନେବାରେ କେଉଁ ଟିମର ସଫଳତା ହାର ଆଗରେ…

ଇଂଲଣ୍ଡକୁ ହରାଇ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ମହିଳା ଟି -୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଟାଇଟଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହିତ…

ବର୍ଡର ଗାଭାସ୍କର ଟ୍ରଫି: ତୃତୀୟ ଟେଷ୍ଟ ଖେଳିବେ ନାହିଁ ପାଟ୍ କମିନ୍ସ, ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଷ୍ଟିଭ୍ ସ୍ମିଥ୍

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପୂର୍ବରୁ ୱାର୍ଣ୍ଣର ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଦ୍ୱିତୀୟ ଟେଷ୍ଟ ହାରିବା ପରେ ଘରକୁ ଫେରିଯାଇଥିଲେ ଅଧିନାୟକ ପାଟ୍‌ କମିସନ୍ସ। ଏବେ ସେ ତୃତୀୟ ଟେଷ୍ଟ ବି…

ଆଇପିଏଲରେ ଖେଳାଇବାକୁ କହି କ୍ରିକେଟରଙ୍କଠାରୁ ୫ ଲକ୍ଷ ଲୁଟିନେଲା ଠକ

ଲକ୍ଷ୍ନୌ: ଆଇପିଏଲରେ ଖେଳାଇବାକୁ କହି କ୍ରିକେଟରଙ୍କଠାରୁ ୫ ଲକ୍ଷ ଲୁଟିନେଲା ଠକ | ଠକେଇର ଶିକାର ହେବା ପରେ ଏବେ କ୍ରିକେଟରଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି | ଲକ୍ଷ୍ନୌର କ୍ରିକେଟର ଅଭିଷେକ ସିଂ ଏଭଳି ଠକାମିର ଶିକାର ହୋଇଛନ୍ତି | ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବ୍ରେକ…