Latest Odisha News

BREAKING NEWS

Browsing Category

ଖେଳ

ଡବ୍ଲ୍ୟୁପିଏଲର ଅଫିସିଆଲ ମାସ୍କଟ ଉନ୍ମୋଚିତ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ କ୍ରିକେଟର ଉଦଘାଟନୀ ସଂସ୍କରଣ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ଏଥିନେଇ ବିସିସିଆଇ ଓ ଓମ୍ୟାନ ପ୍ରିମିୟର ଲିଗ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହାର ଅଫିସିଆଲ ମାସ୍କଟ ଉନ୍ମୋଚନ କରିଛନ୍ତି । ଏହାର…

ଇଣ୍ଡିଆନ ଓପନ ଥ୍ରୋ ଚାମ୍ପିୟନଶିପ: ଓଡିଶାର କିଶୋରଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: କର୍ଣ୍ଣାଟକର ବେଲାରୀରେ ଚାଲିଥିବା ଇଣ୍ଡିଆନ ଓପନ ଥ୍ରୋ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିଛନ୍ତି । ୨୭ ବର୍ଷୀୟ କିଶୋର କୁମାର ଜେନା ୭୮.୯୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ…

ତୃତୀୟ କ୍ରିକେଟ ଟେଷ୍ଟ: ଅଷ୍ଟ୍ରେଲିଆ ସମ୍ମୁଖରେ ୭୬ ରନର ବିଜୟ ଲକ୍ଷ୍ୟ

ଇନ୍ଦୋର: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ୭୬ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଭାରତ ଦ୍ୱିତୀୟ ଇନିଂସରେ ୧୬୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତର ଇନିଂସ ସମାପ୍ତ ହେବା ପରେ ଅମ୍ପାୟର ଷ୍ଟମ୍ପସ ଅପସାରଣ କରିଥିଲେ । ଚେତେଶ୍ୱର ପୂଜାରାଙ୍କ ବ୍ୟତୀତ ଅନ୍ୟ…

ଆଇସିସି ଟେଷ୍ଟ ରାଙ୍କିଂ: ଆର୍‌ ଅଶ୍ୱିନୀ ନମ୍ବର ୱାନ୍, ଟପ୍ ୧୦ରେ ଭାରତର ୩ ବୋଲର

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ରାଙ୍କିଂରେ ନମ୍ବର ୱାନ୍ ବୋଲର ହେଲେ ଭାରତୀୟ ସ୍ପିନର ଆର୍ ଅଶ୍ୱିନୀ। ବୁଧବାର ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଂ ଆର୍‌ ଅଶ୍ୱୀନ ବୋଲର ଭାବରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ…

ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନରେ ଅଗ୍ରଣୀ

ଇନ୍ଦୋର: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଥମ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦୯ ରନରେ ଅଲଆଉଟ ହୋଇ ଯାଇଥିଲା…

ୱାଙ୍ଖେଡରେ ଲାଗିବ ସଚିନଙ୍କ ଷ୍ଟାଚ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୱାଙ୍ଖେଡ ଷ୍ଟାଡିୟମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ଲଗାଯିବା ଚୂଡାନ୍ତ ହୋଇଛି । ଏପ୍ରିଲ ୨୪ରେ ସଚିନ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏଠାରେ ସଚିନ ତାଙ୍କ…

ହଠାତ ଇସ୍ତାନବୁଲ ଫୁଟବଲ ଷ୍ଟାଡିୟମରେ ଦର୍ଶକ ବର୍ଷା କଲେ ଟେଡି ବିୟର

ଇସ୍ତାନବୁଲ: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଟର୍କୀଶ ସୁପର ଲିଗ ଫୁଟବଲ ଅବସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଏଥିପାଇଁ ମ୍ୟାଚକୁ ୪ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରୋକା ଯାଇଥିଲା । ଏହି ସମୟ ମଧ୍ୟରେ ପଡିଆରେ ଟେଡି ବିୟର ଭର୍ତି ହୋଇ ଯାଇଥିଲା । ତେବେ ଦର୍ଶକମାନେ…

ଅଲ ଇଣ୍ଡିଆ ଇଂଟର ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ବିଜୟୀ ବାପି ଦାସଙ୍କୁ ସମ୍ବର୍ଦ୍ଧନା

ପୁରୀ: ହରିୟାଣାରେ ଅନୁଷ୍ଠିତ ଅଲ ଇଣ୍ଡିଆ ଇଂଟର ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିବା ପୁରୀର ବାପି ଦାସଙ୍କୁ ଆଜି ସ୍ଥାନୀୟ ଜାତୀୟ ବ୍ୟାୟାମ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ବାପି ତୃତୀୟ ସ୍ଥାନରେ ରହିଥିଲେ । ସେ ଆନ୍ତର୍ଜାତୀୟ କୋଚ…

ଆନ୍ତଃ ବିଶ୍ୱ ବିଦ୍ୟାଳୟ ବଡି ବିଲଡିଙ୍ଗ: ସ୍ୱର୍ଣ୍ଣ ବିଜେତା ଶୁଭ୍ରାଶିଷ ସମ୍ବର୍ଦ୍ଧିତ

ପୁରୀ: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱ ବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ଜିତିଥିବା ପୁରୀର ଶୁଭ୍ରାଶିଷ ଚିନାରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ମାସ ୨୦ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଚାମ୍ପିୟନଶିପର ୭୫ରୁ ୮୦ କିଗ୍ରା ବିଭାଗରେ ଶୁଭ୍ରାଶିଷ ଚମତ୍କାର…

ଫଲୋଅନ ପରେ ୧ରନରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଫଲୋଅନ ନେବା ପରେ ୪ର୍ଥ ଟିମ ଭାବେ ଏହି ବିଜୟ ହାସଲ କରିଛି । ପୂର୍ବରୁ ୧୮୮୪ରେ ଇଂଲଣ୍ଡ ୧୦ ରନରେ ଅଷ୍ଟ୍ରେଲିଆକୁ, ୧୯୮୧ରେ ଇଂଲଣ୍ଡ…