Latest Odisha News

BREAKING NEWS

Browsing Category

ଖେଳ

ଧର୍ମଶାଳାରେ ହୋଇ ନ ପାରେ ତୃତୀୟ ଟେଷ୍ଟ

ଧର୍ମଶାଳା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଧର୍ମଶାଳାରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଧର୍ମଶାଳା ବଦଳରେ ବିଶାଖପଟନମ, ରାଜକୋଟ, ପୁଣେ କିମ୍ବା ଇନ୍ଦୋରରେ ମ୍ୟାଚ ହୋଇପାରେ । ବିସିସିଆଇର ଏକ ସ୍ୱତନ୍ତ୍ର ଟିମ ଧର୍ମଶାଳା…

ଅପରେସନ ହେବା ପରେ ପନ୍ତଙ୍କ ଆବେଗଭରା ଫଟୋ ଟ୍ବିଟ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଏକ ଆବେଗଭରା ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର ହୋଇଥିବା ଏହି ଦୁଇଟି ଫଟୋରେ ପନ୍ତ ଆଶାବାଡ଼ି ସାହାଯ୍ୟରେ ବୁଲୁଥିବାର ନଜର ଆସିଛନ୍ତି। ପନ୍ତଙ୍କ ପାଦରେ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି। ସେ ତାଙ୍କର…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ଓଡିଶା ପାଇଁ ଟେନିସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଆରାଧ୍ୟା-ସୋହିନୀ

ଭୋପାଳ: ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶାର ପ୍ରଦର୍ଶନ ଗୁରୁବାର ଚମତ୍କାର ରହିଛି । ଟେନିସରେ ଆରାଧ୍ୟା ବର୍ମା ଓ ସୋହିନୀ ସଞ୍ଜୟ ମହାନ୍ତି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୧୮ ବର୍ଷରୁ କମ ବାଳିକା ଡବଲ୍ସରେ ଆରାଧ୍ୟା-ସୋହିନୀ ମଧ୍ୟପ୍ରଦେଶ ଯୋଡିଙ୍କୁ…

ସୂର୍ଯ୍ୟକୁମାରଙ୍କ ଆଉ ଏକ କୀର୍ତିମାନ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ସୂର୍ଯ୍ୟକୁମାର ଯାଦବ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୩୦ ବର୍ଷରୁ ଅଧିକ ବୟସରେ ସେ ପ୍ରଥମ ଖେଳାଳି ଭାବେ କ୍ରିକେଟର ୩ଟି ଫର୍ମାଟରେ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ୩୨ ବର୍ଷ ୧୪୮ ଦିନରେ ସେ ପ୍ରଥମ ଟେଷ୍ଟ ଖେଳିଛନ୍ତି । ସେ ୩୦ ବର୍ଷ…

ଅଷ୍ଟ୍ରେଲିଆ ୧୭୭, ଭାରତ ୭୭/୧

ନାଗପୁର:ଗାଭାସ୍କର-ବର୍ଡର ସିରିଜରେ ପ୍ରଥମ କ୍ରିକେଟ ଟେଷ୍ଟ ନାଗପୁରରେ ଆଜିଠାରୁ ଆରମ୍ଭ ହୋଇଛି । ପୂର୍ବରୁ ଯାହା ଆଶା କରାଯାଉଥିଲା ସେୟା ପ୍ରମାଣିତ ହୋଇଛି । ସ୍ପିନକୁ ସୁହାଉଥିବା ପିଚରେ ଅଷ୍ଟ୍ରେଲିଆ ଅସହାୟ ଅବସ୍ଥାରେ ୧୭୭ ରନରେ ଅଲଆଉଟ ହୋଇଯାଇଛି । ରବୀନ୍ଦ୍ର ଜାଡେଜା ୫ଟି ଓ ରବିଚନ୍ଦ୍ରନ…

ସଫ୍ଟବଲ ଚାମ୍ପିୟନଶିପ ଉଦଯାପିତ: ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ, ମହିଳାରେ ମହାରାଷ୍ଟ୍ର ଚାମ୍ପିୟନ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ୪୪ତମ ସର୍ବ ଭାରତୀୟ ସଫ୍ଟ ବଲ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ମହିଳା ବିଭାଗରେ ମହାରାଷ୍ଟ୍ର ଓ ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛନ୍ତି । ୨ଟି ଯାକ ବିଭାଗରେ ପଞ୍ଜାବ ଟିମ ରନର୍ସଅପ ହୋଇଛି । ବାଳକ ବିଭାଗ ଫାଇନାଲରେ…

ଋଷଭ ପନ୍ତଙ୍କୁ ‘ଚାପୁଡା’ ମାରିବାକୁ କାହିଁକି ଚାହୁଁଛନ୍ତି କପିଲ ଦେବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଦଳର ଓ୍ବିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏବେବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଗାମୀ ବିଶ୍ୱକପରେ ଋଷଭ ପନ୍ତ ଖେଳିବା ସମ୍ଭାବନା ନାହିଁ। ଏପରି ସ୍ଥିତିରେ ଦଳର ପୂର୍ବତନ ଅଧିନାୟକ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ:ରୋଇଂରେ ଓଡିଶାକୁ ପ୍ରଥମ ପଦକ, ସେମିରେ ହକି ଟିମ

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ପ୍ରତିଯୋଗୀଙ୍କ ଭଲ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ରୋଇଂରେ ଓଡିଶା ପ୍ରତିଯୋଗୀ ପ୍ରଥମ ପଦକ ଜିତିଛନ୍ତି । ପୁରୁଷ ଜେଏମ୪ଏକ୍ସରେ ସୌରଭ, କପୀଶ କୁମାର, ରାହୁଲ ରାଠୋର ଓ ଚନ୍ଦନ ରାଜା ସ୍ୱାଇଁ ରୌପ୍ୟ ପଦକ ହାସଲ କରିଥିଲେ ।…

ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ: ଉଭୟ ବିଭାଗର ଫାଇନାଲରେ ପଞ୍ଜାବ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଚାଲିଥିବା ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପର ପଞ୍ଜାବ ଉଭୟ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଫାଇନାଲ ମ୍ୟାଚ ଆୟୋଜିତ ହେବ । ମହିଳା ବିଭାଗ ଫାଇନାଲରେ ପଞ୍ଜାବ ଓ ମହାରାଷ୍ଟ୍ର ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହେବେ । ସେମିରେ…

ଡବ୍ଲ୍ୟୁଟିସି ଫାଇନାଲ ଦି ଓଭାଲରେ ୭ ଜୁନରୁ ଖେଳାଯିବ

ଦୁବାଇ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ କେବେ ଓ କେଉଁଠାରେ ଖେଳାଯିବ ତାହା ଆଇସିସି ଚୂଡାନ୍ତ କରିଛି । ଦି ଓଭାଲରେ ୭ରୁ ୧୧ଜୁନ ପର୍ଯ୍ୟନ୍ତ ଆୟୋଜିତ ହେବ । ଆଇସିସି ବୁଧବାର ତାରିଖର ଘୋଷଣା କରିବା ସହ ରିଜର୍ଭ ଡେ ରଖାଯିବା ନେଇ ସ୍ପଷ୍ଟ କରିଛି । ୧୨ଜୁନ ରିଜର୍ଭ ଡେ ଭାବେ ରଖାଯିବ । ୱାର୍ଲ୍ଡ…