Latest Odisha News

BREAKING NEWS

Browsing Category

ଖେଳ

ଡବ୍ଲ୍ୟୁପିଏଲ: ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ କ୍ରିକେଟ ଚଳିତ ବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ବିସିସିଆଇ ପକ୍ଷରୁ ୪୦୯ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳିଙ୍କୁ ରଖାଯାଇଛି । ଏଥିରେ ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧନା, ଦୀପ୍ତି ଶର୍ମା…

ଭାରତ-ଅଷ୍ଟ୍ରେଲିଆ ସିରିଜରେ ଭାଙ୍ଗିବ ଏହି ରେକର୍ଡ

ନାଗପୁର: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜରେ ଅନେକଗୁଡିଏ ରେକର୍ଡ ଭାଙ୍ଗିପାରେ । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ୬୪ ରନ ସଂଗ୍ରହ କଲେ ବିଶ୍ୱ କ୍ରିକେଟରେ ଷଷ୍ଠ ଖେଳାଳି ଭାବେ ୨୫୦୦୦ ଆନ୍ତର୍ଜାତୀୟ ରନ ପୂର୍ଣ୍ଣ…

ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ନର୍କ ସଦୃଶ ପିଚ କରିଛି ଭାରତ!

ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବ । ଭାରତ ଏହ ସିରିଜରେ ବିଜୟ ହାସଲ ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆ ଉଦ୍ୟମ କରିବ । ତେବେ ବୁଧବାର ପିଚର ପ୍ରସ୍ତୁତି ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପିଚର…

ମହିଳା ପ୍ରିମିୟର ଲିଗ କାର୍ଯ୍ୟସୂଚୀ ଘୋଷିତ

କୋଲକାତା: ମହିଳା ପ୍ରିମିୟର ଲିଗର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ବିସିସିଆଇ ଦ୍ୱାରା ଆୟୋଜିତ ଏହି ମେଗା ଲିଗ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୁମ୍ବାଇର ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚଗୁଡିକ ଖେଳାଯିବ । ମହିଳା ଟି୨୦ ବିଶ୍ୱକପ ପରେ ଖେଳାଳିମାନଙ୍କ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ କାମରାନ ଆକମଲ

ଲାହୋର: ପାକିସ୍ତାନର ସିନିୟର ୱିକେଟ କିପର ବ୍ୟାଟ୍ସମ୍ୟାନ କାମରାନ ଆକମଲ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ସେ ଜାତୀୟ ଦଳରୁ ଦୀର୍ଘ ଦିନ ହେବ ବାଦ ପଡିଥିଲେ ମଧ୍ୟ ପିଏସଏଲ ଏବଂ ଅନ୍ୟ ଲିଗରେ ଖେଳିବା ଜାରୀ ରଖିଥିଲେ । ଏବେ ସେ କୋଚିଂ ଦାୟିତ୍ୱକୁ ଗମ୍ଭୀରତାର ସହ ନେବେ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ଟିମର ଅଧିନାୟକ ଆରୋନ ଫିଂଚ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫିଂଚ ଅଷ୍ଟ୍ରେଲିଆ ୨୦୧୧ ଟି୨୦ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । ଏହି ଫର୍ମାଟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ୨୦୨୨ ଟି୨୦…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ ବ୍ରୋଞ୍ଜ

ଭୋପାଳ: ଚଳିତ ଖେଲୋ ଇଣ୍ଡିଆ ୟୂଥ ଗେମ୍ସରେ ଓଡିଶା ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ସୋମବାର ମହିଳା ୱେଟଲିଫ୍ଟିଂରେ ଜ୍ୟୋତ୍ସ୍ନା ଶବର ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୪୦ କେଜି ବିଭାଗରେ ୧୧୮ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଏହି ବିଭାଗରେ ପ୍ରୀତିସ୍ମିତା…

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା: କ୍ୱାର୍ଟରରେ ଓଡିଶା ମହିଳା ଦଳ

ପୁରୀ : ଓଡିଶା ମହିଳା ଦଳ ଚଳିତ ସର୍ବ ଭାରତୀୟ ସଫ୍ଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ପ୍ରି କ୍ୱାର୍ଟର ମ୍ୟାଚରେ ଓଡିଶା ୯-୦ ସ୍କୋରରେ ହିମାଚଳପ୍ରଦେଶକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି । ଅନ୍ୟ ପ୍ରିକ୍ୱାର୍ଟର ମ୍ୟାଚଗୁଡିକରେ କେରଳ ୮-୧ରେ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ଅଶ୍ୱୀନ-ଲିୟନଙ୍କ ମଧ୍ୟରେ ସ୍ପିନରଙ୍କ ଭୂସ୍ୱର୍ଗରେ କିଏ ସାଜିବ ନାୟକ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃୟାରୀ ୯ରୁ ଆରମ୍ଭ ହୋଇଯିବ । ପ୍ରଥମ ଟେଷ୍ଟ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜ ଜିତିବା ଜରୁରୀ ହୋଇପଡିଛି । ଭାରତୀୟ…

୪୪ ତମ ସଫ୍ଟବଲ ପ୍ରତିଯୋଗିତା ଉଦଘାଟିତ

ପୁରୀ : ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଆଜିଠାରୁ ୫ ଦିନିଆ ୪୪ ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ ଆରମ୍ଭ ହୋଇଛି । ଉଦଘାଟନର ପ୍ରାରମ୍ଭରେ ଦିଲ୍ଲୀର ସିନିୟର ଅମ୍ପାୟର ଗୋପାଳ ସିଂ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସାଂସ୍କୃତିକ…