Latest Odisha News

BREAKING NEWS

Browsing Category

ଖେଳ

WPL Auction 2023: ମହିଳା ପ୍ରିମିୟର ଲିଗ୍‌ ନିଲାମୀ ଜାରି; ସବୁଠୁ ଦାମୀ ଖେଳାଳି ସ୍ମୃତି ମନ୍ଧାନା

ମୁମ୍ବାଇ: ମହିଳା ପ୍ରିମିୟର ଲିଗ(WPL) ପାଇଁ ସୋମବାର ଖେଳାଳି ନିଲାମୀ ଆରମ୍ଭ ହୋଇଛି। ଏଥିରେ ୪୦୦ରୁ ଅଧିକ ଖେଳାଳି ଭାଗ ନେଇଛନ୍ତି। ତେବେ ଭାରତ ସମେତ ବିଭିନ୍ନ ବିଦେଶର ପ୍ରାୟ ୯୦ ଖେଳାଳିଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ନିଲାମୀ ଚାଲିଛି ନିଲାମ ପ୍ରକ୍ରିୟା ଚାଲିଛି। ଅକ୍ସନ୍‌ରେ ଭାଗ…

୬୧ ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା: ସୁପ୍ରତିଭା ହେଲେ ପୁରୀ ଶ୍ରୀ

ପୁରୀ: ସ୍ଥାନୀୟ ଅଡଙ୍ଗ ତିଆଡି ଜାଗାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ୬୧ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସୁପ୍ରତିଭା ଖୁଂଟିଆ ପୁରୀ ଶ୍ରୀ ଟାଇଟଲ ହାସଲ କରିଥିଲେ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ହରାଇଲା ଭାରତ

କେପଟାଉନ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଜେମିମା ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ବିଶ୍ୱକପର ୪ର୍ଥ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ…

୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କଲେ ଜ୍ୟୋତି ୟାରାଜୀ

ଭୁବନେଶ୍ୱର: କାଜକସ୍ତାନର ଅଷ୍ଟାନାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଏଥିରେ ଜ୍ୟୋତି ୟାରାଜୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ…

୩ ବର୍ଷ ପରେ ଆଉ ଥରେ ବିବାହ କରିବେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶ ଷ୍ଟାନକୋଭିଚ ୩ ବର୍ଷ ହେବ ପତି-ପତ୍ନୀ ଭାବେ ଚଳୁଛନ୍ତି । ଉଭୟଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଭାଲେଂଟାଇନ ଡେ ଅବସରରେ ରାଜସ୍ଥାନର ଉଦୟପୁରରେ ସେମାନେ ଗ୍ରାଣ୍ଡ ସେରୋମୋନୀ ରଖିଛନ୍ତି ବୋଲି ରିପୋର୍ଟ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ କମାଲ କଲେ ଆର.ମାଧବନଙ୍କ ପୁଅ ବେଦାନ୍ତ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ବଲିଉଡର ଲୋକପ୍ରିୟ ଅଭିନେତା ଆର.ମାଧବନଙ୍କ ପୁତ୍ର ବେଦାନ୍ତ ମାଧବନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୫ଟି ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ଜିତିଛନ୍ତି । ମାଧବନ ପୁଅର ସଫଳତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବେଦାନ୍ତ ପକେଇଥିବା ସମସ୍ତ ପଦକର ଫଟୋ…

ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପ: ନୂତନ ଜାତୀୟ ରେକର୍ଡ ସ୍ଥାପନ କଲେ ଓଡିଶାର ଜ୍ୟୋତି

ଭୁବନେଶ୍ୱର: କାଜକସ୍ତାନରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ଜ୍ୟୋତି ୟାରାଜୀ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮.୧୬ ସେକେଣ୍ଡ ସମୟ ନେଇ ତାଙ୍କ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ : ୯ମ ସ୍ଥାନରେ ରହି ଓଡିଶା ଶେଷ କଲା ଅଭିଯାନ

ଭୋପାଳ: ଏଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଗତ ସଂସ୍କରଣ ତୁଳନାରେ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ଏଥର ପ୍ରଶଂସନୀୟ ରହିଥିଲା । ଗତ ସଂସ୍କରଣରେ ୨୬ତମ ସ୍ଥାନରେ ଓଡିଶା ରହିଥିଲା । ପ୍ରଥମ ଥର ପାଇଁ ଓଡିଶା କାୟାକିଙ୍ଗ ଆଣ୍ଡ…

ଅଣ ଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହେଲେ ଜାଡେଜା

ନାଗପୁର: ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କିନ୍ତୁ ଅଣଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହୋଇଛନ୍ତି । ସେ ପ୍ରଥମ ଇନିଂସରେ ବାମ ହାତର ବିଶି…

ସ୍ପିନ ଚକ୍ରବ୍ୟୁହରେ ଧ୍ୱସ୍ତ ହେଲା କଙ୍ଗାରୁ ଦୁର୍ଗ: ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ଇନିଂସ ପରାଜୟ

ନାଗପୁର: ଭାରତ ରଚିଥିଲା ସ୍ପିନ ଚକ୍ରବ୍ୟୁହ । ସମସ୍ତ ସତର୍କ ଓ ଭବିଷ୍ୟବାଣୀ ସତ୍ୱେ ଅଷ୍ଟ୍ରେଲିଆ କିଛି କରିପାରି ନ ଥିଲା । ମାତ୍ର ୩ଦିନରେ ଭାରତ ଏକ ଇନିଂସ ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ କ୍ରିକେଟ ଟେଷ୍ଟରେ ପରାସ୍ତ କରିଛି । ଏଥିସହ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ…