Latest Odisha News

BREAKING NEWS

Browsing Category

ଖେଳ

ଘରୋଇ ଟେଷ୍ଟ କ୍ରିକେଟ ସିରିଜରେ ଭାରତକୁ ହରାଇବା ଅସମ୍ଭବ !

ନାଗପୁର: ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଟିମ ଭାରତରେ ପଂହଚି ସାରିଛି । ତେବେ ଦୀର୍ଘ ୧୦ ବର୍ଷର ରେକର୍ଡକୁ ବିଚାରକୁ ନେଲେ ଘରୋଇ ପରିବେଶରେ ଭାରତକୁ ହରାଇବା ଭ୍ରମଣକାରୀ ଟିମ ପାଇଁ ପ୍ରାୟତଃ ଅସମ୍ଭବ ହୋଇ ପଡିଛି । ୨୦୧୩ ପରଠାରୁ ଟିମ ଇଣ୍ଡିଆ କ୍ରମାଗତ…

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ବିନୋଦ କାମ୍ବଲିଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି। ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଥାନାରେ ମାମଲା ରୁଜୁ। କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରିୟା ହେୱିତ୍ ନିର୍ଯାତନା ଅଭିଯୋଗ ନେଇ ଥାନାରେ ମାମଲା କରିଛନ୍ତି। ଶୁକ୍ରବାର ମୁମ୍ବାଇର ବାନ୍ଦ୍ରାରେ ଥିବା…

ପାକିସ୍ତାନ ବାହାରେ ଖେଳାଯିବ ଏସିଆ କପ୍, କାରଣ କ’ଣ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ଏସିଆ କପ୍ ୨୦୨୩ର ଆୟୋଜନ କରିବ ନାହିଁ ପାକିସ୍ତାନ। ଶନିବାର ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏହି ଏସିଆ କପ୍ ଆୟୋଜନ କରିପାରିବ ନାହିଁ। ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ, ଏସିଆ କପ୍ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରିବ ନାହିଁ। ଏହାପରେ ଏପରି ଏକ ସୂଚନା…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ରିଲେରେ ଓଡିଶାକୁ ସ୍ୱର୍ଣ୍ଣ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଏ ପର୍ଯ୍ୟନ୍ତ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶନିବାର ୧୭ ବର୍ଷରୁ କମ ବାଳକ ୪ ଗୁଣନ ୧୦୦ ରିଲେରେ ଓଡିଶା ସ୍ୱର୍ଣ୍ଣ ପଦକ ହାସଲ କରିଛି । ଜୟରାମ, ରାଜେନ୍ଦ୍ର, ନୀତିଶ ଓ ଏମ.ରେୟାଙ୍କ ଟିମ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏମାନେ ସମସ୍ତେ…

ଗାଭାସ୍କର-ବର୍ଡର ସିରିଜ : ଅଭ୍ୟାସ ପାଇଁ ସାମିଲ ହେଲେ ୪ ନେଟ ବୋଲର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ନେଟ୍ସରେ ବ୍ୟାଟିଂ ଅଭ୍ୟାସକୁ ଆହୁରି ଶାଣୀତ କରିବା ପାଇଁ ଅତିରିକ୍ତ ୪ଜଣ ନେଟ ବୋଲରଙ୍କୁ ସାମିଲ କରାଯାଇଛି । ଏହି ବୋଲରମାନେ ହେଲେ ୱାଶିଂଟନ ସୁନ୍ଦର, ସୌରଭ…

ରଣଜୀ ଟ୍ରଫି: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ର ୭୧ ରନରେ ପଞ୍ଜାବକୁ ପରାସ୍ତ କରିଛି । ଏଥିସହ ରଣଜୀ ଟ୍ରଫିର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ସୌରାଷ୍ଟ୍ର, କର୍ଣ୍ଣାଟକ, ବେଙ୍ଗଲ ଓ ଆନ୍ଧ୍ରପ୍ରଦେଶ ସେମିରେ ପ୍ରବେଶ କରିଛନ୍ତି । ଇନ୍ଦୋରରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ…

କ୍ଲାର୍କ, ଦ୍ରାବିଡଙ୍କ ରନକୁ ଅତିକ୍ରମ କରିବା ପାଇଁ ପୂଜାରାଙ୍କ ନିକଟରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ ପାଇଁ ବର୍ଡର-ଗାଭାସ୍କର ସିିରିଜ ହାତେଇବା ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ…

୨୧ ମାସ ବାସନ୍ଦ ହେଲେ ଜିମ୍ନାଷ୍ଟ ଦୀପା କର୍ମାକାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପିକା କର୍ମାକାର ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି । ଆନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି ତାଙ୍କୁ ୨୧ ମାସ ପାଇଁ ସସପେଣ୍ଡ କରିଛି । ୧୦ ଜୁଲାଇ ୨୦୨୩ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ୱାଡା ଦ୍ୱାରା ପ୍ରତିବନ୍ଧିତ ଡ୍ରଗ୍ସ ହାଇଜେନାମାଇନ ତାଙ୍କ…

ରଣଜୀ ଟ୍ରଫି: ବେଙ୍ଗଲ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସେମିରେ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବେଙ୍ଗଲ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ପଞ୍ଜାବ ଓ ସୌରାଷ୍ଟ୍ର ମଧ୍ୟରୁ ଅନ୍ତିମ ଟିମ ସେମିକୁ ଉନ୍ନୀତ ହେବା ପରେ ଏହାର ଲାଇନ ଅପ ଚୂଡାନ୍ତ ହେବ । ପଶ୍ଚିମବଙ୍ଗ ୯ ୱିକେଟରେ ଝାଡଖଣ୍ଡକୁ ପରାସ୍ତ କରିଥିବା…

କ୍ରିକେଟର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ

ମୁମ୍ବାଇ: କ୍ରିକେଟର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବ ପଦାଧିକାରୀ ଓ ତାଙ୍କ ପୁଅ ଦେଇଛନ୍ତି । ଜୟାଙ୍କଠାରୁ ଆସୋସିଏଶନର ଅଧିକାରୀ ଓ ତାଙ୍କ ପୁଅ ୧୦ ଲକ୍ଷ ଟଙ୍କା ବ୍ୟବସାୟ ବାବଦକୁ ନେଇଥିଲେ । ଜୟା ଏହି ଅର୍ଥ…