Latest Odisha News

BREAKING NEWS

Browsing Category

ଖେଳ

କିଏ ହେବ ଭାରତୀୟ ହକି ଟିମର କୋଚ ?

ନୂଆଦିଲ୍ଲୀ: ବିଶ୍ୱକପ ହକିର ସମାପ୍ତ ପରେ ଭାରତ ପୁରୁଷ ସିନିୟର ଟିମର କୋଚ ପଦରୁ ଗ୍ରାହାମ ରିଡ ଇସ୍ତଫା ଦେଇଥିଲେ । ଓଡିଶାରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ଟାଇଟଲ ହାସଲ କରିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ ମଧ୍ୟ ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଭାରତୀୟ ଦଳର ପ୍ରଦର୍ଶନ ନେଇ…

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ମିଡିଲ ଅର୍ଡର ନେଇ ଟିମ ଇଣ୍ଡିଆର ଅଙ୍କକଷା ଆରମ୍ଭ

ମୁମ୍ବାଇ: ଘରୋଇ ପରିବେଶରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୱାଇଟ ବଲ ସିରିଜ ଖେଳିବା ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅତି କମରେ ୨ଟି ଟେଷ୍ଟ ଜିତିବା ସହ…

ଶତକବୀର ଶୁଭମନ

ମୁମ୍ବାଇ: ଟିମ ଇଣ୍ଡିଆର ଏବେ ଷ୍ଟାର ଖେଳାଳି ଆଖ୍ୟା ପାଇଛନ୍ତି ଶୁଭମନ ଗିଲ । ଆନ୍ତର୍ଜାତୀୟ ପଦାର୍ପଣ ପରଠାରୁ ତାଙ୍କ ବ୍ୟାଟ ନୀରବ ହେବାର ନାଁ ଧରୁନି । ୬ ମାସରେ ୬ ଶତକ ମାରି ସେ ଏବେ ବେଶ ଲୋକପ୍ରିୟ ହୋଇ ଉଠିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ସେ ଭାରତ ପକ୍ଷରୁ…

ଶୁଭମନ ଏବଂ ହାର୍ଦ୍ଦିକଙ୍କ ଧୂଆଁଧାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ ଜିତି ସିରିଜ ସିଲ୍ କଲା ଭାରତ

ଅହମଦାବାଦ: ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଭାରତ । ନ୍ୟୁଜିଲାଣ୍ଡ ଟିମ୍ ରାଞ୍ଚିରେ ମ୍ୟାଚ ଜିତି ଯେଉଁ ଜୋଶରେ ଆରମ୍ଭ କରିଥିଲା ତାହା ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦେଖିବାକୁ ମିଳିନାହିଁ। ଯାହାର ଫାଇଦା ନେଇଛି ଘରୋଇ ଦଳ। ଆଉ ସିରିଜ ନିଜ ନାଁରେ କରିଛି ଭାରତ । ଦୁଇ ଦଳ ମଧ୍ୟରେ…

ଜୁନିୟର ମହିଳା ହକି: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷିତ ଦଳରେ ୫ ଓଡିଆ

ବାଙ୍ଗାଲୋର: ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଆଜି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ

ଅହମ୍ମଦାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ କମାଲ କରିଛନ୍ତି ଶୁଭମନ ଗିଲ । ଭାରତ ପ୍ରଥମେ ବ୍ୟାଟିଂ କରି ଗିଲଙ୍କ ବିସ୍ଫୋରକ ଶତକ ବଳରେ ୪ ୱିକେଟ ବିନିମୟରେ ୨୩୪ ରନ କରିଥିଲା । ଗିଲ ମାତ୍ର ୬୩ ବଳରେ ୧୨ ଚୌକା ୭ ଛକା ବଳରେ ୧୨୬ ରନ କରି ଅପରାଜିତ ରହିଥିଲେ । ଏଥିସହ…

ଫିଫା ମହିଳା ବିଶ୍ୱକପ: ଉଦଘାଟନୀ ମ୍ୟାଚର ଭେନ୍ୟୁ ବଦଳିଲା

ମେଲବୋର୍ଣ୍ଣ: ଫିଫା ମହିଳା ବିଶ୍ୱକପର ଉଦଘାଟନୀ ମୁକାବିଲାର ଭେନ୍ୟୁ ବଦଳା ଯାଇଛି । ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ମଧ୍ୟରେ ଏହି ମ୍ୟାଚ ପ୍ରଥମେ ନ୍ୟୁ ଆଲିଏଞ୍ଜ ଷ୍ଟାଡିୟମରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା । ଏହାର ଦର୍ଶକ କ୍ଷମତା ୪୨,୫୦୦ ଥିଲେ ମଧ୍ୟ ଏହି ମ୍ୟାଚ ପ୍ରତି ଫୁଟବଲପ୍ରେମୀଙ୍କ…

ପାଣ୍ଡ୍ୟା, ଦ୍ରାବିଡ ଦାବୀ କଲେ ଧୀମା ପିଚ: ଫସିଗଲେ କ୍ୟୁରେଟର

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚର ପିଚକୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ଲୋ ସ୍କୋରିଂ ମ୍ୟାଚକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା । ବିସିସିଆଇ ମଧ୍ୟ ପିଚ କ୍ୟୁରେଟର ସୁରେନ୍ଦ୍ର କୁମାରଙ୍କୁ ହଟେଇ ସଞ୍ଜୀବ ଅଗ୍ରୱାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଟିମ…

କିଟ୍‍ ଓ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରଗବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗବୀ ଇଣ୍ଡିଆର ପ୍ରାୟୋଜକ ହୋଇ ପାରିଛି । ପୂର୍ବରୁ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଏବଂ…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ଭାରତରୁ ୩ ସାମିଲ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇ ସ୍ୱର୍ଣ୍ଣିମ ଅକ୍ଷରରେ ନିଜ ନାମ ଲିପିବଦ୍ଧ କରିଛି । ସୋମବାର ଆଇସିସି ପକ୍ଷରୁ ଏହି ଟୁର୍ଣ୍ଣାମେଂଟରେ ଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ଘୋଷିତ ଦଳରେ ଭାରତ ଅଧିନାୟିକା ଶେଫାଳୀ ବର୍ମା, ଓପନର ଶ୍ୱେତା ସେହେରାୱାତ ଓ…