Latest Odisha News

BREAKING NEWS

Browsing Category

ଖେଳ

ଚର୍ଚ୍ଚାରେ ଟିମ ଇଣ୍ଡିଆ ସିନିୟରଙ୍କ ଖେଳୁଆଡ ମନୋଭାବ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳ ମେଲବୋର୍ଣ୍ଣରୁ ଆଡିଲେଡ ବିମାନ ଯୋଗେ ପଂହଚି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଯାତ୍ରା ସମୟରେ ଟିମ ଇଣ୍ଡିଆ ସିନିୟର ଖେଳାଳିଙ୍କ ଖେଳୁଆଡ ମନୋଭାବ ସବୁଠାରୁରେ ଚର୍ଚ୍ଚିତ ଓ ପ୍ରଶଂସିତ ହେଉଛି ।…

ଟି-୨୦ ବିଶ୍ୱକପ: ସେମିଫାଇନାଲ ମ୍ୟାଚ ନଖେଳି ସିଧା ଫାଇନାଲ ଖେଳିପାରିବ ଭାରତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ପାଇଁ ସେମିଫାଇନାଲ ରାଉଣ୍ଡରେ ୪ଟି ଦଳ ଖେଳିବେ। ପ୍ରଥମ ସେମିଫାଇନାଲ ମୁକାବିଲା ନଭେମ୍ବର ୯ ତାରିଖରେ ସିଡନୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରହିଛି। ସେହିପରି ନଭେମ୍ବର ୧୦ରେ ଭାରତ ବନାମ ଇଂଲଣ୍ଡ ରହିଛି ଆଡିଲେଡରେ। ଟିମ୍ ଇଣ୍ଡିଆ…

କ୍ୟାପଟେନ ଫ୍ଲପ, ଟିମ ସେମିରେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା କାଲିଠାରୁ ଆରମ୍ଭ ହୋଇଯିବ । ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଭାରତ-ଇଂଲଣ୍ଡ ମଧ୍ୟରେ ୨ଟି ଯାକ ସେମିଫାଇନାଲ ଖେଳାଯିବ । ତେବେ ସବୁଠାରୁ ମଜାର କଥା ସେମିଫାଇନାଲରେ ପ୍ରବେଶ କରିଥିବା ଏହି ୪ଟିମ ଅଧିନାୟକ ପ୍ରଦର୍ଶନ ଏ ପର୍ଯ୍ୟନ୍ତ…

ଅଧିନାୟକ ରୋହିତ ଶର୍ମା ଆହତ !

ଆଡିଲେଡ: ସେମିଫାଇନାଲ  ମ୍ୟାଚ୍ ପ୍ରା୍କ୍ଟିସ ବେଳେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବା ଖବର ଆସିଛି । ପ୍ରାକ୍ଟିସ ବେଳେ ରୋହିତଙ୍କ ଡାହାଣ ହାତରେ ବାଜିଥିଲା ବଲ୍ । ତାପରେ ସେ ରେଷ୍ଟ ନେଇଥିଲେ ।  ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପାଇଁ ପ୍ରାକ୍ଟିସ ବେଳେ ଆହତ ହୋଇଥିବା ନେଇ କୁହାଯାଉଛି ।…

କୁଚ ବିହାର ଟ୍ରଫି: ବିହାର ବିପକ୍ଷରେ ବିଜୟ ପାଇଁ ଓଡିଶାକୁ ଦରକାର ୯ ୱିକେଟ

ପାଟନା: ଚଳିତ କୁଚବିହାର ଟ୍ରଫି କ୍ରିକେଟରେ ବିହାର ବିପକ୍ଷରେ ବିଜୟ ହାସଲ ପାଇଁ ଓଡିଶାକୁ ମଙ୍ଗଳବାର ୯ଟି ୱିକେଟର ଆବଶ୍ୟକତା ରହିଛି । ୨୭୬ ରନର ଟାର୍ଗେଟକୁ ପିଛା କରି ବିହାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ ବିନିମୟରେ ୩୯ ରନ ସଂଗ୍ରହ କରିଛି । ସେହିପରି ବିଜୟ ପାଇଁ ବିହାରକୁ ଆଉ…

ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ଆଡିଲେଡ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବୁଧବାର ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଗୁରୁବାର ଆଡିଲେଡରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ପୂର୍ବରୁ ଅମ୍ପାୟରଙ୍କ କେତେକ ନିଷ୍ପତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଇସିସି ଏଥିରେ…

ଭାରତ ସମେତ ୧୨ ଟିମ ୨୦୨୪ ଟି୨୦ ବିଶ୍ୱକପ ପାଇଁ ହାସଲ କଲେ ଯୋଗ୍ୟତା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଟି୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଇତି ମଧ୍ୟରେ ୨୦୨୪ ବିଶ୍ୱକପ ପାଇଁ ଭାରତ ସମେତ ୧୨ ଟିମ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ-ଆମେରିକାରେ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆୟୋଜକ ଭାବେ…

ଭାରତ ପାଇଁ ୨୦୧୧ ଆଉ ପାକିସ୍ତାନ ନିମନ୍ତେ ୧୯୯୨ର ସଂଯୋଗ, କିଏ ଜିତିବ ଟାଇଟଲ ?

ପୁରୀ: ଟି୨୦ ବିଶ୍ୱକପ ୨୦୨୨ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ଶେଷ ପଂହଚିଛି । ସେମିଫାଇନାଲରେ ଭାରତ-ଇଂଲଣ୍ଡ ଏବଂ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହା ପରେ ବିଶ୍ୱ ବିଜେତା ପାଇଁ ହେବ ଲଢ଼େଇ । ଭାରତ ପାଇଁ ୨୦୧୧ ଏବଂ ପାକିସ୍ତାନ ନିମନ୍ତେ ୧୯୯୨ର ବିଶ୍ୱକପ ବିଜୟୀ ହେବାର…

ପାରା ବ୍ୟାଡମିଂଟନ: ସିଙ୍ଗଲ୍ସରେ ସ୍ୱର୍ଣ୍ଣ, ଡବଲ୍ସରେ ରୌପ୍ୟ ଜିତିଲେ ପ୍ରମୋଦ

ଭୁବନେଶ୍ୱର: ଜାପାନର ଟୋକିଓଠାରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସିଙ୍ଗଲ୍ସ ଫାଇନାଲରେ ସେ ନିଜ…

ଜିମ୍ବାୱେକୁ ୭୧ ରନରେ ହରାଇଲା ଭାରତ: ସେମିରେ ଇଂଲଣ୍ଡ ସହ ମୁକାବିଲା

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ର ଶେଷ ମୁକାବିଲାରେ ଭାରତ ୭୧ ରନରେ ଜିମ୍ବାୱେକୁ ପରାସ୍ତ କରି ଟେବୁଲ ଟପର ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ୧୦ ନଭେମ୍ବରରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ଏହାର ପୂର୍ବ ଦିନ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ ଏକ…