Latest Odisha News

BREAKING NEWS

Browsing Category

ଖେଳ

ବିଜୟ ପାଇଁ ଟିମ ଇଣ୍ଡିଆକୁ ଦରକାର ୪ଟି ୱିକେଟ

ଚଟ୍ଟୋଗ୍ରାମ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ପାଇଁ ଅନ୍ତିମ ଦିବସରେ ଭାରତକୁ ଆଉ ୪ଟି ୱିକେଟର ଆବଶ୍ୟକତା ରହିଛି । ଅପରପକ୍ଷରେ ବାଂଲାଦେଶ ବିଜୟଠାରୁ ୨୪୧ ରନ ପଛରେ ରହିଛି । ୫୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬ ୱିକେଟ ହରାଇ ୨୭୨ ରନ କରିଛି…

ଦୃଷ୍ଟିହୀନ ଟି୨୦ ବିଶ୍ୱକପ: ଭାରତକୁ କ୍ରମାଗତ ତୃତୀୟ ଟାଇଟଲ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ଦୃଷ୍ଟହୀନ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଫାଇନାଲରେ ବାଂଲାଦେଶକୁ ୧୨୦ ରନରେ ହରାଇ ଚାମ୍ପିୟନ ହୋଇଛି । ଭାରତର ଏହା କ୍ରମାଗତ ତୃତୀୟ ଟାଇଟଲ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ପ୍ରଥମ ୨ଟି ୱିକେଟ ମାତ୍ର ୨୯ ରନରେ…

୨୦୨୩ ଦିନିକିଆ ବିଶ୍ୱକପ: ଭାରତ ହାତରୁ ଖସିଯିବ କି ଆୟୋଜକ ଅଧିକାର !

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜନ ହେବ । ବିସିସିଆଇ ଓ ସରକାର ମଧ୍ୟରେ ଚାଲିଥିବା ଟ୍ୟାକ୍ସ ବିବାଦ ଯୋଗୁ ଭାରତ ହାତରୁ ଆୟୋଜନ ଅଧିକାର ଖସିଯାଇପାରେ । ଆଇସିସି ସ୍ପଷ୍ଟ ଭାବେ ବିସିସିଆଇକୁ ଏହି ବିବାଦର ସମାଧାନ କରିବା ପାଇଁ ଜଣାଇବା ପରେ ଉପରୋକ୍ତ ଆଶଙ୍କା ସୃଷ୍ଟି…

ବୋଲ୍ଟଙ୍କୁ ପଛରେ ପକାଇଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କୁ ପଛରେ ପକାଇ ସବୁଠାରୁ ଚର୍ଚ୍ଚିତ ଆଥଲେଟ ସାଜିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ଆକର୍ଷଣୀୟ ପ୍ରଦର୍ଶନ ଏବଂ ନମ୍ର ଓ ଭଦ୍ର ବ୍ୟକ୍ତିତ୍ୱ…

ଫିଫା ବିଶ୍ୱକପ : ଟ୍ରେଣ୍ଡ ହେଉଛି ଏସବିଆଇ ପାସବୁକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫାଇନାଲ ଏଥର ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ୨ଥର ଚାମ୍ପିୟନ ଆର୍ଜେଂଟିନା ଟିମ ୩୬ ବର୍ଷ ପରେ ପୁନର୍ବାର ବିଶ୍ୱକପ ଜିତିବା ସମ୍ଭାବନା ସୃଷ୍ଟି କରିଛି । ତେବେ ଆର୍ଜେଂଟିନା ଟିମ ଫାଇନାଲକୁ ଯିବା ପରେ ଭାରତର ଏସବିଆଇ ପାସବୁକ ଟ୍ରେଣ୍ଡ ହେବାରେ ଲାଗିଛି…

ପୁରୁଷ ଟି୨୦ରେ ସର୍ବନିମ୍ନ ସ୍କୋର କଲା ସିଡନୀ ଥଣ୍ଡର୍ସ

ସିଡନୀ: ସିଡନୀ ଥଣ୍ଡର୍ସ ପୁରୁଷ ଟି୨୦ କ୍ରିକେଟରେ ଏକ ଅଲୋଡା ରେକର୍ଡ କରିଛି । ବିଗବ୍ୟାଶ ଲିଗର ଏକ ମୁକାବିଲାରେ ସିଡନୀ ଟିମ ବିଶ୍ୱ କ୍ରିକେଟରେ ସର୍ବନିମ୍ନ ସ୍କୋର ୧୫ ରନ କରି ଅଲଆଉଟ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ଆଡିଲେଡ ଷ୍ଟାଇକର୍ସ ୧୪୦ ରନର ଟାର୍ଗେଟ ରଖିଥିଲା । କ୍ରିସ ଲେନ ୩୬ ଓ…

ରଣଜୀ ଟ୍ରଫି: ଡ୍ର ମ୍ୟାଚରେ ବରୋଦାକୁ ୩, ଓଡିଶାକୁ ୧ ପଂଏଟ

କଟକ: ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡିଶା ଓ ବରୋଦା ରଣଜୀ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ବରୋଦାକୁ ୩ ଓ ଓଡିଶାକ ୧ ପଂଏଟ ମିଳିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନକୁ ପିଛା କରି ବରୋଦା ୮ ୱିକେଟ ବିନିମୟରେ ୬୨୪ ରନ କରିଥିଲା । ଶାଶ୍ୱତ ରାଉତ…

ଡ୍ରାଇଭର ସିଟରେ ଭାରତ: ୫୧ ଇନିଂସ ପରେ ଶତକ ହାସଲ କଲେ ପୂଜାରା, ବାଂଲାଦେଶ ସମ୍ମୁଖରେ ୫୧୩ ରନର ଟାର୍ଗେଟ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଡ୍ରାଇଭର ସିଟରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୧୩ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୪୨ ରନ କରିଛନ୍ତି । ନଜମୁଲ ହୁସେନ ୨୫ ଓ…

୧୯ ବର୍ଷରୁ କମ ଟି୨୦ ବିଶ୍ୱକପ : ଆମେରିକା ଟିମ ଦେଖି ଲୋକେ କହିଲେ, ଏହା ଭାରତ ବି’ ଟିମ

ଡର୍ବାନ: ଦକ୍ଷିଣ ଆଫ୍ରିକାରେ ଆସନ୍ତା ମାସରୁ ଆରମ୍ଭ ହେବ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ । ଏ ନେଇ ଆଜି ଆମେରିକାର ଟିମ ଘୋଷଣା କରାଯାଇଥିଲା । ତେବେ ଏହି ଟିମର ଖେଳାଳିମାନଙ୍କ ନାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲା । ଅଧିକାଂଶ ଖେଳାଳି ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ…

ରଣଜୀ ଟ୍ରଫି: ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, ବ୍ୟାକଫୁଟରେ ଓଡିଶା

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିପକ୍ଷରେ ବରୋନା ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନ ଜବାବରେ ବରୋଦା ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୫ ୱିକେଟ ହରାଇ ୪୧୬ ରନ ସଂଗ୍ରହ କରି ନେଇଛି । ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ ପାଇଁ ବରୋଦାକୁ ଆଉ ୪୧ ରନ…