Latest Odisha News

BREAKING NEWS

Browsing Category

ଖେଳ

ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ପ୍ରତିନିଧିତ୍ୱ କରିବେ ଓଡିଶାର ୪ ଜିମ୍ନାଷ୍ଟ

ଭୁବନେଶ୍ୱର: ଓଡିଶାର ୪ଜଣ ଜିମ୍ନାଷ୍ଟ ଦେଶ ପକ୍ଷରୁ ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ ୨୦୨୫ରେ ପ୍ରତିନିଧିତ୍ୱ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିଛନ୍ତି । ଫ୍ରାନ୍ସ ଓ ହଙ୍ଗେରୀରେ ଏହା ଆୟୋଜିତ ହେବ । ଏମାନେ ସମସ୍ତେ ଓଡିଶା ଏଏମ/ଏନଏସ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ…

FIG World Challenge Cup 2025: ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ…

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ…

ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ ହେଉଛି ବିବର୍ଣ୍ଣ, ଅନୂପଯୋଗୀ

ପୁରୀରେ ଷ୍ଟାଡିୟମର ଘୋର ଆବଶ୍ୟକତା ଥିଲା । ବହୁତ ବର୍ଷ ମୁଣ୍ଡ ବାଡେଇବା ପରେ ପେଣ୍ଠକଟାରେ ମହା ଆଡମ୍ବରରେ ନିର୍ମାଣ ହେଲା ଶ୍ରୀଜଗନ୍ନାଥ ଷ୍ଟାଡିୟମ । ପାଣି ଭଳି ଅର୍ଥ ଖର୍ଚ୍ଚ ହେଲା । ୧୦୦ କୋଟି ଖର୍ଚ୍ଚ ହୋଇଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି । ଗତ ସରକାର ଯିବା ପୂର୍ବରୁ କଷ୍ଟମଷ୍ଟେ…

ଓଡିଶା ପ୍ରୋ ଟି୨୦ ଲିଗ: ବ୍ରେଟ ଲୀ, ଦେବାଶିଷ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ପାଇଁ ଓସିଏ ବ୍ରାଣ୍ଡ ଆମ୍ବାସଡରଙ୍କ ନାମ ଘୋଷଣା କରିଛି । ରବିବାର ଅଷ୍ଟ୍ରେଲିଆର ପୂର୍ବତନ ମହାନ ପେସ ବୋଲର ବ୍ରେଟ ଲୀ ଏବଂ ଓଡିଶା ତଥା ଭାରତର ପୂର୍ବତନ ବୋଲର ଦେବାଶିଷ ମହାନ୍ତି ଏହି ଲିଗର ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଓସିଏ ପକ୍ଷରୁ ଘୋଷଣା…

ଏସିଆ କପ କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ରହିବ ଅଲରାଉଣ୍ଡରଙ୍କ ଭୂମିକା

ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଏଥର ଟି୨୦ ଫର୍ମାଟରେ ୟୁଏଇରେ ଖେଳାଯିବ । ଏଥିପାଇଁ ସମସ୍ତ ଟିମ ପ୍ରସ୍ତୁତ ରହିଛନ୍ତି । ୟୁଏଇ ପିଚ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ ଓ ଅଭିଷେକ ଶର୍ମାଙ୍କ ପରି ଅଲରାଉଣ୍ଡର…

Hockey Asia Cup 2025:ଘରୋଇ ଗ୍ରାଉଣ୍ଡରେ ବିଜୟ ଧାରା ବଜାୟ ରଖିଲା ଭାରତ

ଭୁବନେଶ୍ବର: ଅଧିନାୟକ ହରମନପ୍ରୀତ ସିଂ (5',46')ଙ୍କ ଦୁଇଟି ଗୋଲ ବଳରେ ଭାରତ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ହାସଲ କରିଛି । ରବିବାର ପୁଲ ଏରେ ଜାପାନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ହରମନପ୍ରୀତ ମ୍ୟାଚର ୫…

ଡ୍ରିମ ୧୧ ପରେ କିଏ ହେବ ବିସିସିଆଇର ଜର୍ସି ସ୍ପନଶର

ନୂଆଦିଲ୍ଲୀ: ଅନଲାଇନ ଗେମିଂ ନେଇ ସରକାର କଡା ପଦକ୍ଷେପ ଗ୍ରହଣ କରିବା ପରେ ଡ୍ରିମ ୧୧ ବିସିସିଆଇର ସ୍ପନଶର ପଦରୁ ଓହରି ଯାଇଛି । ଯାହାକି ବୋର୍ଡ ପାଇଁ ସମସ୍ୟା ସୃଷ୍ଟି କରିଛି । ୨୦୨୫ରୁ ୨୮ ପର୍ଯ୍ୟନ୍ତ ଏକ ନୂତନ ଜର୍ସି ସ୍ପନଶର ଖୋଜା ଚାଲିଛି । ଏଥିପାଇଁ ନୂତନ ସ୍ପନଶରଙ୍କୁ ୪୫୦ କୋଟି ଟଙ୍କା…

ଆସନ୍ତୁ ଜାଣିବା ହ୍ୟାଟ୍ରିକ ନେବାରେ କେଉଁ ଦେଶର ବୋଲର ଆଗରେ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଜଣେ ବୋଲର ହ୍ୟାଟ୍ରିକ ନେବାକୁ ଏକ ବଡ ସଫଳତା ଭାବେ ଗଣନା କରାଯାଇଥାଏ । ଏହା ଦ୍ୱାରା ମ୍ୟାଚର ଗତିପଥ ବଦଳି ଯାଇଥାଏ । ଶ୍ରୀଲଙ୍କାର ଯୁବ ବୋଲର ଦିଲଶାନ ମଦୁଶଙ୍କା ନିକଟରେ ହ୍ୟାଟ୍ରିକ ୱିକେଟ ନେଇ ସମସ୍ତଙ୍କୁ ଚକିତ କରିଥିଲେ । ତେବେ କେଉଁ ଦେଶର ଖେଳାଳିମାନେ…

ଟି୨୦ ବିଶ୍ୱକପରେ ଭାରତର ମେଂଟର ହେବେ କି ଧୋନୀ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଆଗାମୀ ଏସିଆ କପ ପାଇଁ ମନୋନିବେଶ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହେବା ଆଶା ରଖିଛି । ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯାଉଥିବାରୁ ଟିମ ଇଣ୍ଡିଆକୁ ଏହା ଫାଇଦାରେ ରଖିବ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ପଦକ ନିଶ୍ଚିତ କଲେ ସାତ୍ୱିକ-ଚିରାଗ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ପଦକ ନିଶ୍ଚିତ କରିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ଭାରତୀୟ ଯୋଡିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । କ୍ୱାର୍ଟର ଫାଇନାଲରେ ସେମାନେ…