Latest Odisha News

BREAKING NEWS

Browsing Category

ଖେଳ

ଦୀର୍ଘ ଦିନ ପରେ ଅବସର କାହିଁକି ନେଲେ ଖୁଲାସା କଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ଯୁବରାଜ ସିଂ ୨୦୧୯ରେ ଅବସର ଘୋଷଣା କରିଥିଲେ । ଭଲ ଖେଳିବା ସତ୍ୱେ ସେ ହଠାତ କାହିଁକି ଅବସର ନେଲେ ସେ ସମ୍ପର୍କରେ ଯୁବରାଜ ଖୁଲାସା କରିଛନ୍ତି । ସେ ସମୟରେ ମୋତେ ଖେଳିବାକୁ ଆଉ ମଜା ଲାଗୁ ନ ଥିଲା । ଟିମ ମ୍ୟାନେଜମେଂଟ, ପରିବେଶ ଓ ସାଥୀ ଖେଳାଳିଙ୍କ…

ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବ୍ୟର୍ଥ: ଚତୁର୍ଥ ଟି୨୦ରେ ହାରିଲା ଭାରତ

ବିଶାଖାପାଟଣା: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚରେ ଭାରତ ୫୦ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୨୧୫ ରନ…

ଅଭିଷେକ ଶୀର୍ଷରେ, ସୂର୍ଯ୍ୟକୁମାରଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି

ନୂଆଦିଲ୍ଲୀ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ସେମାନଙ୍କ ର‌୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହେଉଛି । ଭାରତୀୟ ଟି୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି…

ଟି୨୦ ବିଶ୍ୱକପ: ରୋହିତ କହିଲେ ହାର୍ଦ୍ଦିକ, ଅର୍ଶଦୀପ ହେବେ ଭାରତର ଟ୍ରମ୍ପ କାର୍ଡ

ନୂଆଦିଲ୍ଲୀ: ଭାରତୀୟ ଟିମ ଏବେ ଟି୨୦ ବିଶ୍ୱକପ ୨୦୨୬ ପ୍ରସ୍ତୁତି ଜାରୀ ରଖିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ମାଧ୍ୟମରେ ଟିମ କମ୍ବିନେଶନ ପ୍ରସ୍ତୁତ କରାଯିବା ସହ ଫର୍ମ ଏବଂ ଫିଟନେସ ଉପରେ ନଜର ରଖାଯାଉଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂ ଏଥର ଭାରତ ପାଇଁ ଟ୍ରମ୍ପ…

କୋହଲି, ରୋହିତଙ୍କ ପ୍ରଭାବ: ବିସିସିଆଇ ନେବାକୁ ଯାଉଛି ବଡ ନିଷ୍ପତି

ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବା ପାଇଁ ପ୍ରଶଂସକ ସର୍ବଦା ଆଗ୍ରହ ପ୍ରକାଶ କରିଥାନ୍ତି । ଏହାର ଉଦାହରଣ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ମଧ୍ୟ ଦେଖିବାକୁ ମିିଳିଛି । ପ୍ରଶଂସକଙ୍କ ଆଗ୍ରହ ଦେଖି ବିସିସିଆଇ ଘରୋଇ କ୍ରିକେଟକୁ ନେଇ ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ…

IND vs NZ 4th T20I: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦

ବିଶାଖାପାଟଣା: ଆଜି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦। ଶୃଙ୍ଖଳା ଜିତି ସାରିଥିବାରୁ ବିଶାଖାପାଟଣାର ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯିବ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ। ଏହି ମ୍ୟାଚକୁ ଜିତି ୪-୦ରେ ଆଗୁଆ ରହିବା ଆଶାରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ…

ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ବରୋଦାରେ ମଦ୍ୟପାନ କରି ସେ ଗାଡି ଚଳାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ । ରାତି ୨ଟା୩୦ରେ ମାର୍ଟିନଙ୍କ କାର ସନ୍ତୁଳନ ହରାଇଥିଲା ଏବଂ ଜଣଙ୍କ ଘର ବାହାରେ ରହିଥିବା ୩ଟି କାର ସହ…

ସେହ୍ୱାଗଙ୍କୁ ଟାର୍ଗେଟ କଲେ ମୁସ୍ତାକ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ ସର୍ବଦା ରୋମାଂଚକ ସ୍ଥିତିରେ ପଂହଚିଥାଏ । ଏକ ପ୍ରତିଦ୍ୱନ୍ଦ୍ୱୀତା ବାତାବରଣ ସୃଷ୍ଟି ହୋଇଥାଏ । ପାକିସ୍ତାନର ମହାନ ସ୍ପିନର ସକଲେନ ମୁସ୍ତାକ ଏବେ ବୀରେନ୍ଦ୍ର ସେହ୍ୱାଗଙ୍କୁ ଟାର୍ଗେଟ କରି ବୟାନ ଦେଇଛନ୍ତି । ଯାହା ଭାରତୀୟ…

ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କଲେ ଅଲରାଉଣ୍ଡର ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ୨୦୧୬ ଜାନୁୟାରୀରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ହାର୍ଦ୍ଦିକ ଏହି ଅବସରରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଏହା ତ କେବଳ…

T20 World Cup 2026: ଟି୨୦ ବିଶ୍ବକପ-୨୦୨୬ ପାଇଁ ସ୍କଟଲାଣ୍ଡ ଟିମ୍‌ ଘୋଷିତ

ନୂଆଦିଲ୍ଲୀ: ସ୍କଟଲାଣ୍ଡ କ୍ରିକେଟ୍ ଆଇସିସି ଟି୨୦- ବିଶ୍ୱକପ୍-୨୦୨୬ ପାଇଁ ଏହାର ଦଳ ଘୋଷଣା କରିଛି। ବାଂଲାଦେଶ ବଦଳରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବାରୁ ସ୍କଟଲାଣ୍ଡର ପ୍ରବେଶକୁ ଏଥର ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଏହି ଅପ୍ରତ୍ୟାଶିତ ସୁଯୋଗ ସହିତ, ସ୍କଟଲାଣ୍ଡ ଏବେ ବଡ଼ ମଞ୍ଚରେ…