Latest Odisha News

BREAKING NEWS

Browsing Category

ଖେଳ

ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

କାନୁପର: ପ୍ରଥମ କ୍ରିକେଟ ଟେଷ୍ଟର ୪ର୍ଥ ଦିବସରେ ଟିମ ଇଣ୍ଡିଆ ୨୮୪ ରନର ଟାର୍ଗେଟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି । ଏହାର ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଗୋଟିଏ ଉଇକେଟ ହରାଇ ୪ରନ ସଂଗ୍ରହ କରିଛି । ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ…

ଜୁନିୟର ହକି ବିଶ୍ୱକପ : କ୍ୱାର୍ଟରରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତର ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ଶନିବାର ଭାରତ ଶୃଙ୍ଖଳିତ ପ୍ରଦର୍ଶନ କରିବା ସହ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବିଜୟ ଭାରତ ପାଇଁ ଜରୁରୀ ହୋଇ ପଡିଥିଲା ।…

ଅକ୍ଷରଙ୍କୁ ୫ ଉଇକେଟ, ଭାରତ ୬୩ ରନରେ ଅଗ୍ରଣୀ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ ଇନିଂସରେ ଭାରତ ୧ ଉଇକେଟ ବିନିମୟରେ ୧୪ ରନ କରି ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ଭାରତର…

ଓମିକ୍ରନକୁ ନେଇ ଭୟ, ମହିଳା ଜୁନିୟର ହକି ବିଶ୍ୱକପ ସ୍ଥଗିତ

ଲୌସାନ୍ନେ: କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଭୟ ଉପୁଜିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହେବା ପରେ ସାରା ବିଶ୍ୱ ପୁଣି ଚିନ୍ତାରେ ପଡି ଯାଇଛି । ଏଠାରେ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପକୁ ସ୍ଥଗିତ ରଖାଯାଇଛି । ଏହା ଡିସେମ୍ବର ୫ରୁ ଆରମ୍ଭ ହେବାକୁ…

ସନ୍ଦେହ ଘେରରେ ଭାରତ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: କରୋନାର ନୂତନ ଭ୍ୟାରିଆଂଟ ବି.୧.୧.୫୨୯ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି । ବୈଜ୍ଞାନିକମାନେ ଏହାକୁ ସବୁଠାରୁ ଘାତକ ବୋଲି ବିବେଚନା କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଂଟ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଭାରତ କ୍ରିକେଟ ଟିମ ଡିସେମ୍ବର ୧୭ରୁ ଏଠାରେ…

ନ୍ୟୁଜିଲାଣ୍ଡର ଦୃଢ଼ ବ୍ୟାଟିଂ: ୧୨୯/୦

କାନପୁର:ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ନ୍ୟୁଜିଲାଣ୍ଡ ଟିମର ପ୍ରଭାବ ରହିଥିଲା । ଭାରତକୁ ୩୪୫ ରନରେ ଅଲଆଉଟ କରିବା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଛି । ଟମ ଲାଥାମ ୫୦ ଓ ୱିଲ ୟଙ୍ଗଙ୍କ ୭୫ ରନ କରି…

୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ଅଷ୍ଟ୍ରେଲିଆ ଅଧିନାୟକ ହେଲେ କୁମିନ୍ସ

ମେଲବୋର୍ଣ୍ଣ: ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଆଶେସ ସିରିଜ ପାଇଁ ପେସ ବୋଲର ପ୍ୟାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିୟୋଜିତ କରାଯାଇଛି । ୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ୧୯୫୬ରେ ରେ…

ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ ମାରିଲେ ଶ୍ରେୟସ

କାନପୁର: ନ୍ୟୁଜିଲାଣ୍ଡ ଆଗରେ ପାଚେରୀ ହୋଇ ଠିଆ ହେଲେ ଶ୍ରେୟସ ଆୟାର । ପ୍ରଥମ ଟେଷ୍ଟରେ ମାରିଲେ ଶତକ । ଡେବ୍ୟୁ ମ୍ୟାଚରେ ସେଞ୍ଚୁରୀ ମାରିଛନ୍ତି ଶ୍ରେୟସ ଆୟାର୍ । ମାତ୍ର ୧୫୭ ବଲ୍ ଖେଳି ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ନିଜ ନାଁରେ କରିଛନ୍ତି । ଗତକାଲି ୭୫ ରନ୍ କି ନଟଆଉଟ୍ ଥିଲେ ଶ୍ରେୟସ ।…

ଶୁଭମନ, ଶ୍ରେୟାଶ, ଜାଡେଜାଙ୍କ ଅର୍ଦ୍ଧଶତକ: ଭାରତ ୨୫୮/୪

କାନୁପର: ପଦାର୍ପଣ ମ୍ୟାଚ ଖେଳୁଥିବା ଶ୍ରେୟାଶ ଆୟାର (୭୫ ନଟଆଉଟ) ଓ ରବୀନ୍ଦ୍ର ଜାଡେଜା(୫୦ ନଟଆଉଟ)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୪ ଉଇକେଟ ବିନିମୟରେ ୨୫୮ ରନ ସଂଗ୍ରହ କରିନେଇଛି । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ…

ବରୁଣଙ୍କ ଭେଡିଆର ଫାଷ୍ଟ ଲୁକ ପୋଷ୍ଟର ଜାରୀ

ମୁମ୍ବାଇ: ବରୁଣ ଧାୱନ ଓ କୃତି ସେନନଙ୍କ ଭେଡିଆର ଫାଷ୍ଟ ଲୁକ ପୋଷ୍ଟର ଆଜି ଜାରୀ କରାଯାଇଛି । ୨୫ ନଭେମ୍ବର ୨୦୨୨ରେ ଏହି ଫିଲ୍ମ ରିଲିଜ ହେବ । ବରୁଣ ସୋସିଆଲ ସାଇଟରେ ଏ ସମ୍ପର୍କରେ ସୂଚନା ଦେବା ସହ ଏହାର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି । ଏହି ହରର କମେଡି ଫିଲ୍ମର ନିର୍ଦ୍ଦେଶନା ଅମର କୌଶିକ…