Latest Odisha News

BREAKING NEWS

Browsing Category

ଖେଳ

ଟି୨୦ କ୍ରିକେଟ୍ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଆଜି ବିସିସିଆଇ ଉନ୍ମୋଚନ କରିଛି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି । ଏହି ଜର୍ସି ପିନ୍ଧି ଭାରତୀୟ ଖେଳାଳିମାନେ ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯାଗୀତାରେ ନଜର ଆସିବେ । ନୂଆ ଜର୍ସି କିଟ୍‌କୁ ବିଲିଅନ୍ ଚିଅର୍ସ ଜର୍ସି ଭାବେ ନାମିତ କରାଯାଇଛି । Presenting the Billion…

IPL ଦ୍ୱିତୀୟ କ୍ୱାଲିଫାୟାର: ଫାଇନାଲ୍ ଟିକେଟ ପାଇଁ ଦିଲ୍ଲୀ-କୋଲକାତା ଲଢ଼େଇ

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଆଇପିଏଲ୍ ମହାସମର । କିଏ ହେବ ଦ୍ୱିତୀୟ ଫାଇନାଲିଷ୍ଟ । ଆଜି ଦ୍ୱିତୀୟ କ୍ୱାଲିଫାୟାର ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଶାରହାଜ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଜବରଦସ୍ତ…

ମେଂଟର ଭୂମିକା ପାଇଁ କୌଣସି ପାରିଶ୍ରମିକ ନେବେନି ଧୋନୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ମେଂଟର କରାଯାଇଛି । ତାଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରି ବିିସିସିଆଇ ଏହି ଦାୟିତ୍ୱ ପ୍ରଦାନ କରିଛି । ଧୋନୀ ଏ ବାବଦକୁ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହସ୍ପଷ୍ଟ…

ଆଇପିଏଲ୍ ଏଲିମିନେଟର ମୁକାବିଲା: ବେଙ୍ଗାଳୁରୁକୁ ହରାଇଲା କୋଲକାତା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ୱାଦ): ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ଚୁରମାର ହୋଇଛି । ଗତକାଲି ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ବେଙ୍ଗାଳୁରୁକୁ ୪ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା…

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ପେଲେଙ୍କ ସହ ସମକକ୍ଷ ହେଲେ ଛେତ୍ରୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫୁଟବଲ ଖେଳାଳୀ ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋର କରିବା ମାମଲାରେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପେଲେ ୯୨ ମ୍ୟାଚରେ ୭୭ ଗୋଲ କରିଥିଲେ । ମାଲଡିଭସରେ ଖେଳା ଯାଉଥିବା ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟନଶିପରେ…

IPL ଫାଇନାଲରେ ଚେନ୍ନାଇ: ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଧୋନି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ । ନବର ଥର ଫାଇନାଲକୁ ଯାଇଛି ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାରରେ କମାଲ କଲେ ମାହି । ଶେଷ ଓଭରରେ ମୁମ୍ୱାଇ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ।…

ପୃଥ୍ୱୀ ଶ, ପନ୍ତଙ୍କ ଅର୍ଦ୍ଧଶତକ:ଚେନ୍ନାଇ ସମ୍ମୁଖରେ ୧୭୩ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର୍ଲିଂ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ଚୌକା (୨୮୮) ମାରିବାରେ ଆୟର୍ଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ପଲ ଷ୍ଟାର୍ଲିଂ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ଏହି ରେକର୍ଡକୁ ଭଙ୍ଗ କରିଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ଷ୍ଟାର୍ଲିଂ ୪ ଚୌକା…

ଥମାସ-ଉବେର କପ ବ୍ୟାଡମିଂଟନ: ସ୍ପେନ ବିପକ୍ଷରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ: ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ…

ଆଇପିଏଲ: ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କ୍ୱାଲିଫାୟର ମୁକାବିଲା

ଦୁବାଇ: ଆଇପିଏଲ ୨୦୨୧ର ପ୍ରଥମ ପ୍ଲେ ଅଫ ମୁକାବିଲା ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ବିଜେତା ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ଟିମକୁ ଏଥି ନିମନ୍ତେ ଆଉ ଏକ ସୁଯୋଗ ମିଳିବ । ଦ୍ୱିତୀୟ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ…