Latest Odisha News

BREAKING NEWS

Browsing Category

ଖେଳ

କୋହଲି, ଗେଲଙ୍କୁ ପଛରେ ପକାଇ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜମ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ୭୦୦୦ ରନ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ…

ପ୍ଲେ ଅଫ ପ୍ରବେଶ ନିଶ୍ଚିତ କଲା ବାଙ୍ଗାଲୋର

ଶାରଜା: ଚଳିତ ଆଇପିଏଲରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ ବିରାଟ କୋହଲିଙ୍କ ଟିମ୍ ପ୍ଲେଅଫ ପ୍ରବେଶ ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୬୪ ରନ କରିଥିଲା । ଗ୍ଲେନ ମ୍ୟାକ୍ସୱେଲ (୫୭),…

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ଶାରଜା: ଆଇପିଏଲର ଆଜି ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ କରିଥିଲା । ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ ୧୯.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ…

ଭୋଗ ପତ୍ରିକା କଭରରେ ସ୍ଥାନ ପାଇଲେ ୩ ଭାରତୀୟ ମହିଳା ଅଲିମ୍ପିଆନ

ନୂଆଦିଲ୍ଲୀ: ଲୋକପ୍ରିୟ ଭୋଗ ଇଣ୍ଡିଆ ପତ୍ରିକାର କଭରରେ ସ୍ଥାନ ପାଇଛନ୍ତି ଭାରତର ୩ ସଫଳ ମହିଳା ଅଲିମ୍ପିଆନ । ଏମାନେ ହେଲେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ବକ୍ସର ଲଭଲିନ ବୋରଗାହନ, ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଓ ଭାରୋତୋଳିକା ମୀରାବାଇ ଚାନୁ । ଟୋକିଓରେ ଭାରତ ସର୍ବଶ୍ରେଷ୍ଠ…

ଜାତୀୟ ସିନିୟର ପୁରୁଷ ହକି: ପ୍ରଶିକ୍ଷଣ ପାଇଁ ମନୋନୀତ ୩୦ ଜଣିଆ ଦଳରେ ୬ ଓଡିଆ

ଭୁବନେଶ୍ୱର: ହକି ଇଣ୍ଡିଆ ଶନିବାର ଜାତୀୟ ସିନିୟର ପୁରୁଷ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ୩୦ ଜଣିଆ ଦଳରେ ଓଡିଶାର ୬ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ୍, ଦୀପସାନ ତିର୍କୀ, ଶିଲାନ୍ଦା ଲାକ୍ରା, ନିଲମ ସଂଜୀପ ସେସ୍, ସୁମନ ବେକ୍ ଓ ଆଶିଷ କୁମାର ଟୋପ୍ନୋ। ନିକଟରେ…

ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅବସର ନେଲେ ୨ଦିନରେ ୩ ସିନିୟର ହକି ଖେଳାଳି

ଭୁବନେଶ୍ୱର: ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ୩୨ ବର୍ଷୀୟ ଏସଭି ସୁନୀଲ ଆଜି ହକିକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଜଣଙ୍କ ପରେ ଜଣେ ଏଥିରୁ ଅବସର ନେବା ଆରମ୍ଭ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ୨…

କୌଣସି ଖେଳାଳି କୋହଲିଙ୍କ ବିରୋଧରେ ଅଭିଯୋଗ କରି ନାହାନ୍ତି: ବିସିସିଆଇ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ କୌଣସି ଖେଳାଳି ଅଭିଯୋଗ କରି ନାହାନ୍ତି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁନ ଧୁମାଲ ଗୁରୁବାର କହିଛନ୍ତି । କେତେକ ଗଣମାଧ୍ୟମରେ ରୋହିତ ଶର୍ମା, କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରକାଶ…

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ୍ ସିଂହ

ଭୁବନେଶ୍ବର : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ଆଜି ବିଦ୍ଧିବଦ୍ଧ ଭାବେ ସେ ହକିକୁ ଅଲବିଦା କହିଥିବା ଘୋଷଣା କରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ । ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା ୨୦୧ ମ୍ୟାଚରେ…

ଟି୨୦ ବିଶ୍ୱକପ କ୍ରିକେଟ: ଟିମ ଇଣ୍ଡିଆରେ ପରିବର୍ତନ ଏକ ପ୍ରକାର ନିଶ୍ଚିତ !

ପୁରୀ: ୟୁଏଇରେ ଖେଳା ଯାଇଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଫର୍ମ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ଅପରପକ୍ଷରେ ସ୍ଥାନ ପାଇ ନ ଥିବା ବା…

ଆଇପିଏଲ: ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା କୋଲକାତା

ଶାରଜା: ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ଲୋ ସ୍କୋରିଂ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ଟିମ୍ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭…