Latest Odisha News

BREAKING NEWS

Browsing Category

ଖେଳ

୫୦ ବର୍ଷ ପରେ ଓଭାଲରେ ବିଜୟ ହାସଲ କଲା ଟିମ ଇଣ୍ଡିଆ

ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ…

ଦ୍ରୁତ ୧୦୦ ଉଇକେଟ ହାସଲରେ କପିଳଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରାହ

ନୂଆଦିଲ୍ଲୀ: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । କମ୍ ମ୍ୟାଚରେ ୧୦୦ ଉଇକେଟ ହାସଲ କରିବାରେ ସେ କପିଳ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି । ପୂର୍ବରୁ ଭାରତ ପକ୍ଷରୁ କପିଳ ଦେବ(୨୫ ମ୍ୟାଚରେ…

ଦ୍ୱିତୀୟ ଥର ପାଇଁ ପିତା ହେଲେ ଜୋସ ବଟଲର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ତାଙ୍କ ପତ୍ନୀ ଲୁଇସ ୱେବର ରବିବାର କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବଟଲର ତାଙ୍କ ଝିଅର ନାମ ମ୍ୟାଗି ରଖିଛନ୍ତି । ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ ପ୍ରଶଂସକଙ୍କ ସହ ଏହି ଖୁସି ଖବର…

ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଓଭାଲ: ଏଠାରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ୪ର୍ଥ ଦିବସରେ ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଛି । ରୋହିତ ଶର୍ମା (୧୨୭ରନ)ଙ୍କ ଚମତ୍କାର ଶତକ ପରେ ରିଷଭ ପନ୍ତ(୫୦) ଓ ଶାର୍ଦ୍ଦୁଳ ଠାକୁର(୬୦) ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ ସଂଗ୍ରହ…

ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ଶାସ୍ତ୍ରୀ କରୋନା ପଜିଟିଭ

ଓଭାଲ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଅବସରରେ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍‌କା ଲାଗିଛି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ହୋଇଛନ୍ତି । ସେ ଏବେ ଆଇସୋଲେସନରେ ରହିଛନ୍ତି । ଶାସ୍ତ୍ରୀଙ୍କ ସମେତ ୪ଜଣଙ୍କୁ ମଧ୍ୟ ଆଇସୋଲେଶସନରେ ରହିବା ପାଇଁ କୁହାଯାଇଛି । ସେମାନ ହେଲେ…

ମନେ ରହିବ ଟୋକିଓ ପାରାଲିମ୍ପିକ୍ସ: ୧୯ ପଦକ ଜିତିଲା ଭାରତ

ଟୋକିଓ: ଚଳିତର୍ଷ ପାରାଲିମ୍ପିକ୍ସରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ୧୯ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ଏହା ଭିତରେ ଅଛି ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଚ ମେଡାଲ୍ । ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ପଦକ ତାଲିକାର ଶ୍ରେଷ୍ଠ…

ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ କଲେ ରୋହିତ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଇନିଂସ ଆଧାରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ରହିଛନ୍ତି । ସଚିନ ୨୪୧ ଇନିଂସରେ ଏହି କୀର୍ତିମାନ କରିଥିବା ବେଳେ ରୋହିତ…

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ ଦେଲେ କୃଷ୍ଣା ନାଗର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଏଥର ସ୍ୱର୍ଣ୍ଣିମ ଇତିହାସ ଲେଖିଛି । ପାରା ବ୍ୟାଡିମିଣ୍ଟନରେ ଗତକାଲି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କୃଷ୍ଣା ନାଗର । ପୁରୁଷ ସିଙ୍ଗଲ୍ସ ଝଐ୬ ବର୍ଗ ଫାଇନାଲରେ ହଂକଂ ବ୍ୟାଡମିଣ୍ଟନ ତାରକା ଚୁ ମ୍ୟାନ୍ କାଇଙ୍କୁ…

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟରେ ରୌପ୍ୟ ଜିତିଲେ ନୋଏଡା ଜିଲ୍ଲାପାଳ ସୁହାସ ୟଥିରାଜ

ଟୋକିଓ: ଆଜି ଶେଷ ହେଉଛି ଟୋକିଓ ପାରାଲିମ୍ପିକ୍ସ । ଶେଷ ଦିନରେ ପଦକରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ପୁରୁଷ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି ନୋଏଡାର ଜିଲ୍ଲାପାଳ ସୁହାସ ୟଥିରାଜ । ଝଖ୪ବର୍ଗରେ ସେ ଫ୍ରାନ୍ସର ଲୁକାସ୍ ଜୁରଙ୍କଠାରୁ ହାରି ଯାଇଛନ୍ତି । କିନ୍ତୁ ଦେଶବାସୀଙ୍କ ହୃଦୟ…

ପାରା ଅଲିମ୍ପିକ୍ସ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଡାନିଏଲଙ୍କୁ…