Latest Odisha News

BREAKING NEWS

Browsing Category

ଖେଳ

ନୂଆ ଅଲିମ୍ପିକ୍‌ : ନାମ ପାଇବା ପାଇଁ ପ୍ରତିଯୋଗିତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଟୋକିଓ ଅଲିମ୍ପିକ୍ ସହିତ ତାଳ ଦେଇ ଆମ ଦେଶରେ ଗଣମାଧ୍ୟମ ଦ୍ୱାରା ଆଉ ଏକ ଅଲିମ୍ପିକ୍‌ ଚାଲୁଥିଲା । ସେହି ଅଲିମ୍ପିକ୍ ହେଉଛି ଖେଳାଳୀଙ୍କ ସଫଳତାକୁ ରାଜନୈତିକ ନେତାମାନେ ନିଜ ନାମରେ କରିବାର ପ୍ରତିଯୋଗିତା । ଯେତେବେଳେ ମୀରାବାଈ ଚାନୁ…

ଭିନେଶ ଫୋଗଟ ଅସ୍ଥାୟୀ ରୂପରେ ବାସନ୍ଦ, ସୋନମଙ୍କୁ ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଟୋକିଓ ଅଲିମ୍ପିକ୍ସରେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବା ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ ଆଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶୃଙ୍ଖଳିତ ଆଚରଣ ଯୋଗୁ ଭିନେଶଙ୍କୁ ଅସ୍ଥାୟୀ ଭାବେ ବାସନ୍ଦ କରାଯାଇଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ…

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କେର୍ଣ୍ଣସ ଗୁରୁତର

ମୁମ୍ବାଇ: ନ୍ୟୁଜିଲାଣ୍ଡ କ୍ରିକେଟର ମହାନ ଅଲରାଉଣ୍ଡର କ୍ରିସ କେର୍ଣ୍ଣସଙ୍କ ଅବସ୍ଥା ଗୁରୁତର ରହିଛି । ଏହି ପୂର୍ବତନ ଅଲରାଉଣ୍ଡରଜଣକ ଏବେ ଲାଇଫ ସପୋର୍ଟରେ ଅଛନ୍ତି । ଅପରେଶନ ଏବଂ ଚିକିତ୍ସା ସତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ଘଟୁ ନାହିଁ । ମୁଖ୍ୟ ଧମନୀର ଭିତର ଅଂଶ ଫାଟି ଯାଇଥିବା କୁହାଯାଇଛି…

ମେସି, ନେମାର ଏକତ୍ର ଖେଳିବେ !

ପ୍ୟାରିସ: ଫୁଟବଲ ପ୍ରଶଂସକଙ୍କ ପାଇଁ ବଡ ଖବର । ଫୁଟବଲ ଜଗତର ଦୁଇ ମହାନ ଖେଳାଳି ଲିଓନେଲ ମେସୀ ଓ ନେମାର ଏକତ୍ର ଖେଳିବାକୁ ଯାଉଛନ୍ତି । ଏହା ସହିତ ବୋନସ ଭାବେ କାଇଳିନ ଏମବାପେ ରହିବେ । ରିପୋର୍ଟ ମୁତାବକ ମେସି ପ୍ୟାରିସ ସେଂଟ ଜର୍ମାନ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଅବଶ୍ୟ ଏହି ଚୁକ୍ତିର…

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ, ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ !

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରାୟ ଏକ ଶତାବ୍ଦୀ ଧରି ଅପେକ୍ଷା କରିବା ପରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଏହାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୧୯୦୦ରେ ଗ୍ରେଟବ୍ରିଟେନ ଗେମ୍ସରେ ଶେଷ ଥର ପାଇଁ କ୍ରିକେଟକୁ ସାମିଲ…

ସ୍ୱଦେଶ ଫେରିଲେ ପଦକବୀର

ନୂଆଦିଲ୍ଲୀ: କ୍ରୀଡା ମାନଚିତ୍ରରେ ଭାରତର ସ୍ଥିତି ମଜଭୁତ କରିବା ପରେ ସ୍ୱଦେଶ ଫେରିଛନ୍ତି ଭାରତୀୟ ଆଥଲେଟ । ଟୋକିଓ ଅଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରି ୧ ସ୍ୱର୍ଣ୍ଣ ସହ ୭ ପଦକ ଜିତିଛି । ଅଲିମ୍ପିକ୍ସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ । ସ୍ମରଣୀୟ ପ୍ରଦର୍ଶନ ପରେ ଭାରତୀୟ ଆଥଲେଟ…

ଜୁନିୟର ଫେଡେରେଶନ କପରେ ଜୀଭା, ଏକ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ପଞ୍ଜାବର ସାଙ୍ଗରୁରୁରେ ଅନୁଷ୍ଠିତ ଜୁନିୟର ଫେଡେରେଶନ କପ ଆଥଲେଟିକ୍ସରେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରେସେସନ ଜୀଭା ଓ ଆର୍ଯ୍ୟନ ଏକ୍କା । ୧୧୦ ମିଟର ହର୍ଡଲର ଜୀଭା ଏବଂ ଏକ୍କା ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇ ପର୍ଫମାନ୍ସ ସେଂଟର (ଏଚପିସି)ରେ ପ୍ରଶିକ୍ଷଣ…

କାନ୍ଦି କାନ୍ଦି ବାର୍ସିଲୋନା ଛାଡିଲେ ମେସି

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆଖିରେ ଲୁହ ଆଜି ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କାନ୍ଦି କାନ୍ଦି ତାଙ୍କ ପ୍ରିୟ କ୍ଲବ ବାର୍ସିଲୋନା ଛାଡିଛନ୍ତି । ୧୩ ବର୍ଷରୁ ଏହି କ୍ଲବ ସହିତ ସେ ଜଡିତ ଥିଲେ । ଏବେ ବାର୍ସିଲୋନା…

ବିଶ୍ୱ ରେକର୍ଡଧାରୀ କିପଚୋଗେ ବଜାୟ ରଖିଲେ ଅଲିମ୍ପିକ ମାରାଥନ ଟାଇଟଲ

ଟୋକିଓ: କେନିୟାର ଷ୍ଟାର ଆଥଲେଟ ତଥା ବିଶ୍ୱରେକର୍ଡଧାରୀ ଇଲିଡ କିପଚୋଗେ ଅଲିମ୍ପିକ୍ସରେ ପୁନର୍ବାର ତାଙ୍କ ପ୍ରାଧାନ୍ୟ ବଳବତର ରଖିଛନ୍ତି । ପୁରୁଷ ମାରାଥନ ଟାଇଟଲରେ ସେ ସହଜରେ ନେଦରଲାଣ୍ଡ ଓ ବେଲଜିୟମର ଆଥଲେଟଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଟୋକିଓରେ ସେ ୨ ଘଂଟା ୮ ମିନିଟ ୩୮…

ଉଦଯାପନୀ ଉତ୍ସବରେ ୧୦ଜଣ ଅଫିସିଆଲଙ୍କୁ ଅନୁମତି

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଭାରତର କେବଳ ୧୦ଜଣ ଅଫିସିଆଲଙ୍କୁ ଯୋଗ ଦେବା ପାଇଁ ଅନୁମତି ମିଳିବ । ତେବେ ଖେଳାଳିଙ୍କ ଉପରେ କୌଣସି କଟକଣା ନାହିଁ । ଯେତେ ଜଣ ଆଥଲେଟ ଚାହିଁବେ ଏହି ଉତ୍ସବରେ ଯୋଗ ଦେଇପାରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତୀୟ…