Latest Odisha News

BREAKING NEWS

Browsing Category

ଖେଳ

୭ ବର୍ଷ ପରେ IPLରେ ବିକ୍ରି ହେଲେ ଚେତେଶ୍ବର ପୂଜାରା

ଚେନ୍ନାଇ : ଆଇପିଏଲ ୧୪ ତମ ସଂସ୍କରଣ ପାଇଁ ସରିଛି ଖେଳାଳି ନିଲାମ । ୭ ବର୍ଷ ପରେ ପୁଣି ଆଇପିଏଲରେ ଖୋଳିବାକୁ ସୁଯୋଗ ପାଇବେ ଚେତେଶ୍ବର ପୂଜାରା । ଆଜିର ନିଲାମ ପ୍ରକ୍ରିୟାରେ ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଶେଷଥର ପାଇଁ ୨୦୧୪ରେ ଆଇପିଏଲ ଖେଳିଥିଲେ…

ଆଇପିଏଲ ଟାଇଟଲ ସ୍ପନଶର ଭାବେ ଭିଭୋର ପ୍ରତ୍ୟାବର୍ତନ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଟାଇଟଲ ସ୍ପନଶର ଭାବେ ମୋବାଇଲ ପ୍ରସ୍ତୁତକାରୀ ଭିଭୋ କମ୍ପାନୀର ପ୍ରତ୍ୟାବର୍ତନ ହୋଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏ ନେଇ ସ୍ପଷ୍ଟ କରିଛନ୍ତି । ଡ୍ରିମ ଇଲେଭନ ସ୍ଥାନରେ ଭିଭୋ ୨୦୨୧ର ଟାଇଟଲ ସ୍ପନଶର ହେବ । ଭାରତ-ଚୀନ ବିବାଦ ଯୋଗୁ ଗତବର୍ଷ ଭିଭୋର…

ଶାହରୁଖ ଖାନ ୫ କୋଟି ୨୫ ଲକ୍ଷରେ ବିକ୍ରି!

ଚେନ୍ନାଇ: ସେ ବଲିଉଡର କିଙ୍ଗ ଖାନ ଆଉ ଏ ହେଉଛନ୍ତି କ୍ରିକେଟର କିଙ୍ଗ ଖାନ । ସିନେମାରେ ସାଇନ କଲେ କୋଟି କୋଟି ଟଙ୍କାର ବୋଲି ଲାଗେ । ଆଉ ଏ ଶାହରୁଖ ଙ୍କ ପାଇଁ ବି ଲାଗିଛି ଆଇପିଏଲର ବୋଲି । ତାଙ୍କୁ ୫କୋଟି ୨୫ ଲକ୍ଷ ଟଙ୍କାରେ ଶାହରୁଖ୍ ଖାନଙ୍କୁ କିଣିଛି ପଂଜାବ । ତାମିଲନାଡୁର ବିସ୍ଫୋରକ…

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ହ୍ୱିଲ୍ ଚେୟାର ଟେନିସ୍

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାରେ ହ୍ୱିଲ୍ ଚେୟାର ଟେନିସ । ଆସନ୍ତା ୧୯ ତାରିଖ ଠାରୁ ତିନି ଦିନିଆ ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା ଆୟୋଜିତ ହେବାକୁ ଯାଉଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଏହି କର୍ମଶାଳା ହେବ ।  ଯେଉଁଥିରେ ରାଜ୍ୟର ପାଖାପାଖି ୨୦…

ଆଇପିଏଲ ଇତିହାସରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଶ୍ରେଷ୍ଠ ୫ କ୍ରିକେଟର, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ୱର: ଆଜି ଆଇପିଏଲ ନିଲାମୀ ବେଳେ ଦକ୍ଷିଣ ଆଫ୍ରିକାର ଆଲରାଉଣ୍ଡର କ୍ରିସ୍ ମୋରିସ୍ ୧୬.୨୫ କୋଟି ନିଲାମ ସହିତ ଇତିହାସ ରଚିଛନ୍ତି । ଆଇପିଏଲ ଆରମ୍ଭ ହେବା ଦିନଠାରୁ ଏ ଯାଏଁ କୌଣସି ଖେଳାଳିଙ୍କ ପାଇଁ ଏହା ହେଉଛି ସର୍ବାଧିକ । ତେବେ ଆଇପିଏଲରେ ପ୍ରଥମ ସର୍ବାଧିକ ମୂଲ୍ୟ ହାସଲ କରିଥିବା…

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ୍‌, ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ

ଚେନ୍ନାଇ: ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ୍ ଆଇପିଏଲର ସବୁଠାରୁ ଦାମୀ ଖେଳାଳି । ଆଇପିଏଲ ନିଲାମୀରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ଇଲେଭେନ ପଂଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ପ୍ରୀତି…

ଅଷ୍ଟ୍ରେଲିଆନ ଓପନ ଟେନିସ: ସେରେନାଙ୍କୁ ହରାଇ ଫାଇନାଲରେ ପ୍ରବେଶ କଲେ ଓସକା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଗୁରୁବାର ଜାପାନର ନାଓମି ଓସକା ଆମେରିକାର ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେମିଫାଇନାଲ ମୁକାବିଲାରେ ଓସକା ୬-୩, ୬-୪ ସେଟରେ ସହଜ ବିଜୟ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ୨୪ତମ…

ଆଇପିଏଲ ଖେଳାଳି ନିଲାମ ଆଜି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳାଳି ନିଲାମ ଅପରାହ୍ନ ୩ଟାରୁ ଆରମ୍ଭ ହେବ । ୬୧ ଖେଳାଳିଙ୍କ ସ୍ଲଟ ଖାଲିଥିବା ବେଳେ ୨୯୨ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଆଶା କରାଯାଉଛି ୪୦-୪୫ ଖେଳାଳି ବିକ୍ରି ହୋଇପାରନ୍ତି । ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଓ ନ୍ୟୁଜିଲାଣ୍ଡର…

ଅବସର ନେଲେ କ୍ରିକେଟର ଆଲୋକ ମଙ୍ଗରାଜ

ଭୁବନେଶ୍ୱର: ଓଡିଶା କ୍ରିକେଟର ଡାହାଣହାତୀ ମିଡିୟମ ପେସ୍ ବୋଲର ଆଲୋକ ମଙ୍ଗରାଜ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଆଲୋକ ରାଜ୍ୟ କ୍ରିକେଟ ସହ ପ୍ରାୟ ୧୩ ବର୍ଷ ହେଲା ଯୋଡି ହୋଇ ରହିଛନ୍ତି । ୨୦୧୧ରେ ମୋହାଲିରେ ସେ ପଂଜାବ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ । ତାଙ୍କ…

ଶେଷ ୨ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଦଳ ଘୋଷଣା କରିଛି । ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହେଲେ ଦଳ ସହିତ ଯୋଗ ଦେବେ । ଶାହାବାଜ ନଦୀମ ଦଳରୁ ରିଲିଜ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ ସମାନ…