Latest Odisha News

BREAKING NEWS

Browsing Category

ଖେଳ

ବାରବାଟୀରେ ରୋହିତଙ୍କ ନୂଆ ବିଶ୍ୱ କୀର୍ତ୍ତିମାନ ବ୍ୟତୀତ ସମସ୍ତ ପୂର୍ବ ରେକର୍ଡ଼ ଜାଣନ୍ତୁ…

ଓଡ଼ିଶା କ୍ରୀଡ଼ାଜଗତର ଗର୍ବ ଓ ଗୌରବ ହେଉଛି କଟକସ୍ଥିତ ବାରବାଟୀ ଷ୍ଟାଡିୟମ । ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କୀର୍ତ୍ତିମାନ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଘୋଷିତ ହୋଇଛନ୍ତି ।…

ବ୍ୟାଡ଼ମିଣ୍ଟନରେ ସ୍ୱର୍ଣ୍ଣ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ଶ୍ୱେତପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ପୂର୍ବତନ ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିବା ୟୋନେକ୍ସ-ସନରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ ଓ ହରିଆନାର ଉଦୀୟମାନ ସଟ୍ଲର ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ବାରବାଟୀ ଦିନିକିଆ: ରୋହିତଙ୍କୁ ‘ପ୍ଲେୟାର ଅଫ ଦି ସିରିଜ’ କୋହଲୀ ଜିତିଲେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର

କଟକ: ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ୩ୟ ତଥା ଚୂଡ଼ାନ୍ତ ଦିବାରାତ୍ର ମ୍ୟାଚରେ ଭାରତ ମ୍ୟାଚ ଜିତିବା ସହିତ ଶୃଙ୍ଖଳାକୁ ୨-୧ରେ ଜିତିପାରିଛି । ୱେଷ୍ଟଇଣ୍ଡିଜ ଠାରୁ ସମସ୍ତ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି ଭାରତ ଏହି ଦିନିକିଆ ସିରିଜ୍ ଜିତିପାରିଛି । CHAMPIONS ??#INDvWI…

ବାରବାଟୀ ଦିନିକିଆକୁ ୪ ୱିକେଟରେ ଜିତିଲା ଭାରତ; ୨-୧ ରେ ଶୃଙ୍ଖଳା ହାସଲ

କଟକ: ଟିମ୍ ଇଣ୍ଡିଆ ଲାଗି ପୁଣିଥରେ ଓଡ଼ିଶାର ବାରବାଟୀ ଷ୍ଟାଡ଼ିୟମ୍ ଲକି ସାବ୍ୟସ୍ତ ହୋଇଛି । ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କରି ଦିନିକିଆ ଶୃଙ୍ଖଳାକୁ ୨-୧ରେ ହାତେଇ ନେଇଛି । Ravindra Jadeja ends on 39* as India win by four wickets! ? India…

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍ ରୋହିତ

କଟକ: କଟକ ବାରବାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ୯ ରନ କରିଥିବା ବେଳେ ଓପନର ଭାବେ ଶ୍ରୀଲଙ୍କାର ସନଥ ଜୟସୂରୀୟାଙ୍କ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସଂଗ୍ରହ କରିଥିବା…

ବାରବାଟୀ ଦିନିକିଆ: ଭାରତ ସାମ୍ନାରେ ୩୧୬ର ବିଜୟ ଲକ୍ଷ୍ୟ

କଟକ: ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଆଜି ଅନୁଷ୍ଠିତ ହେଉଥିବା ଦିବାରାତ୍ର କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୩୧୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୱେଷ୍ଟଇଣ୍ଡିଜ୍ ନିର୍ଦ୍ଦାରିତ ୫୦ ଓଭରରେ ୫ ୱିକେଟ ହରାଇ କରିଛି ୩୧୫ ରନ୍ । ବାରବାଟୀର…

ବାରବାଟୀରେ ଟସ୍ ଜିତିଲେ ବିରାଟ; ୱେଷ୍ଟଇଣ୍ଡିଜକୁ ଦେଲେ ବ୍ୟାଟିଂ…

କଟକ: ଐତିହାସିକ କଟକ ସହରରେ ଆଜି ବହୁଛି ପ୍ରବଳ କ୍ରିକେଟ ହାୱା । ବାରବାଟୀ ଷ୍ଟାଡ଼ିୟମ ଭିତରେ ୪୫,୦୦୦ରୁ ଅଧିକ ଦର୍ଶକ ୱେଷ୍ଟଇଣ୍ଡିଜ ବନାମ ଭାରତ ମ୍ୟାଚକୁ ଉପଭୋଗ କରୁଥିବା ବେଳେ ସାରା ଓଡ଼ିଶାର କ୍ରିକେଟପ୍ରେମୀ ଟିଭି ପରଦାରେ ଏହି ମ୍ୟାଚର ମଜ୍ଜା ନେଉଛନ୍ତି । ଭାରତୀୟ କପ୍ତାନ ଟସ୍ ଜିତି…

ବାରବାଟୀର ଅଜଣା କଥା; କେବେ କେତେ ଦିନିକିଆ କେଉଁ ଦଳ ଖେଳିଛନ୍ତି ଜାଣନ୍ତୁ…

କଟକ: କେବଳ ଓଡ଼ିଶା ନୁହେଁ ଭାରତୀୟ କ୍ରିକେଟ ଇତିହାସରେ କଟକ ବାରବାଟୀ ଷ୍ଟାଡ଼ିୟମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରିକେଟ ଷ୍ଟାଡ଼ିୟମରେ ବିଶ୍ୱକପ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାରତୀୟ ଦଳ ସମେତ ବିଶ୍ୱର ଶକ୍ତିଶାଳୀ କ୍ରିକେଟ ରାଷ୍ଟ୍ର ଗୁଡ଼ିକ ଏହି ପଡ଼ିଆରେ ମ୍ୟାଚ…

ଆଜି ବାରବାଟୀ ଦିନିକିଆ; ଭାରତ ନା ୱେଷ୍ଟଇଣ୍ଡିଜ୍ ? କିଏ ଜିତିବ ବାଜି

ବାରବାଟୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୧-୧ରେ ବରାବର ଥିବା ସିରିଜକୁ ଜିତିବା ଲକ୍ଷ୍ୟନେଇ ଉଭୟ ଭାରତ ଓ…

ବାରବାଟୀରେ ଜୟସୂରିଆଙ୍କ ୨୨ ବର୍ଷର ରେକର୍ଡ଼ ଭାଙ୍ଗି ପାରିବେ ରୋହିତ ଶର୍ମା !

କଟକ: ବାରବାଟୀରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ୨୨ ବର୍ଷ ତଳର ସନଥ ଜୟସୁରିୟାଙ୍କ ପୁରୁଣା ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଭାରତର ହିଟମ୍ୟାନ ରୋହିତ ଏହି ମ୍ୟାଚରେ ୯ ରନ ସଂଗ୍ରହ କଲେ ଶ୍ରୀଲଙ୍କାର ପୂର୍ବତନ…