Latest Odisha News

BREAKING NEWS

Browsing Category

ଖେଳ

ବାରବାଟୀ ଦିନିକିଆ: ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ ଲାଗି ଗାଇଡଲାଇନ୍ ଜାରି କଲା ପୋଲିସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଚୂଡାନ୍ତ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଦିନ ବାରବାଟୀ ଷ୍ଟାଡିୟମ୍ ମଧ୍ୟକୁ ଦର୍ଶକଙ୍କ ପ୍ରବେଶ…

୨୦୧୯ର ଟପ୍ ଟେନ୍ ମହିଳା ଖେଳାଳି; ତାଲିକାରେ ରହିଲେ ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ !

ନୂଆଦିଲ୍ଲୀ: ସୋସିଆଲ୍ ମିଡ଼ିଆ ଟ୍ୱିଟରରେ ପ୍ରକାଶିତ ‘ଦିସ୍ ହାପେନଡ଼ ୨୦୧୯’ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୦ ଜଣ ମହିଳା ଖେଳାଳୀଙ୍କ ତାଲିକା ପ୍ରକାଶିତ ହୋଇଛି । And these women made it to the top of the athletes list ?#ThisHappened2019 pic.twitter.com/i5y1P0HFMF —…

ରାହୁଲ୍ ଦ୍ରାବିଡ଼ଙ୍କ ପୁଅ ୧୪ ବର୍ଷରୁ କମ୍ କ୍ରିକେଟରେ କଲେ କମାଲ୍ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା 'ଦି ୱାଲ' ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କ ପୁତ୍ର ସମିତ ୧୪ ବର୍ଷରୁ କମ୍ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଧାରବାଡ ଜୋନ ବିପକ୍ଷରେ ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି।…

ବାରବାଟୀ ଦିନିକିଆ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦଳର ଅଭ୍ୟାସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ ଅଭ୍ୟାସ୍ ମ୍ୟାଚ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚିଛି । ପ୍ରାପ୍ତ…

ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମକୁ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମକୁ ନୂଆଦିଲ୍ଲୀସ୍ଥିତ ବସଭବନରେ ସାକ୍ଷାତ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

ବାରବାଟୀ ଦିନିକିଆ: ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

ଭୁବନେଶ୍ୱର: ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତୀୟ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ଖେଳାଳୀ । ସ୍ବତନ୍ତ୍ର ବିମାନ ଯୋଗେ ଗୁରୁବାର ଦିନ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଦଳ ପହଞ୍ଚିଛନ୍ତି। ଏହାପରେ କଡା ସୁରକ୍ଷା ଭିତରେ…

ବାରବାଟି ଦିନିକିଆ ମ୍ୟାଚ୍: କାଉଣ୍ଟରରେ ଆରମ୍ଭ ହେଲା ଟିକେଟ ବିକ୍ରି

କଟକ/ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ଅବସରରେ ଷ୍ଟାଡିୟମ୍ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ଗୁରୁବାର ଆରମ୍ଭ ହୋଇଛି । ଷ୍ଟାଡିୟମ୍…

୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳି ନୂଆ ରେକର୍ଡ଼ କଲେ କପ୍ତାନ କୋହଲୀ !

ବିଶାଖାପାଟଣା: ବିରାଟ କୋହଲି ୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଅବସରରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ମ୍ୟାଚ ବିଶାଖପଟମନରେ ଖେଳାଯାଉଛି । କୋହଲି ୮ମ ଭାରତୀୟ ଏବଂ ବିଶ୍ୱରେ ୩୩ତମ ଖେଳାଳି ଭାବେ ୪୦୦…

ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା: ସେହ୍ୱାଗ-ଗାଙ୍ଗୁଲିଙ୍କ କେଉଁ ରେକର୍ଡ଼ର ସମକକ୍ଷ ହେଲେ ଜାଣନ୍ତୁ…

ବିଶାଖାପାଟଣା: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ୨୮ତମ ଶତକ ହାସଲ କରିଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ଓ ଓଭରାଲ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ଦକ୍ଷିଣ…

ଦମଦାର୍ ବ୍ୟାଟିଂ ସହ କୁଲଦୀପଙ୍କ ହ୍ୟାଟ୍ରିକ୍; ୧୦୭ ରନରେ ଟିମ୍ ଇଣ୍ଡିଆ ଜିତିଲା ମ୍ୟାଚ୍

ବିଶାଖାପାଟଣା: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ନିଖୁଣ ବୋଲିଂ ଆଗରେ ହାର୍ ମାନିଛି ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ୍ ଦଳ । ପ୍ରଥମ ଦିନିକିଆ ଜିତି ଦୃଢ ମନୋବଳ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍ ଦଳକୁ ବିଶାଖାପାଟଣା ଦିନିକିଆରେ ଭାରତ ୧୦୭ ରନରେ ପରାସ୍ତ କରି ଶୃଙ୍ଖଳାକୁ…