Latest Odisha News

BREAKING NEWS

Browsing Category

ଖେଳ

ଟସରେ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଓଭାଲ: ଆଜି ସ୍ଥାନୀୟ ଓଭାଲଠାରେ ଅନୁଷ୍ଠିତ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ମ୍ୟାଚର ସବୁଠୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ । ପ୍ରଥମେ ଟସରେ ଜିତି ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ ଓପନର୍ ରୋହିତ…

ଆଜି କିଏ ଜିତିବ ବଡ଼ ମ୍ୟାଚ୍ ? ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡ୍ଡା ଟକ୍କର୍

ଇଂଲଣ୍ଡରେ ଚାଲିଥିବା କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ ପ୍ରତିଯୋଗିତାର ସବୁଠୁ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି । କ୍ରିକେଟ ବିଶାରଦଙ୍କ କହିବାନୁଯାୟୀ, ଚଳିତତ ବିଶ୍ୱକପର ଦୁଇ ପ୍ରମୁଖ ଦାବିଦାର୍ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ଲଣ୍ଡନରେ ଅନୁଷ୍ଠିତ ହେଉଛି ବଡ଼…

ମନପ୍ରୀତଙ୍କ ୨ଟି ଚମତ୍କାର ଗୋଲ, ଭାରତ ୩-୧ରେ ବିଜୟୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମର ଭରପୁର ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରି ପୋଲାଣ୍ଡକୁ ୩-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି । ଏଫଆଇଏଚ ସିରିଜ୍ ଫାଇନାଲ୍ସରେ ଭାରତ କ୍ରମାଗତ ଭାବେ ଦ୍ୱିତୀୟ ବିଜୟ ହାସଲ କରି ୬ ପଏଣ୍ଟ ହାସଲ କରିପାରିଛି । ଭାରତୀୟ ହକି ଦଳକୁ…

ଏଫଆଇଏଚ ଫାଇନାଲ୍ସ: ଋୁଷିଆକୁ ୧୦ – ୦ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଏଫଆଇଏଚ ପୁରୁଷ ଫାଇନାଲ୍ସ ପ୍ରତିଯୋଗିତାରେ ଆୟୋଜକ ଭାରତ ଋଷିଆ ବିପକ୍ଷରେ ୧୦ଟି ଗୋଲ୍ ସ୍କୋର କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି ସନ୍ଧ୍ୟା ୭ଟା ସମୟରେ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଘରୋଇ ଦର୍ଶକଙ୍କ…

କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଏଫଆଇଏଚ୍ ହକି ଟକ୍କର୍: ଋୁଷିଆକୁ ଭେଟୁଛି ଭାରତ

ଭୁବନେଶ୍ୱର: ଭାରତର ସ୍ପୋର୍ଟସ କ୍ୟାପିଟାଲ୍ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେଉଛି ପୁରୁଷ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ । ଏହି ହକି ପ୍ରତିଯୋଗିତାରେ ୮ଟି ରାଷ୍ଟ୍ର ଅଂଶ ଗ୍ରହଣ କରୁଥିଲେ ମଧ୍ୟ ଭାରତ ଟୁର୍ଣ୍ଣାମେଣ୍ଟର ଫେବରିଟ୍ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟର ଦୁଇଟି…

ରୋହିତଙ୍କ ଧୁଆଁଧାର ଶତକ, ବିଜୟରୁ ଆରମ୍ଭ ହେଲା ଭାରତର ବିଶ୍ୱକପ ଅଭିଯାନ…

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଆକର୍ଷଣୀୟ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଉପ-ଅଧିନାୟକ ରୋହିତ ଶର୍ମାଙ୍କ ଧୁଆଁଧାର ଶତକ ଏବଂ ଚହଲଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିପାରିଛି ।…

ଦକ୍ଷିଣ ଆଫ୍ରିକାକୁ ୨୨୭ ରନରେ ଅଟକାଇଲେ ଭାରତୀୟ ବୋଲର୍

ସାଉଥମ୍ପଟନ: ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଆଗରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଅଧିକ ରନ କରିବାକୁ ସକ୍ଷମ ହୋଇପାରିନାହାନ୍ତି । ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଭାରତୀୟ ବୋଲରଙ୍କ ସୁନ୍ଦର ବୋଲିଂ…

ବିଶ୍ୱକପ କ୍ରିକେଟ: ଆଜି ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକାକୁ ଭେଟୁଛି ଭାରତ

ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ ଆଇସିସି ବିଶ୍ୱକପ କ୍ରିକେଟରେ ଭାରତ ଆଜି ତା’ର ଅଭିଯାନ ଆରମ୍ଭ କରୁଛି । ବିରାଟ ବାହିନୀ ବିଶ୍ୱକପର ପ୍ରଥମ ମ୍ୟାଚରେ ଭେଟୁଛି ଦକ୍ଷିଣ ଆଫ୍ରିକା ଦଳକୁ । ବିଶ୍ୱକପର ପ୍ରମୁଖ ଦାବିଦାର ଦଳଭାବେ କ୍ରିକେଟ ପଣ୍ଡିତମାନେ ଆଜିର ମ୍ୟାଚକୁ ଅପେକ୍ଷା କରିଛନ୍ତି ।…

ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ପରାସ୍ତ କଲା ବାଂଲାଦେଶ

ଓଭାଲ୍: ୨୦୧୯ ବିଶ୍ୱକପରେ ବାଂଲାଦେଶ କ୍ରିକେଟ ଦଳ ଟୁର୍ଣ୍ଣାମେଣ୍ଟରେ ‘ଡ଼ାର୍କ ହର୍ଷ’ ସାବ୍ୟସ୍ତ ହୋଇଛି । ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ଦେଶକୁ ଏହି ବିଶ୍ୱକପର ଏକ ମ୍ୟାଚରେ ବାଂଲାଦେଶ ଦଳ ୨୧ରନରେ ପରାସ୍ତ କରି କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଛି । ପଡ଼ିଆରେ ଏକ ଚାମ୍ପିୟନ ଟିମ୍ ପରି…

ବିଶ୍ୱକପ କ୍ରିକେଟ: ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

କାର୍ଡ଼ିଫ: ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ କ୍ୟାପଟେନ ୱିଲିୟମସନ ଟସରେ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ପେସ୍…