Latest Odisha News

BREAKING NEWS

Browsing Category

ଖେଳ

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବିଳମ୍ବ, ବର୍ଷା ସାଜିଲା ବାଧକ

ନଟିଂହାମ: ବିଶ୍ୱକପ କ୍ରିକେଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ଦୁଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେଉଛି । ପ୍ରବଳ ବର୍ଷା ଯୋଗୁଁ ଷ୍ଟାଡ଼ିୟମରେ ବର୍ଷା ଜଳ ନିଷ୍କାସନ କରିବାରେ ସମୟ ଲାଗୁଥିବାରୁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ଘଟୁଛି । ଦୁଇ ଅମ୍ଫାୟାର…

ଆଜି ନ୍ୟୁଜିଲାଣ୍ଡକୁ ଭେଟୁଛି ଭାରତ, କ୍ରମାଗତ ମ୍ୟାଚ ଜିତିବା ଲକ୍ଷ୍ୟରେ ବିରାଟ କୋହଲୀ

ନଟିଂହାମ: ଇଂଲଣ୍ଡ ଓ ୱେଲ୍ସରେ ଚାଲିଥିବା ଆଇସିସି ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ରୋଚକପୂର୍ଣ୍ଣ ମ୍ୟାଚରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । କେନ୍ ୱିଲିୟମସନଙ୍କ କିୱିଦଳ ଏବଂ ବିରାଟଙ୍କ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଅପରାଜେୟର…

ବିଶ୍ୱକପ କ୍ରିକେଟ: ଆହତ ଧାୱନଙ୍କ ବଦଳରେ ଖେଳିବେ ରିଷଭ ପନ୍ଥ

ମୁମ୍ବାଇ: ଟିମ ଇଣ୍ଡିଆର ଦୁର୍ଦ୍ଧଶ ଓପନର୍ ଶିଖର ଧାୱନ ଆହତ ହୋଇଥିବା ଯୋଗୁଁ ତାଙ୍କ ବଦଳରେ ରିଷଭ ପନ୍ଥଙ୍କୁ ଦଳରେ ଅନ୍ତଭୃକ୍ତ କରାଯାଇଛି । ଭାରତୀୟ ଦଳ ଗୁରୁବାର ଦିନ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଏହି ମ୍ୟାଚରେ ଧାୱନଙ୍କ ସ୍ଥାନ ନେବେ ରିଷଭ ପନ୍ଥ ବୋଲି ଗଣମାଧ୍ୟମ ସୂତ୍ରୁ ଜଣାପଡ଼ିଛି ।…

ଜାତୀୟ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଭାଲେନା ଭାଲେଣ୍ଟିନା

ଭୁବନେଶ୍ୱର : ଚେନ୍ନାଇରେ ଆୟୋଜିତ ସିନିୟର୍ ନ୍ୟାସନାଲ୍ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶାର ଭାଲେନା ଭାଲେଣ୍ଟିନା । ଯାହା ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛି । ଜାତୀୟ ସ୍ତରର ଇଭେଣ୍ଟରେ ଏହା ତାଙ୍କର ୧୦ମ ସ୍ୱର୍ଣ୍ଣ ପଦକ ବୋଲି ସୂଚନା ମିଳିଛି । ସେ ନିଜର…

ଭାରତୀୟ ଦଳକୁ ବଡ଼ ଝଟକା, ଆହତ ଯୋଗୁଁ ଟିମରୁ ବାଦ ପଡ଼ିଲେ ଧାୱନ…

ଲଣ୍ଡନ: ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିରୁଦ୍ଧ ମ୍ୟାଚରେ ଧୁଆଁଧାର ଶତକ ଅର୍ଜନ କରି କଙ୍ଗାରୁଙ୍କୁ ଧୁଳି ଚଟାଇଥିବା ଶିଖର ଧାୱନ ଏବେ ଆହତ । ଆସନ୍ତା ତିନି ସପ୍ତାହ ଲାଗି ସେ ଦଳ ଲାଗି ମ୍ୟାଚ ଖେଳିପାରିବେନି । ଆହତ ଜନିତ କାରଣରୁ ଶିଖର ଆସନ୍ତା ତିନି ସପ୍ତାହ ଧରି କ୍ରିକେଟ ଖେଳିପାରିବେନି । ସବୁଠୁ…

ଉଜବେକିସ୍ତାନକୁ ୧୦ଟି ଗୋଲ୍ ଦେଇ ଭାରତ ଏଫଆଇଏଚ ସେମିଫାଇନାଲରେ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ସୋମବାର ଦିନ ଏକ ପୁଲ୍ ମ୍ୟାଚରେ ଘରୋଇ ଭାରତୀୟ ଦଳ ଅପେକ୍ଷାକୃତ ଦୁର୍ବଳ ଦଳ ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରିଛି…

୨୦୧୧ ବିଶ୍ୱକପ ହିରୋ ଯୁବରାଜ ସିଂହଙ୍କ କ୍ରିକେଟରୁ ଅବସର ଘୋଷଣା

ମୁମ୍ବାଇ: ୨୦୧୯ ଆଇସିସି ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ରବିବାର ଦିନ ଦୁର୍ଦ୍ଦଶ ଭାରତୀୟ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମକୁ ପରାସ୍ତ କରିଥିବା ବେଳେ ସୋମବାର ଦିନ ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂହ ଆନ୍ତର୍ଜାତୀୟ କ୍ରିକେଟରୁ ସବୁଦିନ ଲାଗି ଅବ୍ୟାହତି ଘୋଷଣା କରିଛନ୍ତି । ଏହି ୩୭…

ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କଲା ଭାରତ

ଓଭାଲ: ବିଶ୍ୱକପ କ୍ରିକେଟର ଏକ ପ୍ରତିଦ୍ୱନ୍ଦିତା ମୂଳକ ମ୍ୟାଚରେ ରବିବାର ଦିନ ବିଶ୍ୱର ଦୁଇ ଶକ୍ତିଶାଳୀ ଟିମଙ୍କ ମଧ୍ୟରେ ହୋଇଥିଲା କଡ୍ଡା ଟକ୍କର୍ । ଏହି ମୁକାବିଲାରେ କଙ୍ଗାରୁ ଦଳକୁ ଧୁଳି ଚଟାଇ ଭାରତ ମାରିନେଲା ଜିତାପଟ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କଲା ଦୁର୍ଦ୍ଦଶ…

ଧାୱନଙ୍କ ଧୁଆଁଧାର ଶତକ, କଙ୍ଗାରୁ ବିପକ୍ଷରେ ଭାରତର ବିଶାଳ ୩୫୨ ରନ

ଓଭାଲ: ଷ୍ଟାଇଲିସ୍ ଓପନର୍ ଶିଖର ଧାୱନଙ୍କ ଧୁଆଁଧାର ଶତକ ବଳରେ ଭାରତ ଅଷ୍ଟ୍ରେଲିଆ ବିରୁଦ୍ଧରେ ବିଶାଳ ୩୫୨ ରନ ସ୍କୋର କରିପାରିଛି । ବିଶ୍ୱକପରେ ଆଜି ଭାରତୀୟ ବ୍ୟାଟ୍ସମ୍ୟାନ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ସାମ୍ନାରେ ଏକ ଲଢୁଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସରେ ଜିତି…

ଟସରେ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଓଭାଲ: ଆଜି ସ୍ଥାନୀୟ ଓଭାଲଠାରେ ଅନୁଷ୍ଠିତ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ମ୍ୟାଚର ସବୁଠୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ । ପ୍ରଥମେ ଟସରେ ଜିତି ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ ଓପନର୍ ରୋହିତ…