Latest Odisha News

BREAKING NEWS

Browsing Category

ଖେଳ

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲର କାଠରେ ତିଆରି ହେଲା ଷ୍ଟାଡିିିୟମ

ଟୋକିଓ: ଜାପାନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇ ପାଇଁ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହାର ମୂଖ୍ୟ କାରଣ ହେଲା ୨୦୧୧ ସୁନାମୀରେ କ୍ଷତିଗ୍ରସ୍ତ ହୋଇଥିବା ଜଙ୍ଗଲର କାଠରେ ଏହା ନିର୍ମିତ୍ ହୋଇଛି । ଷ୍ଟାଡିୟମ ମାଧ୍ୟମରେ ଜାପାନ ପ୍ରକୃତି ସହ ଯୋଡି ହୋଇ…

ସେହ୍ୱାଗଙ୍କୁ ପଛରେ ପକାଇ ନୂଆ ରେକର୍ଡ଼ କଲେ ଷ୍ଟିଭ୍ ସ୍ମିଥ୍ !

ମୁମ୍ବାଇ: ଏପର୍ଯ୍ୟନ୍ତ ଦ୍ରୁତତମ ଇନିଂସରେ ରନ ସଂଗ୍ରହ ରେକର୍ଡ଼ ଦୁର୍ଦ୍ଦଶ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ନାମରେ ଥିଲା । ତେବେ ୧୨୬ ଇନିଂସରେ ୭୦୦୦ ରନ କରି ଷ୍ଟିଭ୍ ସ୍ମିଥ୍ ସେହ୍ୱାଗଙ୍କ ନାମରେ ଥିବା କିର୍ତ୍ତୀମାନକୁ ଭଙ୍ଗ କରିଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍…

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ୨୦୨୦: ଓଡ଼ିଶା ଆୟୋଜକଙ୍କ ପ୍ରସ୍ତୁତିକୁ ଫିଫା ପ୍ରତିନିଧିଦଳର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ମ୍ୟାଚ । କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ଏବଂ ଆୟୋଜକଙ୍କ ପ୍ରସ୍ତୁତି ଲାଗି ତତ୍ପରତାରେ ସନ୍ତୋଷ ପ୍ରକାଶ କରିଛନ୍ତି ଫିଫା ପ୍ରତିନିଧି ଦଳ । ଏନେଇ ଟୁର୍ଣ୍ଣାମେଣ୍ଟର ଫିଫା…

‘ଦକ୍ଷିଣ ଏସୀୟ କ୍ରୀଡା’ ପାଇଁ ଜାତୀୟ ମହିଳା ଫୁଟବଲ ଦଳରେ ସାମିଲ ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରେ ନେପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା 'ଦକ୍ଷିଣ ଏସୀୟ କ୍ରୀଡା' ପାଇଁ ୨୦ ଜଣିଆ ଜାତୀୟ ମହିଳା ଦଳରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଜବାମଣି ଟୁଡୁ। ଜବାମଣି ୨୦୧୫ ମସିହାରେ ୧୬ ବର୍ଷରୁ କମ ଏସିଆନ ଫୁଟବଲ କନଫେଡେସନ (ଏଏଫସି)ରେ ଭାରତର…

ଓଡ଼ିଶାରେ ପୁଣି ଥରେ ଆୟୋଜିତ ହେବ ‘ବିଶ୍ୱକପ ହକି’ !

ଭୁବନେଶ୍ୱର: ଓଡ଼ିଶା ସଫଳତାର ସହ ବିଶ୍ୱକପ ହକି ଆୟୋଜନ କରିବା ପରେ ଏବେ ପୁଣିଥରେ ରାଜ୍ୟକୁ ହକି ବିଶ୍ୱକପ ଆୟୋଜନ କରିବାର ସୁଯୋଗ ମିଳିଛି । ଆଗାମୀ ୨୦୨୩ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟଓଡ଼ିଶାରେ ହେବ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ ଏକ ବଡ଼ ଘୋଷଣା…

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ: ନଭେମ୍ବର ୨୯ରେ କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନ କରିବ ଫିଫା ଟିମ୍

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ୍ ଫେଡ଼େରେସନ ଅଫ ଆସୋସିଏସନ ଫୁଟବଲ୍ ‘ଫିଫା’ର ଏକ ପ୍ରତିନିଧି ଦଳ ଏକ ୬ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫିଫାର ଏହି ପ୍ରତିନିଧି ଦଳ ଭାରତରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲାଗି ଆସନ୍ତା ନଭେମ୍ବର ୨୯ ତାରିଖରେ…

ଭାରତ-ୱେଷ୍ଟଇଣ୍ଡିଜ କ୍ରିକେଟ ସିରିଜ; କେବେ ଓ କେଉଁଠି ଜାଣନ୍ତୁ…

ଭୁବନେଶ୍ୱର: ଏବେ ଭାରତ ଗସ୍ତରେ ରହିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ଆସନ୍ତା ଡ଼ିସେମ୍ବର ୬ରୁ ୨୨ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଏହି ଗସ୍ତକ୍ରମରେ ଭାରତ ସହିତ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ । ନିକଟରେ ଭାରତ ଘରୋଇ ପିଚରେ ବାଂଲାଦେଶ ଦଳକୁ ଉଭୟ ଟି-୨୦ ଏବଂ…

ବାଂଲାଦେଶ କ୍ରିକେଟ ବୋର୍ଡ଼ ୭ ଜଣ ଖେଳାଳି ଦେବାକୁ ବିସିସିଆଇକୁ କରିଛି ଅନୁରୋଧ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ( ବିସିସିଆଇ)କୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ୭ ଜଣ ଭାରତୀୟ ଖେଳାଳି ଦେବାକୁ ଅନୁରୋଧ କରିଛି । ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ବିଶ୍ୱ ଏକାଦଶ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚରେ ଏସିଆ ଏକାଦଶ ପାଇଁ ୭ ଜଣ ଭାରତୀୟ ଖେଳାଳିଙ୍କୁ ଦେବାକୁ…

ବାରବାଟୀରେ ଭାରତ- ୱେଷ୍ଟଇଣ୍ଡିଜ ମ୍ୟାଚ: ପ୍ରସ୍ତୁତି ସମୀକ୍ଷା କଲେ ଡିସିପି

କଟକ: ଡିସେମ୍ବର ମାସ ୨୨ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରର ହେବାକୁ ଯାଉଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ଡିସିପି ଓ ଓସିଏ କର୍ତ୍ତୃପକ୍ଷ । ଓସିଏ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କଟକ ଡିସିପି ପୁରା ପ୍ରସ୍ତୁତି ଓ…

‘ଏକଲବ୍ୟ ପୁରସ୍କାର ୨୦୧୯’ ପାଇଁ ଯୋଗ୍ୟ ବିବେଚିତ ହେଲେ ଝିଲ୍ଳୀ ଦଳବେହେରା

ଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲ୍ଳୀ ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ…