Latest Odisha News

BREAKING NEWS

Browsing Category

ଲକ୍‌ଡାଉନ ଡାଏରୀ

ଲକ୍‌ଡାଉନ୍ ଡାଏରୀ: ସବୁବେଳେ ବ୍ୟସ୍ତ ରହୁଥିବା ସଂଜୟ ହଂସ୍‌ଙ୍କ ଫୋକସ୍ ଏବେ ଫିଟନେସ୍ ଉପରେ

ଭୁବନେଶ୍ୱର: ବର୍ତ୍ତମାନର ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ସମସ୍ତେ ଏବେ ଘରେ । ତେବେ ବ୍ୟସ୍ତବହୂଳ ଜୀବନରେ ନିଜ ପାଇଁ ସମୟ ପାଉନଥିବା ଅନେକ ବ୍ୟକ୍ତି ଏବେ ନିଜ ପସନ୍ଦର କାର୍ଯ୍ୟକୁ ସମୟ ଦେବା ଆରମ୍ଭ କରିଛନ୍ତି । ଆଜିର ଲକ୍‌ଡାଉନ୍ ଡାଏରୀରେ ଆସନ୍ତୁ ଜାଣିବା ପ୍ରସିଦ୍ଧ…

ଲକ୍‌ଡାଉନ୍ ଡାଏରୀ: ରୋଷେଇ ଶିଖା, ପେଣ୍ଟିଂ ଓ ନୃତ୍ୟ ଅଭ୍ୟାସରେ କଟୁଛି ଚୁଲ୍‌ବୁଲି ଭୂମିକାଙ୍କ ଦିନ

ଭୁବନେଶ୍ୱର: ଲକ୍ ଡାଉନକୁ ଦୁଇ ସପ୍ତାହ ବିତିଲାଣି । ଲୋକେ ଘର ଭିତରେ ରହି ରହି ବିରକ୍ତ ହୋଇଗଲେଣି । ପିଲାଙ୍କ ପାଇଁ ସ୍କୁଲ କଲେଜ ମନା ସେପଟେ ଖେଳ ପଡିଆ ବି ମନା । ତେଣୁ ଘରେ ରହି ରହି ସମସ୍ତେ ଅଣନିଶ୍ୱାସୀ ପ୍ରାୟ । ତେବେ ଏସବୁ ଭିତରେ ବ୍ୟସ୍ତବହୁଳ ଜୀବନରେ କେବେ ବେଶୀ ସମୟ ଘରେ ରହିବାର…

ଲକ୍‌ଡାଉନ ଡାଏରୀ : ମନ ପସନ୍ଦର ବ୍ୟଞ୍ଜନ ରୋଷେଇରେ ଫୋକସ୍ କରୁଛନ୍ତି ଶିକ୍ଷାବିତ୍ ବିଜୟ ସାହୁ

ଭୁବନେଶ୍ୱର: ଦେଶବ୍ୟାପୀ ଏବେ ୨୧ ଦିନିଆ ଲକ୍‌ଡାଉନ ଚାଇିଥିବାରୁ ସମସ୍ତେ ଘରେ ରହୁଛନ୍ତି । ତେବେ ସବୁବେଳେ ସମସ୍ତେ କାମ ପାଇଁ ଅଣନିଶ୍ୱାସୀ ହୋଇ ଦୌଡୁଥିବା ବେଳେ ଏବେ ସମସ୍ତଙ୍କ ପାଖେ ସମୟ ହିଁ ସମୟ । ତେବେ ଏହି ସମୟରେ କେମିତି କଟୁଛି ଦିନ ଜାଣିବା ଓଡିଶାର ଜଣେ ଜଣାଶୁଣା ଶିକ୍ଷାବିତ୍ ବିଜୟ…