Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାଦ ମଧ୍ୟରେ ନୟନତାରାଙ୍କୁ ମିଳିଲା ଜାହ୍ନବୀ କପୁରଙ୍କ ସମର୍ଥନ

ମୁମ୍ବାଇ: ଗତକିଛି ଦିନ ହେବ ନୟନତାରା-ଧନୁଷଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଉଣ୍ଡ୍ ଫେରି ଟେଲ୍' ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ…

କାହିଁକି ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା?

ଭୁବନେଶ୍ୱର: ପୋଲିସ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ସହାୟତା ପାଇଁ ଫୋନ୍ କଲେ ପୋଲିସ କିଛି ଶୁଣୁନି ବୋଲି ଅଭିଯୋଗ କରିଛନ୍ତି ଅସୀମା। ମହିଧରପୁର ବିଚ ହାଉସ ଓ ବଁଅରପାଳ ଥାନା ନାଁରେ ଅଭିଯୋଗ ଆଣିଛନ୍ତି କଣ୍ଠଶିଳ୍ପୀ ଅସୀମା। ସୂଚନା…

‘ତାରକ୍ ମେହତା କା ଉଲଟା ଚଷମା’ରେ ଆଉ ନଜର ଆସିବେନି ଜେଠାଲାଲ୍!

ମୁମ୍ବାଇ: ବହୁ ଲୋକପ୍ରିୟ ଟିଭି ଶୋ’ ‘ତାରକ ମେହତା କା ଉଲଟା ଚଷମା’ରେ ଜେଠାଲାଲ ଚରିତ୍ରରେ ନଜର ଆସୁଥିବା ଦିଲ୍ଲୀପ ଯୋଶୀ ଏବେ ଶୋ’ ଛାଡିପାରନ୍ତି । ଆଉ ଜେଠାଲାଲ୍ ଭୂମିକା ନିଭାଇବେ ନାହିଁ ବୋଲି କାଳେ ସିଧା ସିଧା କହିଦେଇଛନ୍ତି ଦିଲ୍ଲୀପ । ତେବେ ପ୍ରକୃତରେ ଏହି ଶୋ’ ଯେ କେବଳ…

ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା, ଶ୍ରୀମନ୍ଦିର ଯାଇ କଲେ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଲେ ଉତ୍କର୍ଷ। 'ଗଦର୍ 2' ପରେ ଆଗାମୀ ଚଳଚ୍ଚିତ୍ର 'ବନବାସ୍' ଚଳଚ୍ଚିତ୍ରର ସଫଳତାକୁ ନେଇ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କଲେ ଉତ୍କର୍ଷ। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସୁଟିଂ…

ଆସିଲା ବହୁ ପ୍ରତିକ୍ଷିତ ‘କାନ୍ତାରା-୨’ର ଟିଜର

ମୁମ୍ବାଇ: ୨୦୨୨ରେ ରିଲିଜ ହୋଇଥିବା କନ୍ନଡ଼ ଫିଲ୍ମ ଷ୍ଟାର ତଥା ନିର୍ମାତା ରିଷଭ ସେଟ୍ଟିଙ୍କ ମାଇଥୋଲୋଜି ଉପରେ ଆଧାରିତ ଫିଲ୍ମ ‘କାନ୍ତାରା’କୁ ପ୍ରଥମ ଦିନରୁ ହିଁ ବହୁ ପ୍ରଶଂସା ମିଳିଥିଲା । ବ୍ଲକବଷ୍ଟରରେ ଭଲ ଆୟ ମଧ୍ୟ କରିଥିଲା ଏହି ଫିଲ୍ମ l ତେବେ ସେହି ମାଇଥୋଲୋଜିକାଲ କାହାଣୀକୁ ଆହୁରି…

ନୂଆ ଲୁକରେ ଟାଇଗର, ଘୋଷଣା ହେଲା ବାଗୀ ୪ର ରିିଲିଜ ତାରିଖ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ବାଗୀ ୪ର ରିଲିଜ ତାରିଖ ଘୋଷଣା ହୋଇଛି । ଫିଲ୍ମର ଫାଷ୍ଟ ଲୁକ ଜାରୀ କରାଯିବ ସହ ପ୍ରଡ୍ୟୁସର ସାଜିଦ ନାଡିୟାଡୱାଲା ଏହା ୫ ସେପ୍ଟମ୍ବର ୨୦୨୫ ରିଲିଜ ହେବ ବୋଲି କହିଛନ୍ତି । ନୂଆ ପୋଷ୍ଟରରେ ଟାଇଗରଙ୍କୁ ସମ୍ପୂର୍ଣ୍ଣ ଏକ ଭିନ୍ନ ରୂପରେ ଦର୍ଶକ ଦେଖିବାକୁ ପାଇବେ ।…

କ୍ରିଶ ୪ ଘୋଷଣା କରିବା ପରେ ନିର୍ଦ୍ଦେଶନାରୁ ଅବସର ନେବେ ରାକେଶ ରୋଶନ

ମୁମ୍ବାଇ: ବଲିଉଡରେ କ୍ରିଶ ଫିଲ୍ମ ମାଧ୍ୟମରେ ହ୍ରିତିକ ରୋଶନ ଓ ତାଙ୍କ ବାପା ରାକେଶ ରୋଶନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । କ୍ରିଶର ୩ଟି ଯାକ ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏବେ ଦର୍ଶକ ବ୍ୟଗ୍ରତା ସହକାରେ ଏହାର ଚତୁର୍ଥ ସଂସ୍କରଣକୁ ଅପେକ୍ଷା କରିଛନ୍ତି । ୨୦୧୩ରେ…

ଏଲିନା କଲେ ଡେଷ୍ଟିନେସନ୍ ୱେଡିଂ, ଟେର୍ ପାଇଲେନି ଫ୍ୟାନ୍ସ

ଭୁବନେଶ୍ୱର: ଅଭିନେତ୍ରୀ ଏଲିନାଙ୍କ ଡେଷ୍ଟିନେସନ ୱେଡିଂ। ବାଜିଲା ଏଲିନାଙ୍କ ସାହାନାଇ। ହେଲେ ଚେର୍ ପାଇଲେନି ଫ୍ୟାନ୍ସ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ…

‘ହେରା ଫେରି’ର ସୁଟିଂକୁ ନେଇ ଅକ୍ଷୟ କୁମାରଙ୍କ ବଡ଼ ଖୁଲାସା

ମୁମ୍ବାଇ: ଅକ୍ଷୟ କୁମାର ଅନେକ ମହାନ ଚଳଚ୍ଚିତ୍ର ଏବଂ ତାଙ୍କ କ୍ୟାରିୟରରେ ତାଙ୍କର ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି। ତାଙ୍କର ଏପରି ଏକ ଚିତ୍ତାକର୍ଷକ ଚଳଚ୍ଚିତ୍ର ହେଉଛି 'ହେରା ଫେରି'। ଏହାର ପରବର୍ତ୍ତୀ ଭାଗର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ସମ୍ପ୍ରତି ଅଭିନେତା ଏହି…