Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାଙ୍ଗାଳ ହେଲେ ଉର୍ଫି, ନିୟମ ଉଲଙ୍ଘନ କାରଣରୁ ସସପେଣ୍ଡ ହେଲା ଇନଷ୍ଟା ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି । କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ମୋବାଇଲ ବ୍ୟାଟେରି,…

ଲୋକପ୍ରିୟ ସିରିଅଲ CID ର ଫ୍ରେଡ୍ରିକ୍ସଙ୍କୁ ହାର୍ଟ ଆଟାକ୍ , ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଲୋକପ୍ରିୟ କ୍ରାଇମ ସୋ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀନେଶ ଫଡନିସଙ୍କ ପ୍ରଶସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।  ସେ ହୃଦଘାତରେ ପୀଡିତ ହୋଇଛନ୍ତି ।  ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ପୁଷ୍ପା-୨ ସୁଟିଂ ବେଳେ ଅଲ୍ଲୁ ଅର୍ଜୁନ୍ ଆହତ: କିଛି ଦିନ ପାଇଁ ସୁଟିଂ ସ୍ଥଗିତ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାଇଲିସ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ । ଯିଏକି ତାଙ୍କର  ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା -୨ ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହାକି ଅଲ୍ଲୁ ଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଶକ୍ତ ଝଟକା ଦେଇଛି ।…

ଅରବାଜଙ୍କ ସହ ବ୍ରେକ ଅପ ନେଇ ମୁହଁ ଖୋଲିଲେ ଜର୍ଜିୟା

ମୁମ୍ବାଇ: ବଲିଉଡ ଅଭିନେତା ତଥା ସଲମାନ ଖାଁଙ୍କ ଭାଇ ଅରବାଜ ଖାଁଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହି ଆସିଛି । ୧୯୯୮ରେ ସେ ମଲାଇକା ଆରୋରାକୁ ବିବାହ କରିଥିଲେ । ୧୯ ବର୍ଷ ପରେ ଉଭୟ ଅଲଗା ହୋଇଥିଲେ । ମଲାଇକା ଜୀବନରେ ଅର୍ଜୁନ କାପୁରଙ୍କ ଏଂଟ୍ରି କରିଥିବା ବେଳେ ଅରବାଜଙ୍କ ଜର୍ଜିୟା…

ଇରଫାନକୁ ଭଲ ପାଉଥିଲି: ଗମ୍ଭୀର, ଅକ୍ଷୟ ମୋ ପଛରେ ପଡିଥିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିବାରେ ଲାଗିଛି । ମୁଁ ୫ ବର୍ଷ ଧରି ଇରଫାନ ପଠାନଙ୍କୁ ଭଲ ପାଉଥିଲି । ମୋ ସହିତ ଦୀର୍ଘ ଦିନର ମିଳାମିଶା ପରେ ସେ ଅନ୍ୟ ଝିଅକୁ ବାହାକୁ ହୋଇଗଲେ ବୋଲି ପାୟଲ କହିଛନ୍ତି । ଅଲଗା ହେବା…

ରିଲିଜ ହେଲା ଭିକି କୌଶଲଙ୍କ ‘ସାମ ବାହାଦୂର’, ଜାଣନ୍ତୁ କେତେ ରହିଛି ପ୍ରଥମ ଦିନର କଲେକ୍ସନ

ମୁମ୍ବାଇ: ଆଜି ରିଲିଜ ହୋଇଛି ଭିକି କୌଶଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ 'ସାମ ବାହାଦୂର'। ଏହି ଫିଲ୍ମ ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କର ବାୟୋପିକ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଯୁଦ୍ଧ ଡ୍ରାମା ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ…

ରିଲିଜ ହୋଇଛି ରଣବିର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’, ସକାଳୁ ସକାଳୁ ଥିଏଟର୍ ସାମ୍ନାରେ ସିନେପ୍ରେମୀଙ୍କ…

ମୁମ୍ବାଇ: ରିଲିଜ ହୋଇଛି ରଣବିର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’ । ସେଥିପାଇଁ ସମସ୍ତ ଥିଏଟରର ସାମ୍ନାରେ ସିନେପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ଆସନ୍ତା କାଲି ମୁକ୍ତିଲାଭ କରିବ ବିକି କୌଶଲଙ୍କ ଅଭିନୀତ 'ସାମ୍ ବାହାଦୂର' । ଯୋଉଥିପାଇଁ ସିନେପ୍ରମୀଙ୍କ ମଧ୍ୟରେ…

ଉଦିତ୍ ନାରାୟଣ @ 68: ବଲିଉଡ ଜଗତକୁ ଦେଇଛନ୍ତି ଅନେଟ୍ ହିଟ୍ ଗୀତ , ଆଜି ବି ରହିଛି କ୍ରେଜ୍

ମୁମ୍ବାଇ :  ୯୦ ଦଶକର କଥା ଆସିଲେ ପ୍ରଥମେ ମନକୁ ଆସେ ତାଙ୍କରି କଥା  । ସେ ସଙ୍ଗୀତ ଜଗତର ବାଦଶାହା  । ବଲିଉଡ୍ ସଙ୍ଗୀତ ଜଗତକୁ ସେ ଦେଇଛନ୍ତି ଅନେକ ହିଟ୍ ସଙ୍ଗୀତ । ଆମେ କହୁଛୁ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କର କଥା । ଆଜି ହେଉଛି ତାଙ୍କର ୬୮ତମ ଜନ୍ମଦିନ । ବିହାର ବାଇସି ନାମକ…

ଡଙ୍କି ଫିଲ୍ମ ଦେଖିବା ପାଇଁ ଶାହାରୁଖଙ୍କ ଏନଆରଆଇ ପ୍ରଶଂସକ ଆସିବେ ଭାରତ

ମୁମ୍ବାଇ: ପଠାନ ଓ ଯବାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଡଙ୍କି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବଲିଉଡର ସଫଳ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବିଦେଶରେ ଶାହାରୁଖଙ୍କ ଅନେକ ପ୍ରଶଂସକ ରହିଛନ୍ତି । ରିପୋର୍ଟ ମୁତାବକ କିଙ୍ଗ…

ଟାଇଗର ୩ ପରେ ୟଶରାଜ ଫିଲ୍ମସ ଟାଇଗର ଭର୍ସେସ ପଠାନ ଫିଲ୍ମକୁ ଘୁଂଚାଇଲେ

ମୁମ୍ବାଇ: ଟାଇଗର ଭର୍ସେସ ପଠାନ ଫିଲ୍ମର ଘୋଷଣା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ପଠାନରେ ଶାହାରୁଖ ଖାଁଙ୍କ ସହ ସଲମାନ ଖାଁଙ୍କ କାମିଓ ରୋଲକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉକ୍ତ ଫିଲ୍ମର ଘୋଷଣା ହୋଇଥିଲା । ମାତ୍ର ପରେ ସଲମାନ ଖାଁଙ୍କ ଅଭିନୀତ ଟାଇଗର ୩ ବକ୍ସ…