Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟାଇଗର ୩ ପରେ ୟଶରାଜ ଫିଲ୍ମସ ଟାଇଗର ଭର୍ସେସ ପଠାନ ଫିଲ୍ମକୁ ଘୁଂଚାଇଲେ

ମୁମ୍ବାଇ: ଟାଇଗର ଭର୍ସେସ ପଠାନ ଫିଲ୍ମର ଘୋଷଣା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ପଠାନରେ ଶାହାରୁଖ ଖାଁଙ୍କ ସହ ସଲମାନ ଖାଁଙ୍କ କାମିଓ ରୋଲକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉକ୍ତ ଫିଲ୍ମର ଘୋଷଣା ହୋଇଥିଲା । ମାତ୍ର ପରେ ସଲମାନ ଖାଁଙ୍କ ଅଭିନୀତ ଟାଇଗର ୩ ବକ୍ସ…

ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକଙ୍କ ସଫଳତା, ‘କେବିସି’ରେ ଜିତିଲେ ୧୩ ଲକ୍ଷ ୪୦ ହଜାର

ନବରଙ୍ଗପୁର: ଶାଶ୍ୱତ ପଟ୍ଟନାୟକ‘କୌନ୍ ବନେଗା କରୋଡ୍ ପତି’ଜୁନିୟରେ ଅଂଶଗ୍ରହଣ କରି ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ଉମରକୋଟର ଶାଶ୍ଵତ ପଟନାୟକ ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ କେବିସି ଖେଳି ଜିତିଲେ ୧୩ ଲକ୍ଷ ୪୦ ହଜାର ଟଙ୍କା। ଯାହାକୁ ନେଇ…

କେବେ ରିଲିଜ ହେବ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ର ଟ୍ରେଲର, କ’ଣ ରହିଛି ଅପଡେଟ୍

ମୁମ୍ବାଇ: ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଲାର ପାର୍ଟ ୧: ସିଜଫାୟର' ଚଳିତବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ | ସିନେପ୍ରେମୀମାନେ ଏହି ଫିଲ୍ମକୁ ଏବେଠାରୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ତେବେ ବର୍ତ୍ତମାନ 'ସାଲାର ପାର୍ଟ ୧: ସିଜଫାୟର' ର ଅପେକ୍ଷା ଶେଷ ହେବାକୁ…

ସାମ୍ନାକୁ ଆସିଲା ‘ୱାର ୨’ର ରିଲିଜ୍ ଡେଟ୍‌, ପ୍ରଥମ ଥର ନଜର ଆସିବେ ହ୍ରିତିକ- ଦୀପିକା

ମୁମ୍ୱାଇ : ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ 'ୱାର' ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶଂସକମାନେ ବର୍ତ୍ତମାନ ଉତ୍ସାହର ସହିତ ‘ୱାର-୨ 'କୁ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତାମାନେ 'ୱାର ୨'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ୨୦୨୫ରେ…

ଜାନୁୟାରୀ ୧୯ରେ ରିଲିଜ୍ ହେବ ମେଁ ଅଟଳ ହୁଁ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମେଁ ଅଟଳ ହୁଁ’ ଆସନ୍ତା ଜାନୁୟାରୀ ୧୯ ତାରିଖରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ଼ ଅଭିନତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ…

ଆଲିଆଙ୍କୁ ପ୍ରଶଂସା କରି ତାଙ୍କ ଆଦର୍ଶ ବୋଲି କହିଲେ ସୁହାନା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ରିଲିଜ୍ ହେବ । ସୁହାନା ଏବେ ତାଙ୍କ ନୂଆ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ଏପରି କିଛି…

ବିବାହ ବନ୍ଧନରେ ବାନ୍ଧିହେଲେ ରଣଦୀପ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବ ମଣିପୁରରେ ଆୟୋଜିତ ହୋଇଥିଲା । ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ…

ଟାଇଗର ୩, ଗଦର ୨ ରେକର୍ଡ ଭାଙ୍ଗିପାରେ ଆନିମଲ

ମୁମ୍ବାଇ: ରଣବୀର କାପୁର, ଅନୀଲ କାପୁର ଓ ବବି ଦେଓଲ ଅଭିନୀତ ଆନିମଲ ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବ । ରିପୋର୍ଟ ମୁତାବକ ଏହାର ଆଡଭାନ୍ସ ବୁକିଂ ବେଶ ପ୍ରଶଂସନୀୟ ରହିଛି । ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଟିକେଟ ବୁକ ହୋଇ ସାରିଛି । ଏପରିକି ଆନିମଲ ସଲମାନ ଖାଁଙ୍କ ଟାଇଗର ୩ ଓ ସନୀ ଦେଓଲଙ୍କ…

Kal Ho Na Ho@20: ୨୦ ବର୍ଷ ପୂର୍ତ୍ତି ଅବସରରେ ୟସ୍ ଜୋହରଙ୍କୁ ମନେ ପକେଇଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ଶାହାରୁଖ ଖାନ , ପ୍ରୀତି ଜିଣ୍ଟା ଏବଂ ସୈଫଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ ହୋ ନା ହୋ'କୁ ପୁରିଛି ୨୦ ବର୍ଷ | ଏହି ଚଳଚ୍ଚିତ୍ରଟି ୨୮ ନଭେମ୍ବର ୨୦୦୩ ରେ ମୁକ୍ତିଲାଭ କରିଥିଲା ​​| ଏହା ଏକ ଇମୋସନାଲ ଡ୍ରାମା ଫିଲ୍ମ ଥିଲା ଯାହାକୁ ଦେଖି ହଜାର ହଜାର ସିନେପ୍ରେମୀଙ୍କ ଆଖିରେ ଲୁହ…

ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ କରିବେ ଅକ୍ଷୟ କୁମାର

ମୁମ୍ବାଇ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଘଟିଥିବା ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରାଯିବ । ଏହି ଫିଲ୍ମଟିକୁ ଖୋଦ୍ ବଲିଉଡ଼ର ଖିଲାଡ଼ି ତଥା ଆଗଧାଡ଼ିର ଅଭିନେତା ଅକ୍ଷୟ କୁମାର ନିର୍ମାଣ କରିବେ ବୋଲି ଜଣାଯାଇଛି । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।…