Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାଆ ହେବାକୁ ଯାଉଛନ୍ତି ଅଙ୍କିତା, ବିଗ୍ ବସ୍ ଘରେ ଦେଲେ ଗୁଡ଼୍ ନ୍ୟୁଜ

ମୁମ୍ବାଇ : ଛୋଟ ପରଦାର ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ । ବିଗ୍‌ବସ ସିଜିନ୍ ୧୭ରେ ପ୍ରତିଯୋଗୀ ସାଜିଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ସ୍ୱାମୀ ଭିକି ଜୈନ । ବିଗ୍‌ବସ ଆରମ୍ଭରୁ ହିଁ ଘରେ ଉପୟଙ୍କ ମଧ୍ୟରେ ଝଗଡା ଚାଲିଛି । ଦୁହେଁ ପରସ୍ପରକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି ।…

୧୮ ବର୍ଷ ଧରି ଏହି ରୋଗରେ ପୀଡ଼ିତ ନିକ୍‌

ମୁମ୍ବାଇ: ବଲିଉଡ୍ ଓ ହଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଏବେ ତାଙ୍କ ସ୍ୱାମୀ ନିକ୍ ଜୋନାସ ଏବଂ ଝିଅ ମାଳତୀ ମେରିଙ୍କ ସହିତ ଆମେରିକାରେ ରହୁଛନ୍ତି । ସେ ଭାରତଠାରୁ ଦୂରରେ ଅଛନ୍ତି ସତ କିନ୍ତୁ ସେ କୌଣସି ନା କୌଣସି ଖବରକୁ…

ପଡ଼ିଆରେ ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍‌’ ଆଦାନପ୍ରଦାନର ଭିଡିଓ ଭାଇରାଲ

ମୁମ୍ବାଇ : ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ବିରାଟ କୋହଲି ଦମଦାର ବ୍ୟାଟିଂ କରିଛନ୍ତି । ବିରାଟ କୋହଲି ଆଜିର ମ୍ୟାଚରେ ନିଜର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ…

ଦୀପିକାଙ୍କ ସ୍ୱାମୀ ହେବାକୁ ୨୦ କୋଟି ଟଙ୍କାର କ୍ଷତି ସହିଥିଲେ ରଣଭୀର

ମୁମ୍ବାଇ: ନିକଟରେ ବଲିଉଡର ଶ୍ରେଷ୍ଠ ଦମ୍ପତି କୁହାଯାଉଥିବା ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ପ୍ରେମ କାହାଣୀ ୨୦୧୩ ଚଳଚ୍ଚିତ୍ର 'ରାମ-ଲୀଲା'ରୁ ଆରମ୍ଭ ହୋଇଥିଲା। ଏହା ପରେ 5 ବର୍ଷ ପରସ୍ପରକୁ ଡେଟ୍ କରିବା ପରେ, ଉଭୟେ ୨୦୧୮ ରେ ଇଟାଲୀରେ ଡିସଟାନ୍ସ ବିବାହ କରିଥିଲେ। ଉଭୟଙ୍କ ଯୋଡିକୁ…

କାହିଁକି ଫ୍ୟାନ୍ସକୁ ଚାପୁଡା ମାରିଲେ ନାନା ପାଟେକର? ଜାଣନ୍ତୁ କାରଣ…

ମୁମ୍ବାଇ: ନିଜର ଦମଦାର ଆକ୍ଟିଂ ପାଇଁ ସବୁବେଳେ ଫ୍ୟାନ ମାନଙ୍କ ହୃଦୟରେ ରୁହନ୍ତି ବଲିୟୁଡ ଅଭିନେତା ନାନା ପାଟେକର । ଏହାସହ ତାଙ୍କର ବାନବାଜୀ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ହେଲେ ନାନା ପାଟେକର ଙ୍କ ର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ସମସ୍ତ ଫ୍ୟନ୍ସ ଙ୍କୁ…

ଅଭିନେତ୍ରୀ ରଶ୍ମିକାଙ୍କ ଡିପ୍ ଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକକୁ ଚିହ୍ନଟ କଲା ପୋଲିସ!

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଡିପ୍ ଫେକ୍ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ ବିଶ୍ୱାସ କରୁଛି ଯେ ଯୁବକ ଜଣକ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ…

ରିଲିଜ ହେଲା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘କଡକ ସିଂ’ର ପୋଷ୍ଟର

ମୁମ୍ବାଇ: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନିତ ଫିଲ୍ମ 'କଡକ୍ ସିଂ'ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଓଟିଟି ପ୍ଲାଟଫର୍ମ ରେ 'କଡକ୍ ସିଂ'ର ପୋଷ୍ଟରକୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ପଙ୍କଜ…

ଟିଭିରେ ଆସିବନି ଦି କପିଲ ଶର୍ମା ଶୋ’, ଏବେ ଓଟିଟିରେ

ମୁମ୍ବାଇ: ଛୋଟପରଦାରେ ସବୁଠୁ ଲୋକପ୍ରିୟ କମେଡ଼ି ଶୋ ହେଉଛି ଦି କପିଲ ଶର୍ମା ଶୋ । ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହା ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ଏହି ଶୋ ବର୍ତ୍ତମାନ ଟିଭିରେ ପ୍ରସାରିତ ହେବ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ ।…

ପୁଣି ଜଣେ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର

ମୁମ୍ବାଇ: ବଲିଉଡ୍ ଓ କ୍ରିକେଟ ଦୁନିଆର ସଂଯୋଗ ବିଷୟରେ ସମସ୍ତେ ଜାଣନ୍ତି । ପୂର୍ବରୁ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ବିବାହ କରି ଘର ସଂସାର କରିସାରିଛନ୍ତି । ଅଧିକାଂଶ ସମୟରେ କ୍ରିକେଟରମାନେ ଅଭିନେତ୍ରୀମାନଙ୍କୁ ଡେଟ୍ କରୁଥିବା କଥା ଆମେ ଶୁଣିଛନ୍ତି । ଏବେ ପୁଣି ଏକ କ୍ରିକେଟର ଓ…

‘ଲିଭ୍‌-ଇନ୍‌’ରେ ରହି ଖୁସିରେ ଥିଲୁ, ଗୋଟିଏ କାରଣ ପାଇଁ ବିବାହ କଲୁ: କରୀନା

ମୁମ୍ବାଇ: ଲିଭ୍ ଇନ୍‌ରେ ଥିଲୁ । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ଲିଭ୍ ଇନ୍‌ରେ ଥିଲୁ । ବହୁତ ଖୁସିରେ ଥିଲୁ । କିନ୍ତୁ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ବିବାହ କରିବାକୁ ନିଷ୍ପତ୍ତି ନେଲୁ ଓ ବିବାହ ବି କଲୁ । ଏମିତି କିଛି କହିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ…