Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦ୍ୱିତୀୟ ସନ୍ତାନ ପରେ ଅଭିନୟ ଛାଡିପାରନ୍ତି ଅନୁଷ୍କା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ତଥା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଦ୍ୱିତୀୟ ସନ୍ତାନର ମାଆ ହେବା ପରେ ସେ ଅଭିନୟ ଛାଡିବା ନେଇ ଅନୁମାନ କରାଯାଉଛି । ସିମି ଗେରୱେଲାଙ୍କ ସହ ଅନୁଷ୍କାଙ୍କ ଏକ ପୁରୁଣା…

‘ଲେକେ ପ୍ରଭୁକା ନାମ୍’: ଟାଇଗର-୩ ରେ ସଲମାନ ଖାନଙ୍କ ପାଇଁ ଅରିଜିତ ସିଂଙ୍କ ପ୍ରଥମ ଗୀତ

ମୁମ୍ବାଇ: ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ତିକ୍ତତା ଲାଗି ରହିବା ଆପଣମାନେ ତ ନିଶ୍ଚୟ ଶୁଣିଥିବେ। ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ବାଦ-ବିବାଦ। ଏହି ଝଗଡା ପରେ ଅରିଜିତ ସିଂ ସଲମାନଙ୍କ କୌଣସି ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇନଥିଲେ। ତା ଛଡା ସେ ଗାଇଥିବା ଗୀତ ମଧ୍ୟ ହାତ…

ଫିଲ୍ମ ‘ଲିଓ’କୁ ନେଇ କ୍ରେଜ୍, ଗୋଟେ ଟିକେଟକୁ ଲକ୍ଷେ ୧୦ ହଜାର ୧ ଟଙ୍କା ଦେଇ କିଣିଲେ ଫ୍ୟାନ୍

ହାଇଦ୍ରାବାଦ: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ସାଉଥ୍ ଷ୍ଟାର ବିଜୟଙ୍କ ନୂଆ ଲୋକପ୍ରିୟ ଫିଲ୍ମ ‘ଲିଓ’। ଫିଲ୍ମ ରିଲିଜ ହେବା ପରେ ସବୁଠି ପ୍ରଶଂସକ କରୁଛନ୍ତି ସେଲିବ୍ରେସନ। ବିଜୟଙ୍କ ମୁଭି ଦେଖିବାକୁ ପ୍ରଶଂସକ ଉତ୍ସାହର ସହ ଅପେକ୍ଷାରେ ଥିଲେ। ଶେଷରେ ଆଜି ଅପେକ୍ଷାର ଅନ୍ତ ଘଟିଛି। ମୁଭିର…

ସିଂଘମ ଏଗେନରେ ଟାଇଗରଙ୍କ ଏଂଟ୍ରି, ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୂ ପ୍ରତିକ୍ଷୀତ ସିଂଘମ ଏଗେନରେ ଟାଇଗର ଶ୍ରଫଙ୍କ ଏଂଟ୍ରି ହୋଇଛି । ମେକର୍ସଙ୍କ ପକ୍ଷରୁ ଏହାରୁ ଫାଷ୍ଟ ଲୁକ ଜାରୀ କରାଯାଇଛି । କପ ୟୁନିଭର୍ସର ଏହି ଫିଲ୍ମରେ ଅଜୟ ଦେବଗାନ, ରଣବୀର ସିଂ, ଅକ୍ଷୟ କୁମାର ଅଭିନୟ କରୁଛନ୍ତି । କିଛି ଦିନ ତଳେ ଦୀପିକା ପାଦୁକୋନଙ୍କ…

ବାୟା କଲା ଓଡିଶା ପ୍ରସିଦ୍ଧ ଦହିବରା, ମୁମ୍ବାଇରେ ଦହିବରା ରାନ୍ଧି ସାଥୀମାନଙ୍କୁ ଖୁଆଇଲେ ସେଫ୍ ବିକାଶ ଖାନ୍ନା

ମୁମ୍ବାଇ: ଦହିବରା ଆଳୁଦମ୍‌ ପ୍ରାୟ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ | ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି | ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ | ଆଉ ଏହାର ସ୍ଵାଦ, ଯିଏ ଖାଇଛି ସେ ଜାଣିଛି ।…

ଦଶହରାରେ ରିଲିଜ ହେବ ମାଲ୍ୟଗିରି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଓ ଅଭିନେତ୍ରୀ

ପୁରୀ: ଦଶହରାରେ ଦର୍ଶକଙ୍କୁ ନୂଆ ଭେଟି । ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଦର୍ଶକ ମାନଙ୍କ ମଧ୍ୟରେ ଧମାକା କରିବାକୁ ଯାଉଛି । ଏହି ଫିଲ୍ମରେ ବାବୁସାନଙ୍କ ସହ ପ୍ରଥମ ଥର ପାଇଁ ଅମ୍ଳାନ୍ ଦାସ ସ୍କ୍ରିନ୍ ସେୟାର କରୁଥିବା ଦର୍ଶକ ମାନଙ୍କୁ…

ପୁଣି ଚମକିଲେ ଓଡିଆ: ଇଣ୍ଡିଆନ ଆଇଡଲରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ

ଭୁବନେଶ୍ବର: ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ପେଶା ତାଙ୍କର ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ଡାକ୍ତର ହେଇକି ମଧ୍ୟ ସଂଗୀତକୁ ତାଙ୍କ ଜୀବନ ବୋଲି ସେ କହିଛନ୍ତି । ଜାତୀୟସ୍ତରର ଲୋକପ୍ରିୟ ସଂଗୀତ ପ୍ରତିଯୋଗିତା ସୋ ‘ଇଣ୍ଡିଆନ୍ ଆଇଡଲ୍‌-୧୪’ରେ ଓଡ଼ିଆ ଡାକ୍ତର…

ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ, ଗୀତକୁ ନେଇ ଆସୁଛି ଫିଲ୍ମ

ଭୁବନେଶ୍ୱର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ…

ମାଆ ହେବେ କାଟ୍ରିନା, ଓଢ଼ଣାରେ ପେଟକୁ ଢାଙ୍କିଲେ, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛିି । ଅଭିନେତା ଭିକି କୌଶଲଙ୍କ ପତ୍ନୀ କ୍ୟାଟ୍ରିନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି ।…

ଦୁନିଆର ସବୁଠାରୁ ବୟସ୍କା ସୁପର ମଡ଼େଲ

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢିବାକୁ ପସନ୍ଦ କରନ୍ତି । ଜଣେ ବୃଦ୍ଧା ୯୫ ବର୍ଷ ବୟସରେ ବି…